Time to Shine

  • Home
  • Time to Shine

Time to Shine Contact information, map and directions, contact form, opening hours, services, ratings, photos, videos and announcements from Time to Shine, Social service, Bhubaneswar, .

ଛୋଟ ଛୋଟ ହାତରେ ଶ୍ରମ ନୁହେଁ, ବହି-ଖାତା ଶୋଭା ପାଏ। ଶିଶୁଟିଏ ଶ୍ରମିକ ହେଲେ କେବଳ ତା'ର ବାଲ୍ୟକାଳ ନୁହେଁ, ସମଗ୍ର ଜାତିର ଭବିଷ୍ୟତ ବି ନଷ୍ଟ ହ...
12/06/2026

ଛୋଟ ଛୋଟ ହାତରେ ଶ୍ରମ ନୁହେଁ, ବହି-ଖାତା ଶୋଭା ପାଏ। ଶିଶୁଟିଏ ଶ୍ରମିକ ହେଲେ କେବଳ ତା'ର ବାଲ୍ୟକାଳ ନୁହେଁ, ସମଗ୍ର ଜାତିର ଭବିଷ୍ୟତ ବି ନଷ୍ଟ ହୋଇଯାଏ। ଆସନ୍ତୁ ଏକ ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ କରିବା।





11/06/2026

heartfelt thank you to Youth for Voluntary Works for felicitating and honoring us. Your recognition is truly appreciated and serves as a motivation to continue our journey of service, social impact, and community development.
We are grateful for your support and encouragement.
"Recognition inspires responsibility, and responsibility drives positive change."

Rajaswala by Time to Shine This Raja, we celebrated more than a festival—we celebrated smiles, dreams, and the happiness...
11/06/2026

Rajaswala by Time to Shine
This Raja, we celebrated more than a festival—we celebrated smiles, dreams, and the happiness of every child.

Because the true spirit of Raja is sharing joy with those who need it most.

:::

"The most beautiful Raja celebration is the one reflected in a child's smile." 🌸❤️

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ...
09/06/2026

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ପ୍ରଗତି ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସଦା ସ୍ମରଣୀୟ।


08/06/2026

A heartfelt thank you to Inside Cover Magazine for recognizing and honoring our Founder, Leena Nandita Parida. Your encouragement and appreciation of her contributions towards social service, environmental awareness, and community development are truly inspiring.
This recognition is not just an achievement for an individual but a proud moment for the entire Time to Shine family. It motivates us to continue our mission of creating positive change and serving society with dedication and purpose.
We sincerely appreciate your support and the honor bestowed upon our founder. Thank you for celebrating leadership, service, and impact.
✨ Together, we continue to inspire, empower, and shine.
🌿🏆✨

ଇନ୍ସାଇଡ୍ କଭର୍ ମ୍ୟାଗାଜିନ୍‌କୁ ହୃଦୟର ଅନ୍ତରସ୍ଥଳରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। 🙏🌿 Time to Shine ର ପ୍ରତିଷ୍ଠାତ୍ରୀ Lina Nandita Par...
08/06/2026

ଇନ୍ସାଇଡ୍ କଭର୍ ମ୍ୟାଗାଜିନ୍‌କୁ ହୃଦୟର ଅନ୍ତରସ୍ଥଳରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। 🙏🌿
Time to Shine ର ପ୍ରତିଷ୍ଠାତ୍ରୀ Lina Nandita Parida ଙ୍କୁ ମଞ୍ଚରେ ସମ୍ମାନଜନକ ସ୍ଥାନ ପ୍ରଦାନ କରିବା ସହିତ State Green Conclave Award ରେ ସମ୍ମାନିତ କରିଥିବାରୁ ଆମେ ଗର୍ବିତ ଓ ଆନନ୍ଦିତ।
ଏହି ସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କର ସଫଳତା ନୁହେଁ, ବରଂ ସମାଜସେବା, ପରିବେଶ ସୁରକ୍ଷା ଓ ମାନବିକ ମୂଲ୍ୟବୋଧ ପ୍ରତି ନିରନ୍ତର ପ୍ରୟାସର ଏକ ସ୍ୱୀକୃତି। ଏହି ପ୍ରେରଣା ଆମକୁ ଆହୁରି ଅଧିକ ଉତ୍ସାହ ଓ ଦାୟିତ୍ୱ ସହ ସମାଜ ପାଇଁ କାର୍ଯ୍ୟ କରିବାକୁ ପ୍ରେରିତ କରିବ।
ପୁଣିଥରେ ଇନ୍ସାଇଡ୍ କଭର୍ ମ୍ୟାଗାଜିନ୍‌କୁ ଅନେକ ଅନେକ ଧନ୍ୟବାଦ।
ସମ୍ମାନ ଦାୟିତ୍ୱକୁ ବଢ଼ାଏ, ଏବଂ ପ୍ରେରଣା ସେବାର ପଥକୁ ଆହୁରି ସୁଦୃଢ଼ କରେ।






