Debasish Patra - Tutu

Debasish Patra - Tutu Contact information, map and directions, contact form, opening hours, services, ratings, photos, videos and announcements from Debasish Patra - Tutu, Social service, Anandapur.

19/08/2024
ବଡ ଦୁଃଖଦ ଖବର  ,ବାତୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡିଓପର ଗ୍ରାମର ଜଣେ ମେଳାପି , ମିଷ୍ଟଭାଷୀ , ଅଗ୍ରଣୀ ଯୁବକଭାରତୀୟ ସୀମା ସୁରକ୍ଷା  ବାହିନୀ...
07/11/2023

ବଡ ଦୁଃଖଦ ଖବର ,
ବାତୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡିଓପର
ଗ୍ରାମର ଜଣେ ମେଳାପି , ମିଷ୍ଟଭାଷୀ ,
ଅଗ୍ରଣୀ ଯୁବକ
ଭାରତୀୟ ସୀମା ସୁରକ୍ଷା ବାହିନୀ ର କାର୍ଯ୍ୟରତ
ଜବାନ ଶ୍ରୀ ରଘୁନାଥ ନାୟକ 44 ବର୍ଷ
ବୟସରେ KIIMS Hospital ରେ କ୍ୟାନସର
ରୋଗ ର ଚିକିତ୍ସା ଚାଲିଥିବା ସମୟରେ
ଗତକାଲି ଦେହାନ୍ତ ହୋଇ ଯାଇଥିଲା ।
ଆଜି ସକାଳୁ ଆମ୍ଵୋ ଘାଟରେ ତାଙ୍କର ପରିବାରବର୍ଗ, ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ ଙ୍କ ସହିତ ଶେଷକୃତ୍ୟରେ ସାମିଲ ହୋଇ ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲୁ ।

ଆଜି ଭାରତୀୟ କ୍ରିକେଟ ଇତିହାସ ର କିମ୍ବଦନ୍ତୀ ଖେଳାଳୀ , ବାମହାତି ଲେଗ ସ୍ପିନର,ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ବିଶ୍ଵ କ୍ରିକେଟ ରେ ...
23/10/2023

ଆଜି ଭାରତୀୟ କ୍ରିକେଟ ଇତିହାସ ର
କିମ୍ବଦନ୍ତୀ ଖେଳାଳୀ , ବାମହାତି ଲେଗ ସ୍ପିନର,
ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ
ବିଶ୍ଵ କ୍ରିକେଟ ରେ ସ୍ପିନ ର ବିପ୍ଳବ ଆଣିଥିବା
ିଶନ_ସିଂ_ବେଦୀ ଙ୍କର ୭୭ ବର୍ଷ
ବୟସରେ ଦେହାନ୍ତ ହୋଇଯାଇଛି ।
ଭାରତୀୟ କ୍ରିକେଟ କୁ ତାଙ୍କର ଅବଦାନ
ଅତୁଳନୀୟ । ସେଥିପାଇଁ ଭାରତୀୟ ମାନେ
ସବୁ ଦିନ ପାଇଁ ମନେ ପକାଉଥିବେ ।

ଓଡ଼ିଶା ବିକାଶର କର୍ଣ୍ଣଧାର , ଜନନାୟକ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ  ୍ରୀଯୁକ୍ତ_ନବୀନ_ପଟ୍ଟନାୟକ ଙ୍କୁ ଶୂଭ ଜନ୍ମଦିନରେ ଅନେକ ଶୁଭେଚ୍ଛା...
16/10/2023

ଓଡ଼ିଶା ବିକାଶର କର୍ଣ୍ଣଧାର , ଜନନାୟକ,
ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
୍ରୀଯୁକ୍ତ_ନବୀନ_ପଟ୍ଟନାୟକ ଙ୍କୁ ଶୂଭ
ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆପଣଙ୍କ ନେତୃତ୍ୱ ଓଡ଼ିଶାର ବିକାଶକୁ ଦେଇଛି ନୂଆ ଦିଗ । ସ୍କୁଲ , କଲେଜ , ମଠ, ମନ୍ଦିର ର
ରୂପାନ୍ତରଣର ସ୍ପର୍ଶ ଲୋକଙ୍କ ଜୀବନରେ ଖୁସି
ଭରୁଛି । କୋଟି କୋଟି ଓଡ଼ିଆଙ୍କ ସହିତ ଆମେ
ସମସ୍ତେ ଆପଣଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛୁ।

My joy knows no bounds to see an Odia Hero conquers the rest of our continent. Great Odia warrior Kishore Jena wins Silv...
04/10/2023

My joy knows no bounds to see an Odia Hero conquers the rest of our continent. Great Odia warrior
Kishore Jena wins Silver Medal in
Javelin Throw at the fierce battle
of Asian Games.
Kishore bags the Silver with PB: 87.54m (Also qualifies for Paris Olympics)

Earlier our fellow Odia athlete Kishor moves to top spot in Javelin finals at Asian Games. Kishore overtakes Neeraj Chopra (84.49m) with a personal best throw of 86.77m in his third attempt.
KISHORE'S ACHIEVEMENTS
---------------------------------------------
1. Wins silver medal
2. Qualified for Paris Olympics
3. Personal best throw of 87.54m
4. Breaks personal best twice

 !  !Sensational Strike by Indian Pace bowler   in Asia Cup final. Over    Madain    Run    Wicket 07        01         ...
17/09/2023

! !

