ବିଜେଡି ଘସିପୁରା

ବିଜେଡି ଘସିପୁରା Contact information, map and directions, contact form, opening hours, services, ratings, photos, videos and announcements from ବିଜେଡି ଘସିପୁରା, Political Party, Anandapur.

 #ଆଉନାହାଁନ୍ତି_ସ୍ୱାସ୍ଥ୍ୟମନ୍ତ୍ରୀ #ଆରପାରିରେ_ନବକିଶୋର_ଦାସ ଗୁଳିମାଡ ପରେ ଦେହାନ୍ତ । ଆଉ ନାହାଁନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ...
29/01/2023

#ଆଉନାହାଁନ୍ତି_ସ୍ୱାସ୍ଥ୍ୟମନ୍ତ୍ରୀ
#ଆରପାରିରେ_ନବକିଶୋର_ଦାସ
ଗୁଳିମାଡ ପରେ ଦେହାନ୍ତ । ଆଉ ନାହାଁନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ l ଅଶ୍ରୁଳ ଶ୍ରଦ୍ଧଞ୍ଜଳି । ଆପଣଙ୍କ ବିୟୋଗ ଅପୁରଣୀୟ କ୍ଷତି ।
#ଓଁ_ଶାନ୍ତି 💐

ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ସ୍ବାସ୍ଥ୍ୟନୀତି ଯୋଗୁଁ ରାଜ୍ୟରେ କୋଭିଡ ସଂକ୍ରମିତ, ଫୁସଫୁସ ଓ ହୃଦରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ବି...
25/01/2022

ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ସ୍ବାସ୍ଥ୍ୟନୀତି ଯୋଗୁଁ ରାଜ୍ୟରେ କୋଭିଡ ସଂକ୍ରମିତ, ଫୁସଫୁସ ଓ ହୃଦରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ବିନା ମୂଲ୍ୟରେ ଇକମୋ ସୁବିଧା ଉପଲବ୍ଧ ହେଉଛି। ଏହି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଯୋଡ଼ିଛି।

25/01/2022
https://youtu.be/jk-GQCECMuI
31/07/2021

https://youtu.be/jk-GQCECMuI

The BJP describes the development model of PM Modi and Yogi Adityanath as the best, but after the arrangement made by Odisha Chief Minister Naveen Patnaik fo...

ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏହି ସାମାଜିକ ଆନ୍ଦୋଳନର ଆତ୍ମା ହେଉଛନ୍ତି ମହିଳା। ସମାଜ...
26/12/2020

ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏହି ସାମାଜିକ ଆନ୍ଦୋଳନର ଆତ୍ମା ହେଉଛନ୍ତି ମହିଳା। ସମାଜ ତଥା ଓଡ଼ିଶା ପାଇଁ ମା’ମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସଭାପତି ଆହ୍ଵାନ କରିଛନ୍ତି।

ମହିଳା ସଶକ୍ତିକରଣ ଦିଗରେ ସଭାପତିଙ୍କ ପଦକ୍ଷେପ ଯୋଗୁଁ ଓଡ଼ିଶାରେ ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବିଶ୍ଵର ଅଗ୍ରଣୀ ...
26/12/2020

ମହିଳା ସଶକ୍ତିକରଣ ଦିଗରେ ସଭାପତିଙ୍କ ପଦକ୍ଷେପ ଯୋଗୁଁ ଓଡ଼ିଶାରେ ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବିଶ୍ଵର ଅଗ୍ରଣୀ ଦେଶମାନଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ ଆମ ମା’ମାନଙ୍କୁ ସେମାନଙ୍କ ହକ ଦେବାକୁ ହେବ। ଏ ଦିଗରେ ବିଜୁ ଜନତା ଦଳ ସବୁବେବେଳେ ଆଗରେ ରହିଛି ଏବଂ ରହିବ।

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ  ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ର ଗଠନରେ ମହିଳା...
26/12/2020

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ର ଗଠନରେ ମହିଳାଙ୍କ ଭୂମିକାକୁ ଗୁରୁତ୍ଵ ଦେଇଛନ୍ତି। ମା'ମାନେ ହେଉଛନ୍ତି ସମାଜ ଚକର ଅଖ। ମା' ଆଗେଇଲେ ହିଁ ଦେଶ ଆଗେଇବ, ସମାଜ ଆଗେଇବ ବୋଲି ସଭାପତି କହିଛନ୍ତି।

  Cabinet has approved construction of a 3-km long flyover on Joda-Bamberi Highway in Kendujhar with an estimated cost o...
13/11/2020

Cabinet has approved construction of a 3-km long flyover on Joda-Bamberi Highway in Kendujhar with an estimated cost of ₹144.11 Cr. The project aims to offer dedicated freight carriageway for vehicles carrying minerals, reduce traffic congestion & pollution in Joda town.

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ବିଭିନ୍ନ ଉନ୍ନନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।  ଐତିହ୍ୟ କରିଡର ପରିସରରେ ଉଚ୍ଛେଦ...
17/10/2020

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ବିଭିନ୍ନ ଉନ୍ନନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଐତିହ୍ୟ କରିଡର ପରିସରରେ ଉଚ୍ଛେଦ ସ୍ଥଳ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଲଙ୍ଗୁଳି ମଠ ସମ୍ମୁଖ ବଡଦାଣ୍ଡରେ ବସି ନକ୍ସା ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ପୁରୀ ଗସ୍ତ ବେଳେ ଉନ୍ନୟନ କମିଶନର, ୫-ଟି ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଡିଆଇଜି ଓ ଏସପିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ । କୋଭିଟ କଟକଣା ଯୋଗୁଁ ପତିତପାବନଙ୍କୁ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ 🎂 🎉
16/10/2020

ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ 🎂 🎉

Address

Anandapur
758015

Website

Alerts

Be the first to know and let us send you an email when ବିଜେଡି ଘସିପୁରା posts news and promotions. Your email address will not be used for any other purpose, and you can unsubscribe at any time.

Share