BJD Ratnagiri G.P. Bari Assembly Constituency

BJD Ratnagiri G.P. Bari Assembly Constituency Official page of BJD Ratnagiri G.P. of Bari Assembly Constituency Under Supervision of BJD ITWing, Bari

 #ପୂଜ୍ୟ ପୂଜା ହେଉ କି  #କଳା କୁ ସମ୍ମାନ,  #ସଭିଁକୁ ଆଦରି ଆମ ବିଧାୟିକା ବଢାଉଛନ୍ତି  #ମାନ।     #ଆଜି ମାନନୀୟା ବିଧାୟିକା ଶ୍ରୀମତୀ ସୁନନ୍ଦ...
07/11/2021

#ପୂଜ୍ୟ ପୂଜା ହେଉ କି #କଳା କୁ ସମ୍ମାନ,
#ସଭିଁକୁ ଆଦରି ଆମ ବିଧାୟିକା ବଢାଉଛନ୍ତି #ମାନ।
#ଆଜି ମାନନୀୟା ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ #ରତ୍ନଗିରି ପଞ୍ଚାୟତ ର #କଳିଙ୍ଗ କେଶରୀ ନାୟକଙ୍କୁ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ ପୁରସ୍କୃତ ହେବା ପରେ ତାଙ୍କ ବାସଭବନରେ ପହଞ୍ଚିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।


.

ମହାମାରୀ କରୋନା ମାଡରେ ଭୁଶୁଡି ପଡିଥିବା ପର୍ଯ୍ୟଟନକୁ ଟ୍ରାକକୁ ଆଣିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।୨୦୨୧ ରୁ ୨୦୨୬ ମସିହା ପର୍ଯ୍ୟ...
25/09/2021

ମହାମାରୀ କରୋନା ମାଡରେ ଭୁଶୁଡି ପଡିଥିବା ପର୍ଯ୍ୟଟନକୁ ଟ୍ରାକକୁ ଆଣିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।୨୦୨୧ ରୁ ୨୦୨୬ ମସିହା ପର୍ଯ୍ୟନ୍ତ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜିତ ହେବ ।

06/08/2021
09/07/2021
17/05/2021
27/04/2021

#ଉତ୍ସବେ_ବ୍ଯସନେ_ଶ୍ଚୈବ_ଦୁର୍ବୀକ୍ଷେ_ରାଷ୍ଟ୍ର_ବିପ୍ଳବେ,
#ରାଜଦ୍ବାରେ_ଶ୍ମଶାନେଚ_ଯ_ତିଷ୍ଠତି_ସବାନ୍ଧବଃ।

23/01/2021
23/11/2020

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଜୀ ଙ୍କ ଧର୍ମପତ୍ନୀ ତଥା ଓଡ଼ିଶାର ପ୍ରଥମ ମହିଳା ଶ୍ରୀମତୀ ସୁଶୀଳା ଦେବୀଙ୍କ ଅକାଳ ବିୟୋଗରେ ଆମ୍ଭେ ଗଭୀର ଭାବରେ ମର୍ମାହତ ।ମାନ୍ୟବର ରାଜ୍ୟପାଳ ଏବଂ ଶୋକ ସନ୍ତପ୍ତ ପରିବାର ଵର୍ଗଙ୍କୁ ବରୀ ବିଜୁ ଜନତା ଦଳ ତରଫରୁ ଗଭୀର ସମବେଦନା ଜଣେଇବା ସହିତ ଜଗନ୍ନାଥ ଙ୍କ ନିକଟରେ ଶ୍ରୀମତୀ ସୁଶୀଳା ଦେବୀ ଙ୍କ ଅମର ଆତ୍ମାର ସଡ଼ଗତି ନିମନ୍ତେ ପ୍ରାର୍ଥନା କରୁଅଛୁ।🙏🙏💐💐
Governor Odisha

Address

Ratnagiri
Ratnagiri

Alerts

Be the first to know and let us send you an email when BJD Ratnagiri G.P. Bari Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Ratnagiri G.P. Bari Assembly Constituency:

Share

Official page of BJD Ratnagiri G.P. of Bari Assembly Constituency

ବରୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ଆମ ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, କରୋନା ମହାମାରୀ ର ସଫଳ ପ୍ରତିରୋଧ, ଜନସାଧାରଣରେ ଆଜି ବିଶ୍ବାସଭାଜନ ହୋଇପାରିଛି, ଏହି ପରିପ୍ରେକ୍ଷୀରେ ଆମ ସୁଃଖ ଦୁଃଖ ର ସାଥି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପରାମର୍ଶ ଅନୁଯାୟୀ ବରୀ ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ପଞ୍ଚାୟତ କୁ ସୋସିଆଲ୍ ମିଡିଆରେ ଯୋଡିବାର ଏକ ଅନନ୍ୟ ପ୍ରୟାସ ।

ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ର ସବିଶେଷ ତଥ୍ୟ ସହ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତଥା ସରକାର ଙ୍କ ଦ୍ଵାରା ହେଉଥିବା ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ.

ଆସନ୍ତୁ, ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଧାୟିକା ଙ୍କ ସହ ସହଯୋଗ କରି ତାଙ୍କ ହାତମୁଠାକୁ ଟାଣ କରିବା ।

ଜୟ ବିଜେଡି ।