Angul dist NSUI

Angul dist NSUI it's the office page of angul dist NSUI it's the official page of angul dist Nsui

06/06/2021
Indian politician and government official who rose to become the leader of the Congress (I) Party (a faction of the Indi...
21/05/2021

Indian politician and government official who rose to become the leader of the Congress (I) Party (a faction of the Indian National Congress [Congress Party] established in 1981) and served as prime minister of India (1984–89) after the assassination of his mother, Indira Gandhi, in 1984. He was himself assassinated in 1991.

ଛାତ୍ର କଂଗ୍ରେସ ର ୫୧ ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା କଂଗ୍ରେସ ଭବନ ଠାରେ ଛାତ୍ର କଂଗ୍ରେସ ର ପତାକା ଉତୋଳନ,  ଛେଣ୍ଡିପଦା ଗୋଷ୍ଠି ସ୍ବାସ...
10/04/2021

ଛାତ୍ର କଂଗ୍ରେସ ର ୫୧ ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା କଂଗ୍ରେସ ଭବନ ଠାରେ ଛାତ୍ର କଂଗ୍ରେସ ର ପତାକା ଉତୋଳନ, ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ କୋଶଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ ମାନଙ୍କୁ ଫଳ ଓ କ୍ଷୀର ବଣ୍ଟନ ,ଅନାଥ ଆଶ୍ରମ ରେ ପାଠ୍ୟ ଉପକରଣ ଓ ଖାଦ୍ୟ ବଣ୍ଟନ ଏବଂ ଅନୁଗୁଳ ସହର ରେ ଥିବା ଅସହାୟ ଲୋକ ଙ୍କୁ କ୍ଷୀର ,ପାରୁଟି ବଣ୍ଟନ କରାଯାଇଥିଲା ।

ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଫି କୋହଳ କରିବା ଦାବୀ ରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଭାପତି  ୟାଶୀର ନୱ...
22/01/2021

ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଫି କୋହଳ କରିବା ଦାବୀ ରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଭାପତି ୟାଶୀର ନୱାଜ ଙ୍କ ନିର୍ଦେଶ କ୍ରମେ ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା.
National Students' Union of India (नेशनल स्टूडेंट्स यूनियन ऑफ इंडिया)
Neeraj Kundan
Yashir Nawaz

Remembering India's former Prime Minister   , who was known for her rock solid progressive decisions, on her birth anniv...
19/11/2020

Remembering India's former Prime Minister , who was known for her rock solid progressive decisions, on her birth anniversary today.

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଅନୁଗୁଳ ଜିଲ୍ଲା ର ସମସ୍ତ ଜନସାଧାରଣ ଓ ଛାତ୍ର ଛାତ୍ରୀ ଙ୍କୁ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ହାର୍ଦିକ ...
23/10/2020

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଅନୁଗୁଳ ଜିଲ୍ଲା ର ସମସ୍ତ ଜନସାଧାରଣ ଓ ଛାତ୍ର ଛାତ୍ରୀ ଙ୍କୁ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ.

Address

Congress Bhavan, Sankar Cinema Road
Anugul
759122

Alerts

Be the first to know and let us send you an email when Angul dist NSUI posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Angul dist NSUI:

Share