BJD Sonepur

BJD Sonepur Biju Janata Dal (BJD),named after the legendary former Chief Minister late Shri Biju Patnaik. Founded in 12 Dec, 1997.

31/12/2022
ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଡୁଂଗୁ...
02/11/2020

ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଡୁଂଗୁରିପାଲି ବ୍ଲକ ର ବାଂକିପାଲି, ଗଜବନ୍ଧ ଓ ନାଇକେନପାଲି ପଣ୍ଡକିଟାଲ ଗ୍ରାମପଞ୍ଚାୟତ ମାନଙ୍କରେ ମାସ୍କ ବଣ୍ଟନ ସହ ଲୋକ ମାନଙ୍କୁ କରୋନା ମହାମାରି ସମ୍ପର୍କରେ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ମାନଙ୍କରେ ଜିଲ୍ଲା ଉପ-ସଭାପତି ଶ୍ରୀ ରମେଶ ପୂଜାରୀ, ବ୍ଲକ ଅଧ୍ୟକ୍ଷ ମକରଧ୍ୱଜ ସାହୁ ଏବଂ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଜିଲ୍ଲା ବିଜୁ ଜନତା ଦଳ ତରଫରୁ  ଡୁଂଗୁରିପାଲି ବ୍ଲକ ର ସହଲା,ଡୁଂଗୁରିପାଲି ଓ ଚିନାଯୁ...
29/10/2020

ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଡୁଂଗୁରିପାଲି ବ୍ଲକ ର ସହଲା,ଡୁଂଗୁରିପାଲି ଓ ଚିନାଯୁରି ଗ୍ରାମପଞ୍ଚାୟତ ମାନଙ୍କରେ ମାସ୍କ ବଣ୍ଟନ ସହ ଲୋକ ମାନଙ୍କୁ କରୋନା ମହାମାରି ସମ୍ପର୍କରେ ସଚେତନ କରାଗଲା।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ମକରଧ୍ୱଜ ସାହୁ,ଯୁବ ନେତା ଧର୍ମେନ୍ଦ୍ର ବିଶ୍ବାଳ,ପ୍ରଫୁଲ୍ଲ ଦଣ୍ଡସେନା, ହରିବନ୍ଧୁ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।।।

ମାସେ ବ୍ୟାପି ଜନ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ବିନିକା NAC ଠାରେ କରୋନା ମହାମାରି ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରାଯାଇ ...
28/10/2020

ମାସେ ବ୍ୟାପି ଜନ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ବିନିକା NAC ଠାରେ କରୋନା ମହାମାରି ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରାଯାଇ ମାସ୍କ ବଣ୍ଟନ କରିବା ସହ ଓଡିଶା ମୋ ପରିବାର-ଜୀବନବିନ୍ଦୁ ଓ ବିଜୁ ଜନତା ଦଳ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇ 30 unit ରକ୍ତ ସଂଗ୍ରହ କରାଯାଇଥିଲା ।।।

ପବିତ୍ର ଦୁର୍ଗା ପୂଜା ଓ ଦଶହରା ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ଗୁରୁଜନ, ଭାଇ ଭଉଣୀ ଓ ମା' ମାନଙ୍କୁ ହାର୍ଧିକ ଅଭିନନ୍ଦନ ।। ମହିସାସୁର...
24/10/2020

ପବିତ୍ର ଦୁର୍ଗା ପୂଜା ଓ ଦଶହରା ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ଗୁରୁଜନ, ଭାଇ ଭଉଣୀ ଓ ମା' ମାନଙ୍କୁ ହାର୍ଧିକ ଅଭିନନ୍ଦନ ।। ମହିସାସୁର ମର୍ଦିନି ଜଗତ୍ ଜନନୀ ମା' ଦୁର୍ଗା ଆପଣଙ୍କୁ ଓ ଆପଣଙ୍କ ପରିବାର ର ସମସ୍ତ ଙ୍କୁ ଖୁସି ରେ ରଖିବା ସହ କରୋନା ମହାମାରି ବିରୁଦ୍ଧରେ ଲଢିବା କୁ ଶକ୍ତି ଦିଅନ୍ତୁ ।।

ତରଭା ବ୍ଲକ ଅନ୍ତର୍ଗତ ଲଖ୍ମୀମୁଣ୍ଡା, ବଡଭଇରୋ,କଟାପାଲି, ଠକପାଲି ଏବଂ ସିବତୁଲା ଗ୍ରାମ ମାନଙ୍କରେ ମାସ୍କ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ।।
23/10/2020

ତରଭା ବ୍ଲକ ଅନ୍ତର୍ଗତ ଲଖ୍ମୀମୁଣ୍ଡା, ବଡଭଇରୋ,କଟାପାଲି, ଠକପାଲି ଏବଂ ସିବତୁଲା ଗ୍ରାମ ମାନଙ୍କରେ ମାସ୍କ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ।।

ଆଜି ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୂର, ଛକୋରମାଳ ଓ ରେଂଗାଲି ଗ୍ରାମପଞ୍ଚାୟତ ମାନଙ୍କରେ ମାସ୍କ ବଣ୍ଟନ ସହ ଲୋକ ମାନଙ୍କୁ କରୋନା ମହାମାରି ସମ୍ପର୍...
21/10/2020

ଆଜି ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୂର, ଛକୋରମାଳ ଓ ରେଂଗାଲି ଗ୍ରାମପଞ୍ଚାୟତ ମାନଙ୍କରେ ମାସ୍କ ବଣ୍ଟନ ସହ ଲୋକ ମାନଙ୍କୁ କରୋନା ମହାମାରି ସମ୍ପର୍କରେ ସଚେତନ କରାଗଲା ଓ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି  ତରଭା ବ୍ଲ...
20/10/2020

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ତରଭା ବ୍ଲକ ର ବ୍ରାହ୍ମଣୀ, ବଘିଆ, ଦୁବୁଲା ଗ୍ରାମପଞ୍ଚାୟତ ମାନଙ୍କରେ ମାସ୍କ ବଣ୍ଟନ ସହ ଲୋକ ମାନଙ୍କୁ ସଚେତନ କରାଯାଇ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା ।।।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଡୁଂଗୁରିପା...
19/10/2020

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଡୁଂଗୁରିପାଲି ବ୍ଲକ ର ଇଛାପୁର୍,କର୍ଲାଜୁରି,ସୁଖା, ସରଗୁଲ୍ ଓ ବନ୍ଧପାଲି ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଗୁଡିକ ରେ କରୋନା ମହାମାରି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଥିଲା ।।।

କୃଷି ଓ କୃଷକ ସଶକ୍ତିକରଣ କ୍ଷେତ୍ରରେ ଅଗ୍ରଣୀ ଓଡିଶା ।।
28/08/2020

କୃଷି ଓ କୃଷକ ସଶକ୍ତିକରଣ କ୍ଷେତ୍ରରେ ଅଗ୍ରଣୀ ଓଡିଶା ।।

25/08/2020

In a huge push to , JSW Steel plans to invest over ₹1 lakh Cr in in next 10 years. It will start a 13.2 MTPA Integrated Steel Plant in Jagatsinghpur and a 100 bedded hospital & school in Sundergarh. It will benefit locals & boost revenue generation.

Address

Sonepur

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm

Alerts

Be the first to know and let us send you an email when BJD Sonepur posts news and promotions. Your email address will not be used for any other purpose, and you can unsubscribe at any time.

Share