Bapi Bhai FanClub

Bapi Bhai FanClub Contact information, map and directions, contact form, opening hours, services, ratings, photos, videos and announcements from Bapi Bhai FanClub, Jagatsinghpur.

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ।ଏହି ଅବସରରେ ଆସନ୍ତୁ ସମସ୍ତେ ଶପଥ ନେବା, ଜାତି, ଧର୍ମ, ବର...
15/08/2023

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ।
ଏହି ଅବସରରେ ଆସନ୍ତୁ ସମସ୍ତେ ଶପଥ ନେବା,
ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ମତବାଦ ନିର୍ବିଶେଷରେ ଏକ ମନ, ଏକ ପ୍ରାଣ ହୋଇ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆସନ୍ତୁ ସଂକଳ୍ପବଦ୍ଧ ହେବା।

ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର କୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ମିଳନ ବିଚ୍ଛେଦ ର ମହାନ ଚେତନାର ଅନନ୍ୟ ପରିପ୍ରକାଶ କରୁଥିବା ପବିତ୍...
28/06/2023

ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର କୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ମିଳନ ବିଚ୍ଛେଦ ର ମହାନ ଚେତନାର ଅନନ୍ୟ ପରିପ୍ରକାଶ କରୁଥିବା ପବିତ୍ର ବାହୁଡ଼ା ଯାତ୍ରାର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ ସମସ୍ତଙ୍କୁ ସର୍ବଦା ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ, ଏତିକି ପ୍ରାର୍ଥନା ।
#ଜୟଜଗନ୍ନାଥ 🙏🏻

ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁଙ୍କ ଆ...
20/06/2023

ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ଜୟ ଜଗନ୍ନାଥ 🙏

#ରଥଯାତ୍ରା

ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ  ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପ...
14/06/2023

ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ।
#ରଜପର୍ବ

"ବିଘ୍ନରାଜ ବିନାୟକ ବିଘ୍ନ ବିନାଶନମ୍ଦାରୁବ୍ରହ୍ମ ସ୍ୱରୂପାୟ ଶ୍ରୀ ନୀଳକନ୍ଦରମ୍ଭକ୍ତାନାମ୍ ମୋକ୍ଷ ଦାୟକମ୍ ଜବତ୍ର ଧରମ୍ନମୋ ନମୋ ଜଗନ୍ନାଥ ଗଜାନନ...
04/06/2023

"ବିଘ୍ନରାଜ ବିନାୟକ ବିଘ୍ନ ବିନାଶନମ୍
ଦାରୁବ୍ରହ୍ମ ସ୍ୱରୂପାୟ ଶ୍ରୀ ନୀଳକନ୍ଦରମ୍
ଭକ୍ତାନାମ୍ ମୋକ୍ଷ ଦାୟକମ୍ ଜବତ୍ର ଧରମ୍
ନମୋ ନମୋ ଜଗନ୍ନାଥ ଗଜାନନ ବ୍ରହ୍ମମ୍।"
ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
|| ଜୟ ଜଗନ୍ନାଥ || 🙏
#ଦେବସ୍ନାନପୂର୍ଣ୍ଣିମା #ସ୍ନାନପୂର୍ଣ୍ଣିମା

ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଓଡିଶାର ସମସ୍ତ ମା ଓ ଭଉଣୀ ମାନଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ॥
19/05/2023

ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଓଡିଶାର ସମସ୍ତ ମା ଓ ଭଉଣୀ ମାନଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ॥

ଦୁନିଆର ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ଟିଏ ମା', ଯାହାର ଅର୍ଥ ଖୁବ୍ ବ୍ୟାପକ । ସ୍ଵର୍ଗ ଠାରୁ ବଡ଼, ପୁଣି ଈଶ୍ବରଙ୍କ ଠାରୁ ମହାନ । ତ୍ୟାଗ ଓ ତପସ...
14/05/2023

ଦୁନିଆର ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ଟିଏ ମା', ଯାହାର ଅର୍ଥ ଖୁବ୍ ବ୍ୟାପକ । ସ୍ଵର୍ଗ ଠାରୁ ବଡ଼, ପୁଣି ଈଶ୍ବରଙ୍କ ଠାରୁ ମହାନ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା' । #ବିଶ୍ବ_ମାତୃ_ଦିବସ ଅବସରରେ ସମସ୍ତ ମାଆଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ଯତମ କର୍ଣ୍ଣଧାର ଉତ୍କଳ ଗୌରବ ମଧସୂଦନ ଦାସ ଙ୍କ ୧୭୫ ତମ ଜନ୍ମ ଜୟନ୍ତୀ ଅବସରରେ...
28/04/2023

ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ଯତମ କର୍ଣ୍ଣଧାର ଉତ୍କଳ ଗୌରବ ମଧସୂଦନ ଦାସ ଙ୍କ ୧୭୫ ତମ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।। ଓଡ଼ିଆ ଜାତିର ସ୍ଵାଭିମାନ ସୁରକ୍ଷା ସହ ଭାଷା, ସାହିତ୍ୟର ପ୍ରସାର ଏବଂ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାରେ ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ସେ ଚିରସ୍ମରଣୀୟ।🙏

ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।
29/03/2023

ପବିତ୍ର ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।

ପାରମ୍ପରିକ ଓଡ଼ିଆ ଖାଦ୍ୟ ଭାବେ 'ପଖାଳ'ର ସ୍ୱତନ୍ତ୍ରତା ଏହାକୁ ସମସ୍ତଙ୍କ ହୃଦୟରେ ସ୍ଥାନ ଦେଇଛି। ଏହା ପ୍ରତି ଓଡ଼ିଆଙ୍କ ଦୈନନ୍ଦିନ ଜୀବନଶୈଳୀର ...
20/03/2023

ପାରମ୍ପରିକ ଓଡ଼ିଆ ଖାଦ୍ୟ ଭାବେ 'ପଖାଳ'ର ସ୍ୱତନ୍ତ୍ରତା ଏହାକୁ ସମସ୍ତଙ୍କ ହୃଦୟରେ ସ୍ଥାନ ଦେଇଛି। ଏହା ପ୍ରତି ଓଡ଼ିଆଙ୍କ ଦୈନନ୍ଦିନ ଜୀବନଶୈଳୀର ଏକ ଅଂଶ। ପଖାଳରେ ଭରି ରହିଛି ଓଡ଼ିଶା ମାଟିର ମହକ। ପ୍ରତିଟି ଓଡ଼ିଆଙ୍କୁ 'ପଖାଳ ଦିବସ'ର ଶୁଭେଚ୍ଛା।

09/02/2023

Address

Jagatsinghpur

Alerts

Be the first to know and let us send you an email when Bapi Bhai FanClub posts news and promotions. Your email address will not be used for any other purpose, and you can unsubscribe at any time.

Share