ବିଜେପି ଘସିପୁରା

ବିଜେପି ଘସିପୁରା Welcome to BJP Ghasipura

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଦୀନଦୟାଲ ଅନ୍ତୋଦୟ ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ ମାଧ୍ୟମରେ ଗ୍ର...
25/01/2022

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଦୀନଦୟାଲ ଅନ୍ତୋଦୟ ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ ମାଧ୍ୟମରେ ଗ୍ରାମୀଣ ମହିଳା ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି।

୨୦୨୧-୨୨ ଆର୍ଥିକ ବର୍ଷରେ ୨୭.୩୮ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀକୁ ୬୨,୮୪୮ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।

ସଫେଇ କର୍ମଚାରୀମାନଙ୍କ ଉତ୍ଥାନ ପାଇଁ କେନ୍ଦ୍ରୀୟ କ୍ୟାବିନେଟର ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ।ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗର କାର୍ଯ୍ୟକାଳ ...
25/01/2022

ସଫେଇ କର୍ମଚାରୀମାନଙ୍କ ଉତ୍ଥାନ ପାଇଁ କେନ୍ଦ୍ରୀୟ କ୍ୟାବିନେଟର ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ।

ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗର କାର୍ଯ୍ୟକାଳ ତିନି ବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ମାଧ୍ୟମରେ ଭାରତର ଗ୍ରାମୀଣ ଅଞ୍ଚଳରେ ଯାତାୟତ ସୁଗମ ହେଉଛି।ଦେଶରେ ସମୁଦାୟ ୭.୬୭ ଲକ୍ଷ କିମିରୁ ଅଧିକ ସଡକ ସ୍...
25/01/2022

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ମାଧ୍ୟମରେ ଭାରତର ଗ୍ରାମୀଣ ଅଞ୍ଚଳରେ ଯାତାୟତ ସୁଗମ ହେଉଛି।

ଦେଶରେ ସମୁଦାୟ ୭.୬୭ ଲକ୍ଷ କିମିରୁ ଅଧିକ ସଡକ ସ୍ୱୀକୃତ ହୋଇଥିବା ବେଳେ ୧.୭୧ ଲକ୍ଷରୁ ଅଧିକ ଗ୍ରାମୀଣ କ୍ଷେତ୍ର ପକ୍କା ସଡକ ଦ୍ଵାରା ଯୋଡି ହୋଇଛନ୍ତି।

ସ୍ଵାମିତ୍ଵ ଯୋଜନା ମାଧ୍ୟମରେ ଗ୍ରାମୀଣଲୋକଙ୍କୁ ସମ୍ପତ୍ତିର ମାଲିକାନା ଅଧିକାର ପ୍ରଦାନ କରୁଛନ୍ତି ମୋଦୀ ସରକାର।➡️ଏହି ଯୋଜନାର ଲାଭ ୨୯ରାଜ୍ୟ ଓ ...
25/01/2022

ସ୍ଵାମିତ୍ଵ ଯୋଜନା ମାଧ୍ୟମରେ ଗ୍ରାମୀଣଲୋକଙ୍କୁ ସମ୍ପତ୍ତିର ମାଲିକାନା ଅଧିକାର ପ୍ରଦାନ କରୁଛନ୍ତି ମୋଦୀ ସରକାର।

➡️ଏହି ଯୋଜନାର ଲାଭ ୨୯ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମିଳୁଛି।

➡️୨୬,୪୭୦ଗାଁରେ ପ୍ରାୟ ୩୬ଲକ୍ଷ ଲାଭାର୍ଥୀଙ୍କ ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି।

➡️୯୧,୪୪୯ଗାଁରେ ଡ୍ରୋନ ମାଧ୍ୟମରେ ସମ୍ପତ୍ତିର ଯାଞ୍ଚ କରାଯାଇଛି।

25/01/2022
Amplifying the essence of inclusiveness, good governance, empowerment of Nari Shakti and leadership to Yuva Shakti at th...
07/07/2021

Amplifying the essence of inclusiveness, good governance, empowerment of Nari Shakti and leadership to Yuva Shakti at the highest pedestal, PM Narendra Modi ji has inducted 43 new ministers to his cabinet.

Congratulations to all!

12/11/2020

When I despair, I remember that all through history the way of truth and love have always won. There have been tyrants a...
02/10/2020

When I despair, I remember that all through history the way of truth and love have always won. There have been tyrants and murderers, and for a time, they can seem invincible, but in the end, they always fall. Think of it--always.


Happy Independence Day 🇮🇳
15/08/2020

Happy Independence Day 🇮🇳

Address

Anandapur
758015

Website

Alerts

Be the first to know and let us send you an email when ବିଜେପି ଘସିପୁରା posts news and promotions. Your email address will not be used for any other purpose, and you can unsubscribe at any time.

Share