Kishor Dafadar

Kishor Dafadar Contact information, map and directions, contact form, opening hours, services, ratings, photos, videos and announcements from Kishor Dafadar, Barpali.

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ ସୁଜିଆ ଗ୍ରାମ ଠାରେ ହେଇଉଥିବା ନାମଯଜ୍ଞ ରେ ଯୋଗଦାନ କରି ପ୍ରଭୁ ଙ୍କ ଆଶୀର୍ବାଦ ଲାଭ କଲି |
25/03/2026

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ ସୁଜିଆ ଗ୍ରାମ ଠାରେ ହେଇଉଥିବା ନାମଯଜ୍ଞ ରେ ଯୋଗଦାନ କରି ପ୍ରଭୁ ଙ୍କ ଆଶୀର୍ବାଦ ଲାଭ କଲି |

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ ବାନ୍ଦୁମୁଣ୍ଡା ଗ୍ରାମ ଠାରେ ହେଉଥିବା ମାଁ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ରେ ଯୋଗଦାନ କରି ମ...
21/03/2026

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ ବାନ୍ଦୁମୁଣ୍ଡା ଗ୍ରାମ ଠାରେ ହେଉଥିବା ମାଁ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ରେ ଯୋଗଦାନ କରି ମାଁ ଙ୍କ ଆଶୀର୍ବାଦ ଲାଭ କଲି |

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ ରେମତା ଗ୍ରାମ ଠାରେ ହେଇଉଥିବା ନାମଯଜ୍ଞ ରେ ଯୋଗଦାନ କରି ପ୍ରଭୁ ଙ୍କ ଆଶୀର୍ବାଦ ଲାଭ କଲି |
11/03/2026

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ ରେମତା ଗ୍ରାମ ଠାରେ ହେଇଉଥିବା ନାମଯଜ୍ଞ ରେ ଯୋଗଦାନ କରି ପ୍ରଭୁ ଙ୍କ ଆଶୀର୍ବାଦ ଲାଭ କଲି |

ରଙ୍ଗର ପବିତ୍ର ପର୍ବ ହୋଲି ଅବସରରେ ମୋର ସମସ୍ତ ବିଜେପୁର ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ।ରଙ୍ଗର ଏହି ପବିତ୍ର ଉ...
04/03/2026

ରଙ୍ଗର ପବିତ୍ର ପର୍ବ ହୋଲି ଅବସରରେ ମୋର ସମସ୍ତ ବିଜେପୁର ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ରଙ୍ଗର ଏହି ପବିତ୍ର ଉତ୍ସବ ସମାଜରେ ଏକତା, ଭାଇଚାରା ଓ ସଦଭାବନାର ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରୁ । ମାଁ ସମଲେଶ୍ୱରୀ ଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କାମନା କରୁଛି ।

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ଏନଏସି ସ୍ଥିତ ୱାର୍ଡ ନମ୍ବର ୧୦ ପାପପଡା ଠାରେ ହେଉଥିବା ୫୦ତମ ନାମଯଜ୍ଞ ରେ ଯୋଗଦାନ |
03/03/2026

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ଏନଏସି ସ୍ଥିତ ୱାର୍ଡ ନମ୍ବର ୧୦ ପାପପଡା ଠାରେ ହେଉଥିବା ୫୦ତମ ନାମଯଜ୍ଞ ରେ ଯୋଗଦାନ |

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର କଣ୍ଟାପାଳି ଗ୍ରାମ, ପାଟକୁଲୁଣ୍ଡା ଗ୍ରାମ ଓ ମାଣିକଚଉଁରା ଗ୍ରାମ ରେ ହେଉଥୁବା ନାମଯଜ୍ଞ ରେ ଯୋଗଦାନ କରିଲି |
02/03/2026

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର କଣ୍ଟାପାଳି ଗ୍ରାମ, ପାଟକୁଲୁଣ୍ଡା ଗ୍ରାମ ଓ ମାଣିକଚଉଁରା ଗ୍ରାମ ରେ ହେଉଥୁବା ନାମଯଜ୍ଞ ରେ ଯୋଗଦାନ କରିଲି |