Sensational Strike by
Indian Pace bowler
in Asia Cup final.
Over Madain Run Wicket
07 01 21 06

 େ_ଖ୍ୟାତିସମ୍ପନ୍ନା_ଓଡିଆ ,  ୍ତର୍ଜାତିକ_ସ୍ତରରେ_ପ୍ରତିଷ୍ଠିତ_ଲେଖିକା ,  ୍ୟୁମେଂଟାରୀ_ଫିଲ୍ମ_ପ୍ରଯୋଜିକା_ତଥା_ସାମ୍ଵାଦିକା ୀତା_ମେହେଟ୍ଟା_ଙ...
17/09/2023

େ_ଖ୍ୟାତିସମ୍ପନ୍ନା_ଓଡିଆ ,
୍ତର୍ଜାତିକ_ସ୍ତରରେ_ପ୍ରତିଷ୍ଠିତ_ଲେଖିକା ,
୍ୟୁମେଂଟାରୀ_ଫିଲ୍ମ_ପ୍ରଯୋଜିକା_ତଥା_ସାମ୍ଵାଦିକା
ୀତା_ମେହେଟ୍ଟା_ଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ
୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି ।
ପ୍ରବାଦପୁରୁଷ , ମହାନ ଜନନାୟକ
ବିଜୁ ପଟ୍ଟନାୟକ ଙ୍କର ଏକମାତ୍ର କନ୍ୟା ତଥା
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଡ଼ଭଉଣୀ ଗୀତା ମେହେଟ୍ଟା ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ଅସୁମାରୀ ଜ୍ଞାନ ପାଇଁ ଦେଶ ବିଦେଶରେ ଖୁବ୍ ପରିଚିତ ଥିଲେ ।
୍ମା_କୋଲା ,
ିଭର୍_ସୂତ୍ର ,
୍ନେକସ୍_ଆଣ୍ଡ୍_ଲ୍ୟାଡରସ୍ ଇତ୍ୟାଦି ଗୀତା ମେହେଟ୍ଟାଙ୍କ ଦ୍ୱାରା ଲିଖିତ ପୁସ୍ତକାବଳୀ ବିଶ୍ୱ ପାଠକ ମହଲରେ ବହୁ ଆଦୃତ ଅମର ସାହିତ୍ୟ କୃତି ।
ଓମ ଶାନ୍ତି ।

ଘଷିପୁରା ପଞ୍ଚାୟତ ସମିତି  ଅନ୍ତର୍ଗତ ଗୋହିରା ପଞ୍ଚାୟତ , ଭୋଳନୂଆଗାଁ ଗ୍ରାମର ଜଣେ ବୟୋଜ୍ୟେଷ୍ଠ ମୁରବୀ ,ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀଶ...
12/09/2023

ଘଷିପୁରା ପଞ୍ଚାୟତ ସମିତି ଅନ୍ତର୍ଗତ
ଗୋହିରା ପଞ୍ଚାୟତ , ଭୋଳନୂଆଗାଁ ଗ୍ରାମର
ଜଣେ ବୟୋଜ୍ୟେଷ୍ଠ ମୁରବୀ ,
ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ
ଶ୍ରୀଯୁକ୍ତ କ୍ଷେତ୍ରବାସୀ ସାହୁଙ୍କର ବ୍ରେନ ଷ୍ଟ୍ରୋକ
ଯୋଗୁଁ ଆକସ୍ମିକ ବିୟୋଗର ଖବର ପାଇ
ଆମେ ସମସ୍ତେ ତାଙ୍କ ବାସଭବନରେ ପହଞ୍ଚି
ଶୋକାକୁଳ ପରିବାରବର୍ଗଙ୍କ ସହିତ
ଶେଷକୃତ୍ୟରେ ସାମିଲ ହେଲୁ ।

30/06/2023

** ମୁଁ ନିଶା ଖାଇବି , ଖାଇବି, ଖାଇବି ।
ତୁ କିଏ ବେ ମତେ କହିବା ପାଇଁ ।
ତୋ ବାପ ପଇସାରେ ମୁଁ ନିଶା ଖାଉଛି କି ?
ଉତ୍ତର-:
ଶୁଣିଲି ତୁମ କିଡନି ଆଫେକ୍ଟେଡ ,
ଏବେ ଡାଇଲିଶିଶ ଚାଲିଛି ?
ଡାକ୍ତର କହୁଛନ୍ତି ଏବେ ପିଇଲେ
ଭଗବାନ ବି ଭଲ କରିପାରିବେ ନାହିଁ ।
ଜମିବାଡି ସବୁ ବିକ୍ରି କରି ଦେଇଛ ,
ଭାରି ହଇରାଣ ହେଉଛ ।

Address

Anandapur
758015

Website

Alerts

Be the first to know and let us send you an email when Debasish Patra - Tutu posts news and promotions. Your email address will not be used for any other purpose, and you can unsubscribe at any time.

Share

Category