Aam Aadmi Party Jagatsinghpur

  • Home
  • Aam Aadmi Party Jagatsinghpur

Aam Aadmi Party Jagatsinghpur Contact information, map and directions, contact form, opening hours, services, ratings, photos, videos and announcements from Aam Aadmi Party Jagatsinghpur, Political Party, Royal Mandap, Canal Road, Sana Bazar, Jagatsinghpur, .

09/01/2026

ବିଜେପିର ଅପାରଗତା ପାଇଁ ପୋଲିସଙ୍କୁ ନାଲିଆଖି ଦେଖାଉଛି Cab Service ସଂସ୍ଥା‼️

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନିର୍ବାଚନ ପ୍ରଚାର ସୂଚୀ🔥 🗓️୧୭.୦୫.୨୦୨୪  📍  ଅତାବିରା ବିଧାନସଭା କ୍ଷେତ୍ର 🗓️ ୧୮.୦୫.୨୦୨୪📍  ...
17/05/2024

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନିର୍ବାଚନ ପ୍ରଚାର ସୂଚୀ🔥

🗓️୧୭.୦୫.୨୦୨୪
📍 ଅତାବିରା ବିଧାନସଭା କ୍ଷେତ୍ର

🗓️ ୧୮.୦୫.୨୦୨୪
📍 ପଦମପୁର ବିଧାନସଭା କ୍ଷେତ୍ର

🗓️ ୧୯.୦୫.୨୦୨୪
📍 ରେଙ୍ଗାଲି ବିଧାନସଭା କ୍ଷେତ୍ର

Aam Aadmi Party
Arvind Kejriwal

#ଜେଲ_ର_ଜବାବ_ଭୋଟ_ରେ
#जेल_का_जवाब_वोट_से

ଜୟ ସୀୟାରାମ 🙏ପବିତ୍ର ରାମନବମୀ ଅବସରରେ AAP ର Loksabha Campaign ର Website :  aapkaramrajya.com ହେଲା Launchଏହି Website ଜରିଆରେ ଆ...
17/04/2024

ଜୟ ସୀୟାରାମ 🙏

ପବିତ୍ର ରାମନବମୀ ଅବସରରେ AAP ର Loksabha Campaign ର Website : aapkaramrajya.com ହେଲା Launch

ଏହି Website ଜରିଆରେ ଆମ୍ ଆଦ୍‌ମୀ ପାର୍ଟି ର ରାମରାଜ୍ୟ ର ପରିକଳ୍ପନା ଏବଂ ତାହାକୁ ପୂରଣ କରିବାପାଇଁ କରାଯାଉଥିବା କାର୍ଯ୍ୟକ୍ରମ ବିଷୟରେ ଜାଣିପାରିବେ ।

ପବିତ୍ର ରାମ ନବମୀର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ  ଅଭିନନ୍ଦନ ଏବଂ ଶୁଭକାମନା 🙏
17/04/2024

ପବିତ୍ର ରାମ ନବମୀର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା 🙏

ଏତେ କଠିନ ପରିସ୍ଥିତିରେ ମଧ୍ୟ କେବଳ ଦେଶ ଏବଂ ଜନତାଙ୍କ ପାଇଁ ଚିନ୍ତା 🥹ଏ ହେଉଛନ୍ତି ଅରବିନ୍ଦ କେଜରିୱାଲ ଆପଣଙ୍କ ପାଇଁ ❤️💯
15/04/2024

ଏତେ କଠିନ ପରିସ୍ଥିତିରେ ମଧ୍ୟ କେବଳ ଦେଶ ଏବଂ ଜନତାଙ୍କ ପାଇଁ ଚିନ୍ତା 🥹

ଏ ହେଉଛନ୍ତି ଅରବିନ୍ଦ କେଜରିୱାଲ ଆପଣଙ୍କ ପାଇଁ ❤️💯

ଆପ୍ ଘୁ.ଉଦୟଗିରି NAC ସଭାପତି ରନ୍ତୋଷ କୁମାର ନାୟକ ଙ୍କ ଅକାଳ ବିୟୋଗରେ ଆମ୍ ଆଦ୍‌ମୀ ପାର୍ଟି ଓଡିଶା ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ 🙏
15/04/2024

