01/10/2025
ବାଲିବରେଇ ଗ୍ରାମପଞ୍ଚାୟତ ବିଦ୍ୟାଧରପୁର ଗାଁର ମୋର ସାନଭାଇ ସଦୃଶ ଶ୍ରୀଯୁକ୍ତ ଭଗବାନ ବିଶ୍ୱାଳଙ୍କ ମାଙ୍କ ବିୟୋଗରେ ତାଙ୍କ ଘରେ ପହଁଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଓ ସମବେଦନା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା ଏବଂ ପୁର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ମହୋଦୟ ।
ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା—ତାଙ୍କ ଆତ୍ମାର ସଦଗତି ହେଉ ।
ଓଁ ଶାନ୍ତି 🙏🏻
Jayadev Jena
Manoj Jena
Malaya Kumar