ପଂଚାୟତ ସମିତି ଅଧକ୍ଷା,ପାପଡାହାଣ୍ଡି

  • Home
  • India
  • Pappadahandi
  • ପଂଚାୟତ ସମିତି ଅଧକ୍ଷା,ପାପଡାହାଣ୍ଡି

ପଂଚାୟତ ସମିତି ଅଧକ୍ଷା,ପାପଡାହାଣ୍ଡି CHAIRMEN PAPADAHANDI PANCHAYAT SAMITI,DISTRICT…Nabarangpur.

ପାତ୍ରୀ ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ....
28/03/2026

ପାତ୍ରୀ ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ....

ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ପାତ୍ରୀ ଉପରସାହି ଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ........
26/02/2026

ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ପାତ୍ରୀ ଉପରସାହି ଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ........

77ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚାୟତ ସମିତି ପାପଡାହାଣ୍ଡି ଏବଂ ଦଳେଇଗୁଡ଼ା ଷ୍ଟାଡିୟମ ଠାରେ ଜାତୀୟ ପତ୍ତାକା ଉତ୍କଳନ କରିବାର କିଛି ବିଶ...
26/01/2026

77ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚାୟତ ସମିତି ପାପଡାହାଣ୍ଡି ଏବଂ ଦଳେଇଗୁଡ଼ା ଷ୍ଟାଡିୟମ ଠାରେ ଜାତୀୟ ପତ୍ତାକା ଉତ୍କଳନ କରିବାର କିଛି ବିଶେଷ ମୁହୂର୍ତ୍ତ......

ଦଶହରା ଛୁଟିରେ ଟିକେ ବୁଲାବୁଲି
07/10/2025

ଦଶହରା ଛୁଟିରେ ଟିକେ ବୁଲାବୁଲି

ଦେଓମାଳୀ ଠାରେ ମୋ ପୁଅ..... ଗୋଟେ ଖୁସି ଆଉ
03/10/2025

ଦେଓମାଳୀ ଠାରେ ମୋ ପୁଅ..... ଗୋଟେ ଖୁସି ଆଉ

ପାପଡାହାଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ପାତ୍ରୀ ପଞ୍ଚାୟତ ର କିଛି ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା ବଣ୍ଟନ କରିବା ଅବସରରେ.......
25/08/2025

ପାପଡାହାଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ପାତ୍ରୀ ପଞ୍ଚାୟତ ର କିଛି ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା ବଣ୍ଟନ କରିବା ଅବସରରେ.......

18/08/2025

କୋରାପୁଟ ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟାଳୟ ଠାରେ... ନବରଙ୍ଗପୁର, ମାଲକାନଗିରି, ରାୟଗଡା ଏବଂ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ଅଧକ୍ଷ /ଅଧକ୍ଷା ମାନଙ୍କୁ ନେଇ ଏକ ଜରୁରୀକାଳୀନ ବ୍ୟିଠକ ଅନୁଷ୍ଠିତ ହୋଇଥିଲା।

ଆର୍ଥିକବର୍ଷ 2025-26ରେ ପାପଡାହାଣ୍ଡି ପଞ୍ଚାୟତ ସମିତି ତରଫରୁ MGNREGS କାର୍ଯ୍ୟ ସମ୍ପାଦନା ପାଇଁ 508ଗୋଟି ପ୍ରକଳ୍ପ କୁ ୱାର୍କ କୋଡ଼ ଜେନେରେଟ...
05/07/2025

