Maa Hingula library

Maa Hingula library ଓଡିଆ ଭାଷା,ସାହିତ୍ୟ୍,ସଂସ୍କୃତିର ପୁନରୁଦ୍ଧାର କରିବା ନିମନ୍ତେ ଏକ ସମର୍ପିତ ଅନୁଷ୍ଠାନ......

ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ମା' ହିଙ୍ଗୁଳା ପାଠାଗାର" ଆନୁକୂଲ୍ୟରେ ପ୍ରକାଶ ପାଉଥିବା ତ୍ରୈମାସିକ ଶିଶୁ-କିଶୋର ପତ୍ରିକା "ଆମ କୁନାକୁନି"...
03/02/2026

ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ମା' ହିଙ୍ଗୁଳା ପାଠାଗାର" ଆନୁକୂଲ୍ୟରେ ପ୍ରକାଶ ପାଉଥିବା ତ୍ରୈମାସିକ ଶିଶୁ-କିଶୋର ପତ୍ରିକା "ଆମ କୁନାକୁନି"ର ବିଷୁବ ବିଶେଷାଙ୍କ(ଅପ୍ରେଲ - ଜୁନ ୨୦୨୬ ସଂଖ୍ୟା) ପାଇଁ ଆଗ୍ରହୀ ଲେଖକ, ଲେଖିକାମାନେ ଚଳିତ ଫେବୃୟାରୀ ମାସ ୨୮ ତାରିଖ ସୁଦ୍ଧା ନିଜର ସ୍ୱରଚିତ, ସୁନିର୍ବାଚିତ ଓ ଅପ୍ରକାଶିତ ଲେଖା ପଠାଇ ପାରିବେ.......(ତା.୦୩.୦୨.୨୦୨୬)

ପବିତ୍ର ଗଣେଶ ପୂଜାର ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା..
27/08/2025

ପବିତ୍ର ଗଣେଶ ପୂଜାର ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା..

ତାଳଚେରସ୍ଥିତ ସାଉଥବଲଣ୍ଡା ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଅଛି.............(ତା.୦୭.୧୦.୨୦୨୪)
07/10/2024

ତାଳଚେରସ୍ଥିତ ସାଉଥବଲଣ୍ଡା ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଅଛି.............(ତା.୦୭.୧୦.୨୦୨୪)

ଦୈନିକ ଖବରକାଗଜ "ଶ୍ରୁତି" ତା.୧୯.୦୯.୨୦୨୪ରିଖରେ ପ୍ରକାଶିତ........
19/09/2024

ଦୈନିକ ଖବରକାଗଜ "ଶ୍ରୁତି" ତା.୧୯.୦୯.୨୦୨୪ରିଖରେ ପ୍ରକାଶିତ........

ଦୈନିକ ଖବରକାଗଜ "ସମ୍ବାଦ" ତା.୧୮.୦୯.୨୦୨୪ରିଖରେ ପ୍ରକାଶିତ........
18/09/2024

ଦୈନିକ ଖବରକାଗଜ "ସମ୍ବାଦ" ତା.୧୮.୦୯.୨୦୨୪ରିଖରେ ପ୍ରକାଶିତ........

ତାଳଚେର ବ୍ଲକ କଳମଛୁଇଁ ପଞ୍ଚାୟତ ଅନ୍ତର୍ଗତ ମଝିକା ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି..........(ତା.୧୭.୦୯.୨୦୨୪)
18/09/2024

ତାଳଚେର ବ୍ଲକ କଳମଛୁଇଁ ପଞ୍ଚାୟତ ଅନ୍ତର୍ଗତ ମଝିକା ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି..........(ତା.୧୭.୦୯.୨୦୨୪)

DAILY NEWSPAPER "ODISHA BHASKAR" ON DT.05.09.2024.
05/09/2024

DAILY NEWSPAPER "ODISHA BHASKAR" ON DT.05.09.2024.

daily Newspaper "Samaj" on dt.05.09.2024.
05/09/2024

daily Newspaper "Samaj" on dt.05.09.2024.

daily Newspaper "Prameya" on dt.05.09.2024.
05/09/2024

daily Newspaper "Prameya" on dt.05.09.2024.

