Jayadev Giri

Jayadev Giri Contact information, map and directions, contact form, opening hours, services, ratings, photos, videos and announcements from Jayadev Giri, Social service, Keonjhar, Keonjhar.

26/06/2024

ଓଡ଼ିଆ ରେ ଶପଥ ନେଲେ ଆମ ପ୍ରିୟ ସାଂସଦ ମାନନୀୟ ଶ୍ରୀ Ananta Nayak  ,ଶପଥ ନେବା ବେଳେ ଜୟ ଜଗନ୍ନାଥ, ଜୟ ମା" ତାରିଣୀ କହି କେନ୍ଦୁଝର ବାସୀଙ୍କ...
26/06/2024

ଓଡ଼ିଆ ରେ ଶପଥ ନେଲେ ଆମ ପ୍ରିୟ ସାଂସଦ ମାନନୀୟ ଶ୍ରୀ Ananta Nayak ,ଶପଥ ନେବା ବେଳେ ଜୟ ଜଗନ୍ନାଥ, ଜୟ ମା" ତାରିଣୀ କହି କେନ୍ଦୁଝର ବାସୀଙ୍କ ମନ ଜିଣିଲେ ।

24/09/2021
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi  ଜୀ ଙ୍କ ୭୧ ତମ ଜନ୍ମ ଦିବସ ଅବସର ରେ ଜିଲ୍ଲାବ୍ୟାପୀ ତାଙ୍କର ଦୀର୍ଘଜୀବନ କାମନା କରିବା ସହ ପୂଜ...
17/09/2021

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ ୭୧ ତମ ଜନ୍ମ ଦିବସ ଅବସର ରେ ଜିଲ୍ଲାବ୍ୟାପୀ ତାଙ୍କର ଦୀର୍ଘଜୀବନ କାମନା କରିବା ସହ ପୂଜାର୍ଚ୍ଚନା ଓ ଅନାଥଶ୍ରମ, ଡ଼ାକ୍ତରଖାନା ରେ ଫଳମୂଳ ବଣ୍ଟନ ସହ ବିଭିନ୍ନ ସ୍ଥାନ ରେ ସହିଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ , ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିବା ର ଫୋଟୋଚିତ୍ର ।

04/09/2021
 ୁବମୋର୍ଚ୍ଚା_କେନ୍ଦୁଝର_ଜିଲ୍ଲା ପକ୍ଷରୁ ଏକ  #ମିଶ୍ରଣ_ପର୍ବ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରେ  ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଯୁବମୋର୍ଚ୍ଚ...
08/08/2021

ୁବମୋର୍ଚ୍ଚା_କେନ୍ଦୁଝର_ଜିଲ୍ଲା ପକ୍ଷରୁ ଏକ #ମିଶ୍ରଣ_ପର୍ବ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି #ହେମରଞ୍ଜନ_ବାରିକ ଙ୍କ ଅଧକ୍ଷତାରେ ଜିଲ୍ଲା ସାଧାରଣ ସମ୍ପାଦକ #ସବୀର_ଦାସ ଙ୍କ ପ୍ରଚେଷ୍ଟା ଏବଂ ସଂଯୋଜନାରେ ବଡ଼ ଧନୁର୍ଜୟପୂର୍ ନିବାସୀ #ବେଦାନ୍ତ_କୁମାର_ମହାନ୍ତ ଙ୍କ ନେତୃତ୍ୱ ରେ ଆଜି ୫୦ ରୁ ଉର୍ଦ୍ଧ୍ବ ଯୁବ ବନ୍ଧୁ ବିଜେପିରେ ବିଦ୍ଧିବଦ୍ଧ ଭାବରେ ସାମିଲ୍ ହେଲେ। ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ #ମୋହନ_ଚରଣ_ମାଝୀ, ବିଜେପି ଜିଲ୍ଲା ସଭାପତି #ଅଂଶୁମାନ_ସବୁଜ_ମହାନ୍ତ_ବର୍ମା, ଜିଲ୍ଲା ସମ୍ପାଦକ ଶିଭ୍ କୁମାର ରାଠୋର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ନାଏକ, ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ସୂତ୍ରଧର, ସହ ସମ୍ପାଦକ ଜୟଦେବ ଗିରି, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ମହାରଣା, ନଗର ଯୁବମୋର୍ଚ୍ଚା ସଭାପତି ପ୍ରିୟବ୍ରତ ଜେନା ପ୍ରମୁଖ ମଞ୍ଚାଶୀନ ଅତିଥି ଗଣ ଙ୍କ ଦ୍ଵାରା ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ଯୁବବନ୍ଧୁ ମାନଙ୍କୁ ବିଦ୍ଧିବଦ୍ଧ ଭାବେ ସ୍ଵାଗତ କରାଯାଇଥିଲା।

Protest
03/08/2021

Protest

ଆଜି ୨୫ ଜୁନ ଭାରତର ଗଣତାନ୍ତ୍ରିକ ଇତିହାସର କଳା ଦିନ। ୧୯୭୫ ମସିହାରେ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ତାଙ୍କ ଚାଟୁ...
25/06/2021

