BJYM Anandapur Offical

  • Home
  • BJYM Anandapur Offical

BJYM Anandapur Offical ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ 'ବିକଶିତ ଆନନ୍ଦପୁର' ପାଇଁ ଆମେ ସଂକଳ୍ପବଦ୍ଧ।

ଯୁବପିଢିଙ୍କୁ ବିଦେଶରେ ନିଯୁକ୍ତି ଦେଉଛନ୍ତି ଲୋକଙ୍କ ସରକାର ।
03/06/2026

ଯୁବପିଢିଙ୍କୁ ବିଦେଶରେ ନିଯୁକ୍ତି ଦେଉଛନ୍ତି ଲୋକଙ୍କ ସରକାର ।

03/06/2026

ଓଡ଼ିଶାର ଭିତ୍ତିଭୂମି ବିକାଶକୁ ସୁଦୃଢ଼ କରୁଛନ୍ତି ମୋଦୀ ସରକାର।

ଏନଏଚ୍-୯୦ ଅଧୀନରେ ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ୧୬୦.୧୮ କିଲୋମିଟର ବିଶିଷ୍ଟ ଗ୍ରୀନଫିଲ୍ଡ ‘କୋଷ୍ଟାଲ ହାଇୱେ’ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ ହଜାର ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଛି।

ମୋଦୀ ସରକାରଙ୍କ ନେତୃତ୍ବରେ ଜାତୀୟ ରାଜପଥର ହେଉଛି ବିକାଶ।
28/05/2026

ମୋଦୀ ସରକାରଙ୍କ ନେତୃତ୍ବରେ ଜାତୀୟ ରାଜପଥର ହେଉଛି ବିକାଶ।

କଂଗ୍ରେସକୁ ଉଚିତ୍ ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ।
26/05/2026

କଂଗ୍ରେସକୁ ଉଚିତ୍ ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ।

25/05/2026
ଭାରତର ଛାତଗୁଡ଼ିକ ଏବେ ମେଗା ଥର୍ମାଲ ପ୍ଲାଣ୍ଟଠାରୁ ଅଧିକ ଶକ୍ତି ଉତ୍ପାଦନ କରୁଛନ୍ତି।କୌଣସି ବିଶାଳ ଜମି ଅଧିଗ୍ରହଣ ଆବଶ୍ୟକ ନାହିଁ ଏବେ ପିଏମ ସ...
25/05/2026

ଭାରତର ଛାତଗୁଡ଼ିକ ଏବେ ମେଗା ଥର୍ମାଲ ପ୍ଲାଣ୍ଟଠାରୁ ଅଧିକ ଶକ୍ତି ଉତ୍ପାଦନ କରୁଛନ୍ତି।

କୌଣସି ବିଶାଳ ଜମି ଅଧିଗ୍ରହଣ ଆବଶ୍ୟକ ନାହିଁ ଏବେ ପିଏମ ସୂର୍ଯ୍ୟ ଘର ଛାତ ଉପରେ ସୌର ପ୍ରକଳ୍ପ ଦ୍ୱାରା ୧୧,୧୮୧ ମେଗାୱାଟର ବିକୁଳି ଉତ୍ପାଦନ ହେଉଛି।

24/05/2026

କ୍ଷମତା ଗଲାପରେ ମଧ୍ୟ ନିଜକୁ ସର୍ବସର୍ବା ଭାବୁଛି ବିଜେଡି! ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଛେନାପଦି ଛକ ଠାରେ ମହିଳା ସମାବେଶ ନାଁରେ ଜରୁରୀକାଳୀନ ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ। ଜୀବନ ରକ୍ଷାକାରୀ ସେବା ପ୍ରତି ଏଭଳି ଅବହେଳା କଦାପି ଗ୍ରହଣୀୟ ନୁହେଁ। ଛି ଛି ଲଜ୍ଜା!

24/05/2026

Address


Website

Alerts

Be the first to know and let us send you an email when BJYM Anandapur Offical posts news and promotions. Your email address will not be used for any other purpose, and you can unsubscribe at any time.

  • Want your organization to be the top-listed Government Service?

Share