Time to Shine ପରିବାର ତରଫରୁ ଆମର ସେକ୍ରେଟାରୀ ସ୍ନେହାଶିଷ୍ ସାମଲ (Prince)ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🎉ଆପଣଙ୍କ ନ...
08/06/2026

Time to Shine ପରିବାର ତରଫରୁ ଆମର ସେକ୍ରେଟାରୀ ସ୍ନେହାଶିଷ୍ ସାମଲ (Prince)ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🎉
ଆପଣଙ୍କ ନେତୃତ୍ୱ, ସେବାଭାବ ଏବଂ ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଭଗବାନଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନ ସୁଖ, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ।
Happy Birthday, Snehasis





ଲିନl ନନ୍ଦିତା ପରିଡ଼ାଙ୍କୁ  ସମ୍ମାନିତ କରିବା ସହିତ ଉଦ୍ଘାଟକ ଭାବେ ନିମନ୍ତ୍ରଣ କରିଥିବାର Time to  Shine   ଆନ୍ତରିକ ଧନ୍ୟବାଦ ଜଣାଉଛୁ।ମହି...
07/06/2026

ଲିନl ନନ୍ଦିତା ପରିଡ଼ାଙ୍କୁ ସମ୍ମାନିତ କରିବା ସହିତ ଉଦ୍ଘାଟକ ଭାବେ ନିମନ୍ତ୍ରଣ କରିଥିବାର Time to Shine ଆନ୍ତରିକ ଧନ୍ୟବାଦ ଜଣାଉଛୁ।
ମହିଳା ସଶକ୍ତିକରଣ, ସମାଜସେବା ଓ ମାନବିକ ମୂଲ୍ୟବୋଧ ପ୍ରତି ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ଆଜିର ଯୁବ ସମାଜ ପାଇଁ ଏକ ଉଜ୍ଜ୍ୱଳ ଆଦର୍ଶ। ତାଙ୍କର ଜୀବନ ଦର୍ଶନ, ସେବାଭାବ ଓ ନେତୃତ୍ୱରୁ ପ୍ରେରଣା ନେଇ ଯୁବପିଢ଼ି ସମାଜ ଗଠନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଆବଶ୍ୟକ।
ପୁଣିଥରେ କମିଟିକୁ ହୃଦୟରୁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା।
"ସମ୍ମାନ ହେଉଛି ସେବାର ସ୍ୱୀକୃତି, ଆଉ ସେବା ହେଉଛି ସମାଜ ପ୍ରତି ଆମର ଦାୟିତ୍ୱ।" 🙏✨

ସୁସ୍ଥ ପରିବେଶ ହିଁ ସମୃଦ୍ଧ ଭବିଷ୍ୟତର ଆଧାର। ଆସନ୍ତୁ ପ୍ଲାଷ୍ଟିକର ବ୍ୟବହାର କମାଇବା, ଜଳ ଅପଚୟ ରୋକିବା ଏବଂ ପ୍ରକୃତିର ସନ୍ତୁଳନ ରକ୍ଷା କରିବା...
05/06/2026

ସୁସ୍ଥ ପରିବେଶ ହିଁ ସମୃଦ୍ଧ ଭବିଷ୍ୟତର ଆଧାର। ଆସନ୍ତୁ ପ୍ଲାଷ୍ଟିକର ବ୍ୟବହାର କମାଇବା, ଜଳ ଅପଚୟ ରୋକିବା ଏବଂ ପ୍ରକୃତିର ସନ୍ତୁଳନ ରକ୍ଷା କରିବା। ବିଶ୍ୱ ପରିବେଶ ଦିବସର ଅନେକ ଅନେକ ଶୁଭକାମନା!


05/06/2026

"Providing clean and safe drinking water is not just a service; it is our responsibility towards humanity

Every drop of clean water brings hope, health, and happiness. Through Jalaseva, Time to Shine is committed to serving society with pure and hygienic drinking water for all.

Address

Bhubaneswar

Website

Alerts

Be the first to know and let us send you an email when Time to Shine posts news and promotions. Your email address will not be used for any other purpose, and you can unsubscribe at any time.

  • Want your organization to be the top-listed Government Service?

Share