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ପ୍ରସିଦ୍ଧ ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି.............
04/09/2024

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ପ୍ରସିଦ୍ଧ ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି...........(ତା.୦୪.୦୯.୨୦୨୪)

ମା ହିଙ୍ଗୁଳା ଙ୍କ ପୀଠରେ ନୂଆଖାଇ ପର୍ବ ପାଞ୍ଜି ଗଣନାନୁସାରେ  ଭାଦ୍ରବ ମାସରେ ହିଙ୍ଗୁଳା ଙ୍କ ପାଖରେ ନୂଆଖିଆ ପର୍ବ ପାଳନ କରାଯାଏ  ।ଏହି ଦିନ ହ...
04/09/2024

ମା ହିଙ୍ଗୁଳା ଙ୍କ ପୀଠରେ ନୂଆଖାଇ ପର୍ବ

ପାଞ୍ଜି ଗଣନାନୁସାରେ ଭାଦ୍ରବ ମାସରେ
ହିଙ୍ଗୁଳା ଙ୍କ ପାଖରେ ନୂଆଖିଆ ପର୍ବ ପାଳନ କରାଯାଏ ।
ଏହି ଦିନ ହିଙ୍ଗୁଳା ପୀଠରେ ପହିଲି ଧାନର (ଶାରୀୟା ଧାନ) ଚାଉଳକୁ ଗୁଡ଼, ଘିଅ, ମହୁ, କ୍ଷୀର ଓ ହଳଦୀ ଆଦି ଗୋଳି ମୁଠି ପୂଜା କରାଯାଏ ।
ମା ଙ୍କ ପାଖରେ ନଖି (ଅଦୁଆ ଅରୁଆ ଚାଉଳକୁ ଘିଅରେ କ୍ଷିରୀ କରାଯାଏ ) ଲାଗି ହୁଏ ।
ହିଙ୍ଗୁଳା ଙ୍କ ଠାରେ ନୂଆଁ ଅଧୂଆ ହାଣ୍ଡିରେ ନଖି ଲାଗି ହୁଏ । କାରଣ ନୂଆ ହାଣ୍ଡିକୁ ଧୋଇ ରାନ୍ଧିଲେ ସ୍ପର୍ଶଦୋଷ ଛୁଆଁ ହୁଏ ।
ଏହା ମା ହିଙ୍ଗୁଳା ଙ୍କ ସଂସ୍କୃତି ପ୍ରତୀକ ହୋଇ ଥିବାରୁ ନୂଆ ହାଣ୍ଡିକୁ ନୋଧୋଇ ସେଥିରେ ନଖି ପ୍ରସ୍ତୁତ ହୁଏ ।

ଏହି ଶାରୀୟା ଧାନ ମା ହିଙ୍ଗୁଳାଙ୍କ ଢେଙ୍କିଶାଳ ରେ ସାତପାହାର କୁଟି ମା ହିଙ୍ଗୁଳା ଙ୍କ ପାଖରେ ନଵାନ୍ନ ଭୋଗ ହୁଏ ।
ମାଙ୍କ ଘରୁ ଚଳନ୍ତି (ଆଲମ)ପ୍ରତୀମା ଯାଇ ମା ଆଡ଼ପ ମଣ୍ଡପ ପାଖରେ ସ୍ଵତନ୍ତ୍ର ଭାବେ ପୂଜା ଅର୍ଚ୍ଚନା କରାଯାଇ ନୂଆ ଖାଇ ପର୍ବ ପାଳନ କରାଯାଏ ।
ଏହା ହେଉଛି ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଏଥିପାଇଁ ତାଳଚେର ବାସିନ୍ଦା ନିରାମ୍ଵରେ ନୂଆଖାଇ ପାଳନ କରନ୍ତି l

Address

AT-MAJHIKA, PO-KALAMACHHUIN(TALCHER)
Angul
759103

Telephone

9437903340

Website

Alerts

Be the first to know and let us send you an email when Maa Hingula library posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Maa Hingula library:

Share

Category