Nua Alok ନୂଆ ଆଲୋକ

  • Home
  • Nua Alok ନୂଆ ଆଲୋକ

Nua Alok ନୂଆ ଆଲୋକ "ମାନବ ସେବାତ ଆମର କରମ ମାନବୀୟ ମହାମନ୍ତ୍ରେ"
"କରିବା ଜୀବନ ନୂଆ ଆଲୋକରେ ଅଭିମନ୍ତ୍ରିତ ସର୍ବତ୍ରେ"

18/03/2026

🩸🩸🩸

 #ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸  👑 Ganesh Sahoo ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  #ସ୍ୱର୍ଣ୍ଣଲତା_ସାହୁ ମାଆଙ୍କ ଏକ ...
18/03/2026

#ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸
👑 Ganesh Sahoo

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ #ସ୍ୱର୍ଣ୍ଣଲତା_ସାହୁ ମାଆଙ୍କ ଏକ ଗୋଟିଏ A+ve ରକ୍ତ ଆବଶ୍ୟକ ପଡ଼ିଵାରୁ ନୂଆ ଆଲୋକ ଅନୁଷ୍ଠାନର ଭାଇଙ୍କୁ JAPUR ଜିଲ୍ଲା ସର୍ବ ପୁରାତନ #ଜୟନ୍ତୀ_ପାଠାଗାର ମୁଖ୍ୟ ସଦସ୍ୟା ଜଣାଇଥିଲେ। ସଙ୍ଗେ ସଙ୍ଗେ GANESH ଭାଇ ରକ୍ତବୀର DIPAK_KUMAR (B+ve) ଭାଇଙ୍କୁ ଜଣାଇବା ସହିତ ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାର ଠାରେ ରକ୍ତଦାନ କରାଇଥିଲେ। ଏହା ପରେ DHH ରକ୍ତ ଭଣ୍ତାର ସହଯୋଗରେ ମାଆ ଜଣଙ୍କ A+ve ରକ୍ତ ପାଇପାରି ଥିଲେ।

"ରକ୍ତଦାନ ଜୀବନ ଦାନ" ଉକ୍ତିକୁ ନିଜର ମୂଳମନ୍ତ୍ର ଭାବେ ଚିନ୍ତା କରି ଏହି ମହାନ କାର୍ଯ୍ୟ ପାଇଁ ଦୀପକ (B+ve) ଭାଇ ନିଶ୍ଚିତ ରୂପେ ଆଜିର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇବେ।

⭕️❗️⭕️ ଜୟ ଜଗନ୍ନାଥ ⭕️❗️⭕️
🙏🏻 ବନ୍ଦେ ଉତ୍କଳ ଜନନୀ 🙏🏻

 #ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸Nua Alok ନୂଆ ଆଲୋକ ଯାଜପୁର ସ୍ଥିତ ମୁଗୁପାଳ ଠାରେ ଥିବା Preet Multi Speciality Hospita...
13/03/2026

#ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸
Nua Alok ନୂଆ ଆଲୋକ

ଯାଜପୁର ସ୍ଥିତ ମୁଗୁପାଳ ଠାରେ ଥିବା Preet Multi Speciality Hospital ରେ ନୂଆ ଆଲୋକ ଅନୁଷ୍ଠାନ ସଦସ୍ୟ Prabhakar Nayak ଙ୍କ ମାଆ #ସାବିତ୍ରୀ_ନାୟକ ଙ୍କର କମ୍ ଥିବା କାରଣରୁ ତିନି ଗୋଟି A+ve ରକ୍ତ ଆବଶ୍ୟକ ପଡ଼ିଵାରୁ ନୂଆ ଆଲୋକ ଅନୁଷ୍ଠାନ ଜାଣିବାକୁ ପାଇଥିଲା। ସଙ୍ଗେ ସଙ୍ଗେ , ଓ SAMPAD_NAYAK ଏହି ତିନି ଜଣ JAJPUR_DHH_BLOOD_BANK ଠାରେ ରକ୍ତଦାନ କରିଥିଲେ।

"ରକ୍ତଦାନ ଜୀବନ ଦାନ" ଉକ୍ତିକୁ ନିଜର ମୂଳମନ୍ତ୍ର ଭାବେ ଚିନ୍ତା କରି ଏହି ମହାନ କାର୍ଯ୍ୟ ପାଇଁ ପ୍ରଭାକର (A+ve), ପ୍ରଶାନ୍ତ (A+ve), ସମ୍ପଦ_ଭାଇ (B+ve) ନିଶ୍ଚିତ ରୂପେ ଆଜିର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇବେ।

