02/06/2026
#ପୋଲିସ୍_କୁ_ମାଡ
ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ମାଡ । ଜଣେ ଯୁବକ ମାଡ ମାରୁଥିବା ଭିଡ଼ିଓ ଭାଇରାଲ । ପୋଲିସ ସହିତ ମେଡିକାଲରେ ଅନେକ ଘରୋଇ ଶିକୁରିଟି ଗାର୍ଡ ଉପସ୍ଥିତ ରହିଥିଲେ ।
Mandardhar
Angul
Be the first to know and let us send you an email when Mandardhar posts news and promotions. Your email address will not be used for any other purpose, and you can unsubscribe at any time.
Send a message to Mandardhar: