CAMPA Odisha

CAMPA Odisha Official handle of State Authority, CAMPA Odisha | Conservation, Protection, Regeneration & Management of Forests & Wildlife in the State

05/06/2026

Viksit Odisha must also be Green Odisha!

As we celebrate , Odisha continues to transform this vision into reality through forest restoration, ecosystem conservation, and sustainable environmental management with support from CAMPA.

Let us come together to safeguard Odisha's natural heritage and create a greener, resilient Odisha for the future, where development and conservation grow hand in hand.

CMO Odisha, Ganesh Ram Singkhuntia, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ଜଳ ବିନା ଜୀବ ଜଗତ ଅସମ୍ଭବ। ମାନବ ସମାଜ, ଜୀବଜନ୍ତୁ ଓ ବୃକ୍ଷଲତା ଆଦି ସମସ୍ତଙ୍କ ପାଇଁ ଜଳ ହିଁ ମୁଖ୍ୟ ଆଧାର।ଗ୍ରୀଷ୍ମ ଋତୁରେ ଜଳର ଅଭାବ ପୂରଣ କ...
04/06/2026

ଜଳ ବିନା ଜୀବ ଜଗତ ଅସମ୍ଭବ। ମାନବ ସମାଜ, ଜୀବଜନ୍ତୁ ଓ ବୃକ୍ଷଲତା ଆଦି ସମସ୍ତଙ୍କ ପାଇଁ ଜଳ ହିଁ ମୁଖ୍ୟ ଆଧାର।

ଗ୍ରୀଷ୍ମ ଋତୁରେ ଜଳର ଅଭାବ ପୂରଣ କରିବା ସହ ବର୍ଷାଜଳ ସଂରକ୍ଷଣ ପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନୂତନ ଜଳାଶୟ ନିର୍ମାଣ କରାଯାଉଛି। ଏହି କ୍ରମରେ, କାମ୍ପା ପାଣ୍ଠି ସହାୟତାରେ ଗଞ୍ଜାମ ଘୁମୁସୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ରେଞ୍ଜର ରାଈପଡ଼ା ସଂରକ୍ଷିତ ବନାଞ୍ଚଳରେ ନୂତନ ଜଳାଶୟ ନିର୍ମାଣ କରାଯାଇଛି।

ଜଙ୍ଗଲ ମଧ୍ୟରେ ବନ୍ୟପ୍ରାଣୀଙ୍କ ପାଇଁ ପାନୀୟ ଜଳର ଉପଲବ୍ଧତା ସହ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉଛି।

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ସମୃଦ୍ଧ ଜଙ୍ଗଲ ଗଠନ ପାଇଁ ସଠିକ୍ ପ୍ରସ୍ତୁତି ଅତ୍ୟନ୍ତ ଆବଶ୍ୟକ। ଆଗାମୀ ୨୦୨୭-୨୮ ବର୍ଷର ବନୀକରଣ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ କାମ୍ପା ଓଡ଼ି...
03/06/2026

ସମୃଦ୍ଧ ଜଙ୍ଗଲ ଗଠନ ପାଇଁ ସଠିକ୍ ପ୍ରସ୍ତୁତି ଅତ୍ୟନ୍ତ ଆବଶ୍ୟକ। ଆଗାମୀ ୨୦୨୭-୨୮ ବର୍ଷର ବନୀକରଣ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ କାମ୍ପା ଓଡ଼ିଶା ପକ୍ଷରୁ ରାଜ୍ୟର ବିଭିନ୍ନ ବନଖଣ୍ଡରେ ୧୮ ମାସିଆ ଚାରା ପ୍ରସ୍ତୁତି କରାଯାଉଛି।

ଏହି କ୍ରମରେ, ଗଞ୍ଜାମ ଘୁମୁସୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ରେଞ୍ଜର ଖାରିଗୁଡ଼ା ମେଗା ନର୍ସରୀଠାରେ ବିଶେଷ ଯତ୍ନର ସହ ଏହି ଚାରା ପ୍ରସ୍ତୁତ କରାଯାଉଛି।

୧୮ ମାସ ଧରି ନର୍ସରୀରେ ଏହାର ବିଶେଷ ଯତ୍ନ ନେବା ପରେ ଏହାକୁ ବୃକ୍ଷରୋପଣ କରାଯାଏ, ଯାହା ଚାରାର ବଞ୍ଚିବା ହାର ବଢ଼ାଇବା ସହ ସବୁଜ ଓ ସୁନ୍ଦର ପୃଥିବୀ ଗଠନରେ ବିଶେଷ ସହାୟକ ହେବ।

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

Odisha is advancing scientific forest management through DGPS-based geo-referencing of forest boundaries across the stat...
02/06/2026

Odisha is advancing scientific forest management through DGPS-based geo-referencing of forest boundaries across the state with support of CAMPA. By digitally mapping and consolidating thousands of forest blocks, the State is creating a stronger foundation for accurate monitoring, effective protection, and sustainable conservation of precious natural heritage.

This technology-enabled initiative is empowering frontline forest teams with better tools for planning, protection, and long-term ecological management while reinforcing ’s commitment towards climate resilience, biodiversity conservation, and environmental sustainability.

CMO Odisha, Ganesh Ram Singkhuntia, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ପରିବେଶ ସୁରକ୍ଷା ସହ ଗ୍ରାମ୍ୟ ଜୀବିକା ଓ ସବୁଜ ଅର୍ଥନୀତିରେ ବାଉଁଶର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ବାଉଁଶ ବଣର ସୁରକ୍ଷା ପାଇଁ କାମ...
01/06/2026

ପରିବେଶ ସୁରକ୍ଷା ସହ ଗ୍ରାମ୍ୟ ଜୀବିକା ଓ ସବୁଜ ଅର୍ଥନୀତିରେ ବାଉଁଶର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ବାଉଁଶ ବଣର ସୁରକ୍ଷା ପାଇଁ କାମ୍ପା ପକ୍ଷରୁ ନିଆଯାଉଛି ବିଶେଷ ପଦକ୍ଷେପ। ଏହି କ୍ରମରେ ଗଞ୍ଜାମ ଘୁମୁସୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ପୋଲସରା ରେଞ୍ଜ୍‌ର ଜୋକବନ୍ଧ ବାଉଁଶ କୁପ୍ ବିର ୨୦୦ ହେକ୍ଟର ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ବାଉଁଶ ବଣର ସଫେଇ ଓ ପରିଚାଳନା କାର୍ଯ୍ୟ କରାଯାଇଛି।

ଫଳରେ ଶୁଖିଲା ଓ ନଷ୍ଟ ହୋଇଯାଉଥିବା ବାଉଁଶ ଗଛ ଗୁଡ଼ିକୁ ସଫା କରାଯାଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରାଯାଉଛି। ସେହିପରି ନୂତନ ବାଉଁଶ ଗଛର ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଯୋଡ଼ାଯିବା ଫଳରେ ସେମାନଙ୍କୁ ଜୀବିକା ମିଳିପାରିଛି।

CMO Odisha, Ganesh Ram Singkhuntia, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ଜଙ୍ଗଲ ସମ୍ପଦ ଏବଂ ପ୍ରାଣୀ ସମ୍ପଦର ସୁରକ୍ଷା ସହ ମୃତ୍ତିକା ଏବଂ ଜଳ ସଂରକ୍ଷଣ ପାଇଁ କାମ୍ପା ପାଣ୍ଠି ସହାୟତାରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ...
30/05/2026

ଜଙ୍ଗଲ ସମ୍ପଦ ଏବଂ ପ୍ରାଣୀ ସମ୍ପଦର ସୁରକ୍ଷା ସହ ମୃତ୍ତିକା ଏବଂ ଜଳ ସଂରକ୍ଷଣ ପାଇଁ କାମ୍ପା ପାଣ୍ଠି ସହାୟତାରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଘୁମୁସୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ରେଞ୍ଜ୍‌ର ରାଈପଡ଼ା ସଂରକ୍ଷିତ ଜଙ୍ଗଲ ପରିସରରେ ଏକ ନୂତନ ଚେକଡ୍ୟାମ୍ ନିର୍ମାଣ କରାଯାଇଛି।

ଏହି ପ୍ରକଳ୍ପ ହେବା ଫଳରେ ବର୍ଷା ଜଳର ଦ୍ରୁତ ପ୍ରବାହକୁ ନିୟନ୍ତ୍ରଣ କରାଯାଇ ମୃତ୍ତିକା କ୍ଷୟ ରୋକାଯିବା ସହ ଭୂତଳ ଜଳସ୍ତର ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇପାରିଛି। ସେହିପରି ଗ୍ରୀଷ୍ମ ଋତୁରେ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲ ମଧ୍ୟରେ ପାନୀୟ ଜଳର ସୁବିଧା ମଧ୍ୟ ସୁନିଶ୍ଚିତ ହୋଇପାରିଛି।

CMO Odisha, Ganesh Ram Singkhuntia, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

23/05/2026

’s coastline hosts the world’s largest mass nesting of turtles. With support from , efforts to protect their habitats, coastal plantation, biodiversity preservation, and ecological restoration are being strengthened. On , let us reaffirm our commitment to protecting marine turtles and their habitats through collective action and conservation.

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

22/05/2026

Biodiversity forms foundation of life & livelihoods, and protecting it remains central to building a sustainable future. focuses on science-based afforestation, restoration of degraded landscapes, and the use of native species to ensure that ecological systems are revived in harmony with local biodiversity. On the occasion of the , reaffirms its commitment to conserving and restoring the state’s rich ecological heritage.

CMO Odisha, Ganesh Ram Singkhuntia, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

21/05/2026

ଜଙ୍ଗଲ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ମୃତ୍ତିକା ଓ ଜଳ ସଂରକ୍ଷଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି କାମ୍ପା ପାଣ୍ଠି ସହାୟତାରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଓୟାରମେସ୍ ଚେକଡ୍ୟାମ୍ ନିର୍ମାଣ କରାଯାଉଛି। ଏଥିରେ ପଥର ଏବଂ ତାର ଜାଲିର ବ୍ୟବହାର କରି ଜଳସ୍ରୋତକୁ ନିୟନ୍ତ୍ରଣ କରାଯାଏ। ଫଳରେ ମୃତ୍ତିକା କ୍ଷୟକୁ ରୋକିବା ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଥାଏ।

ସେହିପରି ଏହା ବନ୍ୟପ୍ରାଣୀଙ୍କ ପାଇଁ ଜଳର ଉପଲବ୍ଧତା ବଢ଼ାଇବା ଏବଂ ଜଙ୍ଗଲର ସବୁଜିମା ରକ୍ଷା କରିବାରେ ସହାୟକ ହୋଇଥାଏ। ଏଥିପାଇଁ କାମ୍ପା ପାଣ୍ଠିରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।

CMO Odisha, Ganesh Ram Singkhuntia, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha Principal Chief Conservator of Forests, Odisha, PCCF Wildlife & CWLW, Odisha

କାମ୍ପା ପାଣ୍ଠି ଦ୍ୱାରା କରାଯାଉଥିବା ସମସ୍ତ ବନୀକରଣ କାର୍ଯ୍ୟର ସଠିକ୍ ତଦାରଖ ପାଇଁ ଓଡ଼ିଶା ବନ ପରିଚାଳନା ବ୍ୟବସ୍ଥା ଏକ ପ୍ରମୁଖ ଡିଜିଟାଲ୍ ପୋ...
19/05/2026

କାମ୍ପା ପାଣ୍ଠି ଦ୍ୱାରା କରାଯାଉଥିବା ସମସ୍ତ ବନୀକରଣ କାର୍ଯ୍ୟର ସଠିକ୍ ତଦାରଖ ପାଇଁ ଓଡ଼ିଶା ବନ ପରିଚାଳନା ବ୍ୟବସ୍ଥା ଏକ ପ୍ରମୁଖ ଡିଜିଟାଲ୍ ପୋର୍ଟାଲ୍ ଭାବେ କାର୍ଯ୍ୟ କରୁଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହେଉଥିବା ବନୀକରଣର ସମସ୍ତ ତଥ୍ୟ, ଜିଓ-ଟାଗ୍ ହୋଇଥିବା ଫଟୋ ଏବଂ କାର୍ଯ୍ୟର ଅଗ୍ରଗତି ଆଦି ସମ୍ପର୍କରେ ଏହି ପୋର୍ଟାଲରେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ନିୟମିତ ଭାବେ ଅପଲୋଡ୍ କରାଯାଏ। ଏହି ଆଧୁନିକ ବ୍ୟବସ୍ଥା ଫଳରେ ବନୀକରଣ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଆସିବା ସହ ସରକାରୀ ପାଣ୍ଠିର ସଠିକ୍ ବିନିଯୋଗ ସୁନିଶ୍ଚିତ ହୋଇପାରୁଛି।

CMO Odisha, Ganesh Ram Singkhuntia, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

Address

Aranyabhawan 2nd Floor, O/o PCCF Odisha, Bhubaneswar/751023
Odisha
731023

Alerts

Be the first to know and let us send you an email when CAMPA Odisha posts news and promotions. Your email address will not be used for any other purpose, and you can unsubscribe at any time.

Share