ଆଜି ୨୫ ଜୁନ ଭାରତର ଗଣତାନ୍ତ୍ରିକ ଇତିହାସର କଳା ଦିନ। ୧୯୭୫ ମସିହାରେ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ତାଙ୍କ ଚାଟୁକାର ମାନଙ୍କ ଚକ୍ରାନ୍ତ ଦେଶକୁ ଜରୁରୀକାଳୀନ ପରିସ୍ଥିତି ବା ଏମରଜେନ୍ସି ଆଡକୁ ଠେଲି ଦେଇଥିଲା। କ୍ଷମତା ଲୋଭରେ ବ୍ୟକ୍ତି ସ୍ୱାଧୀନତା ଓ ଦେଶର ସ୍ଵାର୍ଥ କୁ ବଳି ପକେଇ କଂଗ୍ରେସ ବିଶ୍ଵ ଦରବାରରେ ଭାରତକୁ ନିନ୍ଦିତ କରିଥିଲା। ହେଲେ ଅଗଣିତ ଦେଶବାସୀଙ୍କ ପ୍ରତିବାଦ ଓ ସଂଘର୍ଷ ଏଇ ଏକଛାତ୍ରାବାଦୀ ମାନସିକତା କୁ ପରାଜିତ କରିଥିଲା। ଆସନ୍ତୁ ଆଜି ସେଇ ଯୋଦ୍ଧା ମାନଙ୍କର ବଳିଦାନ କୁ ସ୍ମରଣ କରିବା ଓ ପୁଣି ଯେମିତି ସେଇ ଦୁର୍ଦିନ ନ ଆସୁ ସେଥିପାଇଁ ସଂକଳ୍ପବଦ୍ଧ ହେବା।

ବିଜେପି ଯୁବମୋର୍ଚ୍ଚା ଦ୍ୱାରା SP ଅଫିସ ଘେରାଉକେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ NH-20 ର ଅସମ୍ପୂର୍ଣ କମ କୁ ସମ୍ପୂର୍ଣ କରିବାକୁ କାମକରୁଥିବା AR...
22/06/2021

ବିଜେପି ଯୁବମୋର୍ଚ୍ଚା ଦ୍ୱାରା SP ଅଫିସ ଘେରାଉ

କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ NH-20 ର ଅସମ୍ପୂର୍ଣ କମ କୁ ସମ୍ପୂର୍ଣ କରିବାକୁ କାମକରୁଥିବା ARSS ଠିକା ସଂସ୍ଥା ଠାରୁ ଦାଦା ବଟି ଆଦାୟ କରିବା, ହତ୍ୟା ଧମକ ଦେବା, ଜାତୀୟ ରାଜପଥ କାମ କୁ ବନ୍ଦ କରାଇବା ପରି ସଙ୍ଗୀନ ଅଭିଯୋଗ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ରାଜା ଚକ୍ର ଙ୍କ ନାମରେ ଆସିବା ପରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗତ 7 ତାରିଖରେ ରାଜା ଚକ୍ର ର ଗିରଫ ଦାବି ନେଇ ଏକ ଦାବିପତ୍ର କେନ୍ଦୁଝର SP ଙ୍କ ନିକଟ ରେ ଦିଆ ଯାଇଥିଲା। ତିନି ଦିନ ମଧ୍ୟରେ ରାଜା ଚକ୍ର ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ SP ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରାଜା ଚକ୍ର ର ଖୁଲମଖୁଲା ବୁଲିବା ଏବଂ କେନ୍ଦୁଝର ପୋଲିସ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନ ନେବା ଚର୍ଚ୍ଚା ର ବିଷୟ ପାଲଟିଥିଲା। ସେ ପଟେ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ଅନ୍ୟତମ ପାୱାରଫୁଲ୍ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଙ୍କ ପୁଅ ଦେବାଶିଷ ପାତ୍ର ଙ୍କ ବିରୋଧରେ ମଧ୍ୟ ଜନୈକ ପୀଡ଼ିତା ସଙ୍ଗୀନ ଅଭିଯୋଗ ଆଣିବା ଆଉ ଏକ ଲଜ୍ଜ୍ୟା ଜଣକ ଘଟଣା। ଶାସକ ବିଜୁ ଜନତା ଦଳର ନେତା ମାନଙ୍କୁ ସୁରକ୍ଷା ଯୋଗାଇ ସେମାନଙ୍କ ଦାଦାଗିରି ର ଢାଲ ବନୁଥିବା କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆଜି ବିଜେପି ଯୁବମୋର୍ଚ୍ଚା, କେନ୍ଦୁଝର ତରଫରୁ ଘେରାଓ କରାଗଲା ।

ଭାରତର ଅନ୍ନଦାତାଙ୍କୁ ସଶକ୍ତ କରିବା ପାଇଁ ସେମାନଙ୍କ ସହ ସଦାସର୍ବଦା ରହିଛି ମୋଦୀ ସରକାର।🌾 ଏହି ଆର୍ଥିକ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍...
10/06/2021

ଭାରତର ଅନ୍ନଦାତାଙ୍କୁ ସଶକ୍ତ କରିବା ପାଇଁ ସେମାନଙ୍କ ସହ ସଦାସର୍ବଦା ରହିଛି ମୋଦୀ ସରକାର।

🌾 ଏହି ଆର୍ଥିକ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୭୨ ଟଙ୍କା ବୃଦ୍ଧି କରିଛନ୍ତି ମୋଦୀ ସରକାର।
🌾 ୨୦୧୩-୧୪ ଆର୍ଥିକ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୩୧୦ ଟଙ୍କା ଥିଲା ବେଳେ ଏହା ଏବେ ୧୯୪୦ ଟଙ୍କାରେ ପହଁଞ୍ଚିଛି।

Address

Keonjhar
Keonjhar

Alerts

Be the first to know and let us send you an email when Jayadev Giri posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jayadev Giri:

Share

Category