ASIT SAHU

ASIT SAHU -President Student's Union,(2016-2017)
(Auto)College,
� #1997
(Botany)

ଅନୁଗୋଳ ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ରାମଚନ୍ଦ୍ର ରାଉତ୍ ରାୟ ଙ୍କ ସ୍ମୃତି ରେ ଅନୁଗୋଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସମୂହ ଦୀପ ଦାନ 🙏🪔।
24/10/2025

ଅନୁଗୋଳ ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ରାମଚନ୍ଦ୍ର ରାଉତ୍ ରାୟ ଙ୍କ ସ୍ମୃତି ରେ ଅନୁଗୋଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସମୂହ ଦୀପ ଦାନ 🙏🪔।

ଆମ ଦେଶର ଯଶସ୍ବୀ ପ୍ରଧାନ ମନ୍ତ୍ରୀ  #ନରେନ୍ଦ୍ର_ମୋଦୀଜୀ ଙ୍କ ୭୫ ତ୍ତମ ଜନ୍ମ ବାର୍ଷିକୀ ଅବସରରେ ୧୭ ସେପ୍ଟେମ୍ବର ଠାରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ...
23/09/2025

ଆମ ଦେଶର ଯଶସ୍ବୀ ପ୍ରଧାନ ମନ୍ତ୍ରୀ #ନରେନ୍ଦ୍ର_ମୋଦୀଜୀ ଙ୍କ ୭୫ ତ୍ତମ ଜନ୍ମ ବାର୍ଷିକୀ ଅବସରରେ ୧୭ ସେପ୍ଟେମ୍ବର ଠାରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ହେଉଥିବା ସେବା ପକ୍ଷ ଅବସରରେ ଅନୁଗୋଳ ର ମାନ୍ୟବର ବିଧାୟକ #ଶ୍ରୀ_ପ୍ରତାପ_ଚନ୍ଦ୍ର_ପ୍ରଧାନ ନିଲୁ ଭାଇ ଙ୍କ ନିର୍ଦ୍ଦେଶ ରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି #ପ୍ରିୟ_ସିଦ୍ଧାର୍ଥ_ରାଉତରାୟ (ଟୁଟୁ ଭାଇ) ଙ୍କ ନେତୃତ୍ବରେ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ ପ୍ରିୟ #ସମିର_ପରିଡ଼ା ଭାଇ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ପ୍ରିୟ #ପୁରୁଷୋତ୍ତମ_ନାୟକ ଭାଇ ଏବଂ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ର #ପୁରାତନ_ଛାତ୍ର_ସଂସଦ ର ସଦସ୍ୟ ମାନଙ୍କ ସହଯୋଗ ରେ ଆଜି ଅନୁଗୋଳ ଜିଲ୍ଲାର ମୂଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ କରାଯାଇଥିବା ରକ୍ତଦାନ ଶିବିରରେ ୧୨୫ ୟୁନିଟ୍ ରକ୍ତ ସଂଗ୍ରହ ହେଇଥିବାରୁ ସମସ୍ତ ରକ୍ତଦାତା ବନ୍ଧୁ ମାନଙ୍କୁ ଅଶେଶ ଅଶେଶ ଧନ୍ୟବାଦ୍ ।। ବିଶେଷ କରି ଅନିନ୍ଦିତ୍ ପ୍ରଧାନ, ଦିବ୍ୟଜୋତି ନାୟକ, ଆଶିଷ ପାଣିଗ୍ରାହୀ, ପ୍ରିୟବ୍ରତ ସାହୁ, ସୋମ୍ୟରଞ୍ଜନ ସାହୁ, ନାରାୟଣ ସାହୁ, ସ୍ମୃତି ରଞ୍ଜନ ସାହୁ ଏବଂ #ପୁରାତନ_ଛାତ୍ରସଂସଦ ର କମିଟି କୁ ଧନ୍ୟବାଦ୍ ସମସ୍ତଙ୍କ ମିଳିତ ଉଦ୍ୟମ ରେ ଏ ରକ୍ତଦାନ ଶିବିର ସଫଳତା ର ସହ ଆୟୋଜିତ ହୋଇପାରିଲା ।।
Dharmendra Pradhan Pratap Chandra Pradhan Sidharth Routray Adv Purusottam Nayak Asit Sahu

ଆମ ଦେଶର ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ୭୫ ତ୍ତମ ଜନ୍ମ ବାର୍ଷିକୀ ଅବସରରେ ୧୭ ସେପ୍ଟେମ୍ବର ଠାରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ହ...
22/09/2025

ଆମ ଦେଶର ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ୭୫ ତ୍ତମ ଜନ୍ମ ବାର୍ଷିକୀ ଅବସରରେ ୧୭ ସେପ୍ଟେମ୍ବର ଠାରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ହେଉଥିବା ସେବା ପକ୍ଷ ଅବସରରେ ଆସନ୍ତା ୨୩ ତାରିଖ ମଙ୍ଗଳବାର ଦିନ ଦିବା ୮ ଘଟିକା ସମୟରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି #ପ୍ରିୟ_ସିଦ୍ଧାର୍ଥ_ରାଉତରାୟ (ଟୁଟୁ ଭାଇ) ଙ୍କ ନେତୃତ୍ବରେ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ ପ୍ରିୟ #ସମିର_ପରିଡ଼ା ଭାଇ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ପ୍ରିୟ #ପୁରୁଷୋତ୍ତମ_ନାୟକ ଭାଇ ଏବଂ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ର ସଦସ୍ୟ ମାନଙ୍କ ସହଯୋଗ ରେ ଅନୁଗୋଳ ଜିଲ୍ଲାର ମୂଖ୍ୟ ଚିକିତ୍ସାଳୟ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯିବ ପାଇଁ ବ୍ଯଠକ ରେ ନିଷ୍ପତ୍ତି ନିଆଯାଇଛି।। ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅନୁରୋଧ ସମସ୍ତେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉସ୍ଚାହୀତ କରିବା ସହିତ ରକ୍ତଦାନ ଶିବିର କୁ ସଫଳ କରାଇବା।।
Dharmendra Pradhan Pratap Chandra Pradhan Sidharth Routray Samir Parida Tablu Adv Purusottam Nayak Asit Sahu

25/08/2025

ସୁପର୍ ଏକ୍ସକ୍ଲୁସିଭ୍ ..... କନକ ନିଉଜ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ଙ୍କ ସାକ୍ଷାତକାର ଆସନ୍ତା ବୁଧବାର ଓ ଗୁରୁବାର ରାତି ୮. ୩୦ ମିନିଟ୍ ରେ

ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଆମ ଛେଳିଆପଡା ଗ୍ରାମ ପଞ୍ଚାୟତ ର ଯୁବ ଭାଇ ମାନଙ୍କ ସହିତ ମିଶି ଆଗାମୀ ଦିନରେ ...
13/07/2025

ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଆମ ଛେଳିଆପଡା ଗ୍ରାମ ପଞ୍ଚାୟତ ର ଯୁବ ଭାଇ ମାନଙ୍କ ସହିତ ମିଶି ଆଗାମୀ ଦିନରେ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ରହିଥିବା ମୋୖଳିକ ସମସ୍ୟା ର କିପରି ସମାଧାନ କରାଯାଇ ପାରିବ ସେ ଦିଗରେ ଆଲୋଚନା କରିବା ଅବସରରେ।।

Address

Anugul Odisha
Anugul
759132

Telephone

+919853800379

Website

Alerts

Be the first to know and let us send you an email when ASIT SAHU posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ASIT SAHU:

Share

Category