Bjp Nuapatana Mandal

Bjp Nuapatana Mandal JUST CHANGE OUR THINK AND JOIN BJP TO CREATE A STRONG NATION BUILDING FOR GO AHEAD TO DEVLOPING COUNTRY

04/02/2026
05/01/2026

ଓଡିଶା ସ୍ବାସ୍ଥ୍ୟ ମୀତ୍ର ଆସୋସିଏସନ ର ସଭ୍ୟ ମାନଙ୍କ ଦ୍ଵାରା କଟକ ଠାରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସେମାନଙ୍କ ସହ କିଛି ସମୟ ବିତାଇଲେ| ଏହି କାର୍ଯ୍ୟକ୍ରମ ରେ ସାମିଲ କରିଥିବାରୁ ଓଡିଶା ସ୍ୱାସ୍ଥ୍ୟ ମିତ୍ର ଆସୋସିଏସନ ର ସଭ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମନାରାୟଣ ମହାନ୍ତି ମହୋଦୟ।

ରାଜା ବାବୁ ତୁମେ ବହୁତ ଭଲ       ଆଠଗଡ଼ ତିଗିରିଆ ଲୋକ ଙ୍କୁ କହିବ କିଅଟା କଳକୁ ଟଙ୍କା କଳ କେମିତି କଲ,               ସୂତାକଳ କୁ ବନ୍ଦ କଲ ...
01/12/2025

ରାଜା ବାବୁ ତୁମେ ବହୁତ ଭଲ
ଆଠଗଡ଼ ତିଗିରିଆ ଲୋକ ଙ୍କୁ କହିବ କି
ଅଟା କଳକୁ ଟଙ୍କା କଳ କେମିତି କଲ,
ସୂତାକଳ କୁ ବନ୍ଦ କଲ
ଏମିତି ଆଠଗଡ଼ କୁ ନମ୍ବର ୧
କଲ୍ ବୁଝି ହୁଏନି

ଗୋଟିଏ ମନ୍ତ୍ର -  ଗୋଟିଏ ପଥ -   ଗୋଟିଏ ଲକ୍ଷ୍ୟ -  -ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
21/11/2025

ଗୋଟିଏ ମନ୍ତ୍ର -
ଗୋଟିଏ ପଥ -
ଗୋଟିଏ ଲକ୍ଷ୍ୟ -

-ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

07/11/2025

୧୫୦ ବର୍ଷ ଧରି ପ୍ରତିଧ୍ୱନିତ ହୋଇଆସୁଥିବା ଏକ ଅମର ସ୍ୱର - "ବନ୍ଦେ ମାତରମ୍!"
ସ୍ୱାଧୀନତା ସଂଗ୍ରାମରେ ସମଗ୍ର ଭାରତକୁ ଏକତ୍ରିତ କରିଥିବା ଗୀତ
ଆସନ୍ତୁ ଏହି ଜାତୀୟ ଗୀତର ୧୫୦ତମ ବାର୍ଷିକୀରେ "ଏକ ଭାରତ, ଶ୍ରେଷ୍ଠ ଭାରତ" ର ସଂକଳ୍ପ ନେବା।
Mohan Charan Majhi

06/11/2025

ନୂଆପଡ଼ାରେ ମୋହନ ଲହରୀ....
ଗେଣ୍ଡୁଆଙ୍କ ମୁଣ୍ଡ ଟିଣ 🤗

19/08/2025

Adresse

Democratic Republic Of The
754030

Site Web

Notifications

Soyez le premier à savoir et laissez-nous vous envoyer un courriel lorsque Bjp Nuapatana Mandal publie des nouvelles et des promotions. Votre adresse e-mail ne sera pas utilisée à d'autres fins, et vous pouvez vous désabonner à tout moment.

Partager