ଆପ୍ ଘୁ.ଉଦୟଗିରି NAC ସଭାପତି ରନ୍ତୋଷ କୁମାର ନାୟକ ଙ୍କ ଅକାଳ ବିୟୋଗରେ ଆମ୍ ଆଦ୍‌ମୀ ପାର୍ଟି ଓଡିଶା ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ 🙏

14/04/2024
ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଏବଂ ଅଭିନନ୍ଦନ 🙏l
14/04/2024

ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଏବଂ ଅଭିନନ୍ଦନ 🙏l

ମିଥ୍ୟ ଆରୋପ ରେ ଯେଉଁ ଭଳି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ଗିରଫ କରାଗଲା ଏବଂ ବିରୋଧୀ ଦଳ ର ଲୋକ ମାନଙ୍କ ବିରୁଦ୍...
07/04/2024

ମିଥ୍ୟ ଆରୋପ ରେ ଯେଉଁ ଭଳି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ଗିରଫ କରାଗଲା ଏବଂ ବିରୋଧୀ ଦଳ ର ଲୋକ ମାନଙ୍କ ବିରୁଦ୍ଧରେ ନିର୍ବାଚନ ଅବ୍ୟାହତି ପୂର୍ବରୁ ଇଡି, ସିବିଆଇ ଏବଂ ଇନକମ୍ ଟ୍ୟାକ୍ସ ଭଳି କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ଦ୍ଵାରା ଚଢାଉ କରି ଗଣତନ୍ତ୍ର କୁ ଯେଉଁଭଳି ଭାବେ ହତ୍ୟା କରାଯାଇଛି ତାହାର ପ୍ରତିବାଦରେ ସାରା ଦେଶ ରେ ଆମ୍ ଆଦ୍‌ମୀ ପାର୍ଟି ର ଏକଦିବସୀୟ ଉପବାସ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକଦିବସୀୟ ଉପବାସ 🔥


Aam Aadmi Party
Arvind Kejriwal
Sanjay Singh
Saurabh Bharadwaj
Dr. Sandeep Pathak
Virender Singh Kadian
Nishikanta Mohapatra

ମୋଦିଜୀ ଙ୍କ ପୁଲିସ ▪️ଦିଲ୍ଲୀ ସରକାରଙ୍କ ସମସ୍ତ ମନ୍ତ୍ରୀ▪️ ଆପ୍ ସାଂସଦ▪️ପଞ୍ଜାବ ସରକାରଙ୍କ ଚାରି ଜଣ ମନ୍ତ୍ରୀଙ୍କୁଗିରଫ କଲେଏହା ସତ୍ତ୍ୱେ ମଧ୍...
23/03/2024

ମୋଦିଜୀ ଙ୍କ ପୁଲିସ

▪️ଦିଲ୍ଲୀ ସରକାରଙ୍କ ସମସ୍ତ ମନ୍ତ୍ରୀ
▪️ ଆପ୍ ସାଂସଦ
▪️ପଞ୍ଜାବ ସରକାରଙ୍କ ଚାରି ଜଣ ମନ୍ତ୍ରୀଙ୍କୁ

ଗିରଫ କଲେ

ଏହା ସତ୍ତ୍ୱେ ମଧ୍ୟ

23/03/2024

CM କେଜରିୱାଲ ଙ୍କ ଗିରଫଦାରୀ ବିରୁଦ୍ଧରେ ରାଜ୍ୟ ବ୍ୟାପୀ AAP ର ପ୍ରଚଣ୍ଡ ର ପ୍ରଦର୍ଶନ!
#देश_केजरीवाल_के_साथ_है

Address

Royal Mandap, Canal Road, Sana Bazar, Jagatsinghpur

Alerts

Be the first to know and let us send you an email when Aam Aadmi Party Jagatsinghpur posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aam Aadmi Party Jagatsinghpur:

  • Want your organization to be the top-listed Government Service?

Share