ଆର୍ଥିକବର୍ଷ 2025-26ରେ ପାପଡାହାଣ୍ଡି ପଞ୍ଚାୟତ ସମିତି ତରଫରୁ MGNREGS କାର୍ଯ୍ୟ ସମ୍ପାଦନା ପାଇଁ 508ଗୋଟି ପ୍ରକଳ୍ପ କୁ ୱାର୍କ କୋଡ଼ ଜେନେରେଟ କରି ଅନୁମୋଦନ ସକାଶେ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯାଇଥିଲା।
କିନ୍ତୁ ଦୁଃଖର ବିଷୟ ଆଜକୁ ପ୍ରାୟ 4ମାସ ହେବ ଗୋଟିଏ ମଧ୍ୟ ପ୍ରୋଜେକ୍ଟ କୁ ଅନୁମୋଦନ କରାଗଲା ନାହିଁ।କିନ୍ତୁ ଏହି ରିପୋର୍ଟ ଅନୁସାରେ ଅନ୍ୟ ବ୍ଲକ ମାନଙ୍କୁ କିଛି କିଛି ପ୍ରୋଜେକ୍ଟ ଏପ୍ରୁବ କରି ଦିଆଯାଇଛି।
ପାପଡାହାଣ୍ଡି ବ୍ଲକ ପ୍ରତି ଏପରି ବୟୀମାତୃକ ମନଭାବ ପୋଷଣ କରିବାର କାରଣ କଣ ହେଇପାରେ...... ଏପରି କରିବାକୁ ରାଜ୍ୟ ସରକାର ଙ୍କ ତରଫରୁ କିଛି ନିର୍ଦେଶ ଜିଲ୍ଲା ପ୍ରଶାସନକୁ ଦିଆ ଯାଇଛି କି?
ଦାଦନ ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେଇଥିବା ଡବଲ ଇଞ୍ଜିନ ସରକାର MGNREGS କାର୍ଯ୍ୟ ସମ୍ପୂର୍ଣ ବନ୍ଦରଖି ଦାଦନ ସମସ୍ୟା କୁ ଅଧିକ ପ୍ରୋତ୍ସାହନ ଦେଉନାହାନ୍ତି କି?
ଆଶା ଏବଂ ବିଶ୍ୱାସ ସରକାର ତଥା ଜିଲ୍ଲା ପ୍ରଶାସନ ନିଶ୍ଚିତ ଭାବେ ଏହାକୁ ଗଭୀରତା ର ସହିତ ଚିନ୍ତା କରି ସଠିକ ପଦକ୍ଷେପ ଗ୍ରହଣ କରିବା ହେବେ.
ପଞ୍ଚାୟତ ସମିତି ଅଧକ୍ଷା,
ପାପଡାହାଣ୍ଡି। #ଜିଲ୍ଲାପାଳନବରଙ୍ଗପୁର
#ପ୍ରକଳ୍ପନିର୍ଦେଶକନବରଙ୍ଗପୁର
#ମୁଖ୍ୟମନ୍ତ୍ରୀଓଡିଶାସରକାର
#ପଞ୍ଚାୟତରାଜମନ୍ତ୍ରୀଓଡିଶାସରକାର
#ବିଡ଼ିଓପାପଡାହାଣ୍ଡିପଞ୍ଚାୟତସମିତି

ଆଜି ଆମ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା (ଟୁଟୁ ଭାଇନା )ଙ୍କ ଶୁଭ ଜନ୍ମଦିନ।       ଏହି ଶୁଭଦିନ ଅବସରରେ ଜନ୍ମଦିନ ର...
16/06/2025

ଆଜି ଆମ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା (ଟୁଟୁ ଭାଇନା )ଙ୍କ ଶୁଭ ଜନ୍ମଦିନ।
ଏହି ଶୁଭଦିନ ଅବସରରେ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି।

ଅଭିଭାବକ ଆମର ଅଂଶୀଦାର (ଆମେ ଜାଣିବା, ଆମେ ଜିତିବା )କାର୍ଯ୍ୟକ୍ରମ ଅନ୍ତର୍ଗତ ପାତ୍ରୀ ଆଶ୍ରମ ବିଦ୍ୟାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ...
30/03/2025

ଅଭିଭାବକ ଆମର ଅଂଶୀଦାର (ଆମେ ଜାଣିବା, ଆମେ ଜିତିବା )କାର୍ଯ୍ୟକ୍ରମ ଅନ୍ତର୍ଗତ ପାତ୍ରୀ ଆଶ୍ରମ ବିଦ୍ୟାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ......

ପାତ୍ରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନଶୂଲି ଗ୍ରାମର ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦେଇ ନବଦମ୍ପତି ଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ......
18/03/2025

ପାତ୍ରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନଶୂଲି ଗ୍ରାମର ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦେଇ ନବଦମ୍ପତି ଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ......

ଅଗ୍ରିମ ଶୁଭେଚ୍ଛା ଏବଂ ଶୁଭକାମନା 🙏
25/01/2025

ଅଗ୍ରିମ ଶୁଭେଚ୍ଛା ଏବଂ ଶୁଭକାମନା 🙏

Address

Pappadahandi
764071

Telephone

+919178482747

Website

Alerts

Be the first to know and let us send you an email when ପଂଚାୟତ ସମିତି ଅଧକ୍ଷା,ପାପଡାହାଣ୍ଡି posts news and promotions. Your email address will not be used for any other purpose, and you can unsubscribe at any time.

Share