BJD Sakosingha

BJD Sakosingha jay naveen

20/06/2024
ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା ଙ୍କ ଜନ୍ମ ଦିନ ଅବସରରେ
18/03/2024

ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା ଙ୍କ ଜନ୍ମ ଦିନ ଅବସରରେ

07/12/2023
ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଙ୍କ ନିର୍ଦେଶକ୍ରମେ ସାକୋସିଂହା ଗ୍ରାମ ପଞ୍ଚାୟତ ର ସମସ୍ତ ସକ୍ରିୟ ବିଜୁ ଜନତ...
16/09/2023

ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଙ୍କ ନିର୍ଦେଶକ୍ରମେ ସାକୋସିଂହା ଗ୍ରାମ ପଞ୍ଚାୟତ ର ସମସ୍ତ ସକ୍ରିୟ ବିଜୁ ଜନତା ଦଳର କର୍ମୀ ଙ୍କ ଉପସ୍ଥିତି ରେ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ ଓ ୱାର୍ଡ ସ୍ତର ରେ ସକ୍ରିୟ କରିବା ପାଇଁ ପଞ୍ଚାୟତ ସ୍ତରରେ ୱାର୍ଡ କମିଟି ଓ ବୁଥ୍ କମିଟି ପର୍ଯ୍ୟବେକ୍ଷକ ସତ୍ୟବାଦୀ ଙ୍କ ଉପସ୍ଥିତ ରେ ଗଠନ କରାଯାଇଅଛି

ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତ ରେ ପତ୍ରପଡା ସ୍ଥିତ ମା ବାୟାଣୀ ପୀଠ ନିକଟରେ ବିଜୁ ଯୁବ, ଛାତ୍...
07/08/2023

ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତ ରେ ପତ୍ରପଡା ସ୍ଥିତ ମା ବାୟାଣୀ ପୀଠ ନିକଟରେ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ ର କର୍ମକର୍ତା ଙ୍କ ଉପସ୍ଥିତ ରେ ଏକ ବିଶାଳ ସାଙ୍ଗଠନିକ ସଭା ଆୟୋଜିତ ହୋଇଯାଇଅଛି, ଏହି ସଭାରେ ଆଗାମୀ ଦିନରେ କିଭଳି ସଂଗଠନ କୁ ଆହୁରି ମଜଭୁତ କରିବା ଓ ଲୋକଙ୍କୁ ସରକାର ଙ୍କ ଲୋକ ଆଭିମୁଖ୍ୟ କାର୍ଯ୍ୟକ୍ରମ ରେ ସାମିଲ କରିବା ସେବିଷୟରେ ଆଲୋଚନା କରାଗଲା 🙏🏻

Village kalyani mandap Under construction ❤️❤️❤️❤️
13/07/2023

Village kalyani mandap
Under construction ❤️❤️❤️❤️

Address

Sakosingha
Anugul
759123

Website

Alerts

Be the first to know and let us send you an email when BJD Sakosingha posts news and promotions. Your email address will not be used for any other purpose, and you can unsubscribe at any time.

Share