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ ର ଆଗଲପୁର ମଣ୍ଡଳ ଯାଦବ ସମାଜ ଆନୁକୂଲ୍ୟରେ ହେଉଥିବା ସାର୍ବଜନୀନ ଦୋଳ ମହୋତ୍ସବ ରେ ଯୋଗଦାନ ଓ ରକ...
02/03/2026

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ ର ଆଗଲପୁର ମଣ୍ଡଳ ଯାଦବ ସମାଜ ଆନୁକୂଲ୍ୟରେ ହେଉଥିବା ସାର୍ବଜନୀନ ଦୋଳ ମହୋତ୍ସବ ରେ ଯୋଗଦାନ ଓ ରକ୍ସା ଗ୍ରାମ ରେ ହେଉଥିବା ନାମଯଜ୍ଞ ରେ ଯୋଗଦାନ କରିଲି |

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ଏନଏସି ସ୍ଥିତ ୱାର୍ଡ ନମ୍ବର ୮ ମେହେର କବି ପଡା ଠାରେ ହେଉଥିବା ନାମଯଜ୍ଞ ଯୋଗଦାନ |
27/02/2026

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ଏନଏସି ସ୍ଥିତ ୱାର୍ଡ ନମ୍ବର ୮ ମେହେର କବି ପଡା ଠାରେ ହେଉଥିବା ନାମଯଜ୍ଞ ଯୋଗଦାନ |

ବିନକା ଫୁଲମୁଠି ଠାରେ ହେଉଥିବା ମନ୍ଦିର ପ୍ରତିଷ୍ଠା ଯୋଗଦାନ |
24/02/2026

ବିନକା ଫୁଲମୁଠି ଠାରେ ହେଉଥିବା ମନ୍ଦିର ପ୍ରତିଷ୍ଠା ଯୋଗଦାନ |

ଆଜି ବରଗଡ ର ପୂର୍ବତନ ବିଧାୟକ ଶ୍ରୀ ସାଧୁଚରଣ ନେପାକ ନାତି ଙ୍କ ବ୍ରତ ଉତ୍ସବ ରେ ଯୋଗଦାନ ଏହି ବ୍ରତ ଉତ୍ସବ ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ...
20/02/2026

ଆଜି ବରଗଡ ର ପୂର୍ବତନ ବିଧାୟକ ଶ୍ରୀ ସାଧୁଚରଣ ନେପାକ ନାତି ଙ୍କ ବ୍ରତ ଉତ୍ସବ ରେ ଯୋଗଦାନ ଏହି ବ୍ରତ ଉତ୍ସବ ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତଚରଣ ଦାସ ମଧ୍ୟ ଉପସ୍ଥିତ ଥିଲେ |

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ ତେନ୍ତେଲପାଳି ଠାରେ ହେଇଉଥିବା ନାମଯଜ୍ଞ ରେ ଯୋଗଦାନ କରି ପ୍ରଭୁ ଙ୍କ ଆଶୀର୍ବାଦ ଲାଭ କଲି |
16/02/2026

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ ତେନ୍ତେଲପାଳି ଠାରେ ହେଇଉଥିବା ନାମଯଜ୍ଞ ରେ ଯୋଗଦାନ କରି ପ୍ରଭୁ ଙ୍କ ଆଶୀର୍ବାଦ ଲାଭ କଲି |

ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ମଧ୍ୟପଡା ଠାରେ ହେଇଉଥିବା ଶତବାର୍ଷିକ ନାମଯଜ୍ଞ ରେ ଯୋଗଦାନ କରି ପ୍ରଭୁ ମଦନମୋହନ ଙ୍କ ଆଶୀର୍ବାଦ ଲାଭ କଲ...
01/02/2026

ବିଜେପୁର ନିର୍ବାଚନ ମଣ୍ଡଳୀ ର ବରପାଲି ମଧ୍ୟପଡା ଠାରେ ହେଇଉଥିବା ଶତବାର୍ଷିକ ନାମଯଜ୍ଞ ରେ ଯୋଗଦାନ କରି ପ୍ରଭୁ ମଦନମୋହନ ଙ୍କ ଆଶୀର୍ବାଦ ଲାଭ କଲି |

Address

Barpali

Website

Alerts

Be the first to know and let us send you an email when Kishor Dafadar posts news and promotions. Your email address will not be used for any other purpose, and you can unsubscribe at any time.

Share