⭕️❗️⭕️ ଜୟ ଜଗନ୍ନାଥ ⭕️❗️⭕️
🙏🏻 ବନ୍ଦେ ଉତ୍କଳ ଜନନୀ 🙏🏻

 #ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸  👑 Ganesh Sahoo ଭୁବନେଶ୍ୱର ସ୍ଥିତ UTKAL HOSPITAL ରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ...
05/03/2026

#ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸
👑 Ganesh Sahoo

ଭୁବନେଶ୍ୱର ସ୍ଥିତ UTKAL HOSPITAL ରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନରସିଂହପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ #ଭାସ୍କର_ଚନ୍ଦ୍ର_ସାହୁ ଙ୍କ ଏକ ଗୋଟିଏ B+ve ରକ୍ତ ଆବଶ୍ୟକ ପଡ଼ିଵାରୁ ନୂଆ ଆଲୋକ ଅନୁଷ୍ଠାନର ଭାଇଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଭାଇ ରକ୍ତବୀର TAPAN (B+ve) ଭାଇଙ୍କୁ ଜଣାଇବା ସହିତ ରକ୍ତଦାନ କରାଇଥିଲେ।

"ରକ୍ତଦାନ ଜୀବନ ଦାନ" ଉକ୍ତିକୁ ନିଜର ମୂଳମନ୍ତ୍ର ଭାବେ ଚିନ୍ତା କରି ଏହି ମହାନ କାର୍ଯ୍ୟ ପାଇଁ ତପନ (B+ve) ଭାଇ ନିଶ୍ଚିତ ରୂପେ ଆଜିର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇବେ।

⭕️❗️⭕️ ଜୟ ଜଗନ୍ନାଥ ⭕️❗️⭕️
🙏🏻 ବନ୍ଦେ ଉତ୍କଳ ଜନନୀ 🙏🏻

 #ଜୀବନର_ଶେଷ_ସମୟରେ_ବି_ସୁଯୋଗ_ଜୁଟିଲେ_ରକ୍ତ_ଦାନ_କରିବି 🩸Baladev Das କେତେ ଦିନ ଆଉ କେବେ ଜୀବନର ଶେଷ ହେବ ମୋତେ ଜଣା ନାହିଁ । ଯଦି ମୋତେ ସ...
27/02/2026

#ଜୀବନର_ଶେଷ_ସମୟରେ_ବି_ସୁଯୋଗ_ଜୁଟିଲେ_ରକ୍ତ_ଦାନ_କରିବି 🩸
Baladev Das

କେତେ ଦିନ ଆଉ କେବେ ଜୀବନର ଶେଷ ହେବ ମୋତେ ଜଣା ନାହିଁ । ଯଦି ମୋତେ ସୁଯୋଗ ଜୁଟେ ଜୀବନର ଶେଷ ଦିନରେ ବି ରକ୍ତଦାନ କରିବାକୁ ମୁଁ କୁଣ୍ଠା ବୋଧ କରିବି ନାହିଁ ବୋଲି ନୂଆ ଆଲୋକ ଅନୁଷ୍ଠାନର ଉପସଭାପତି ତଥା ଆମ୍ଭ ସଭିଙ୍କ ପ୍ରିୟ #ବଳଦେବ ଭାଇ ମୁକ୍ତ କଣ୍ଠରେ ପ୍ରକାଶ କରିଛନ୍ତି । ଆଜି ରେ ସ୍ୱେଚ୍ଛାକୃତ ଭାବେ #୬୦ତମ ରକ୍ତଦାନ କରି ନିଜକୁ କୃତାର୍ଥ ମଣିବା ସହିତ ଆମ ଅନୁଷ୍ଠାନକୁ ମଧ୍ୟ କୃତାର୍ଥ କରିଛନ୍ତି । ଏହି ରକ୍ତ ଦାନ ନିସ୍ୱ ମଣିଷ ସେବାରେ ଲାଗୁ ଠାକୁରଙ୍କୁ ଏତିକି ପ୍ରାର୍ଥନା । 🙏🏻

🙏🏻 ବନ୍ଦେ ଉତ୍କଳ ଜନନୀ 🙏🏻

 #ଜୀବନର_ଶେଷ_ସମୟରେ_ବି_ସୁଯୋଗ_ଜୁଟିଲେ_ରକ୍ତ_ଦାନ_କରିବି 🩸Bobby Das କେତେ ଦିନ ଆଉ କେବେ ଜୀବନର ଶେଷ ହେବ ମୋତେ ଜଣା ନାହିଁ । ଯଦି ମୋତେ ସୁଯ...
18/01/2026

#ଜୀବନର_ଶେଷ_ସମୟରେ_ବି_ସୁଯୋଗ_ଜୁଟିଲେ_ରକ୍ତ_ଦାନ_କରିବି 🩸
Bobby Das

କେତେ ଦିନ ଆଉ କେବେ ଜୀବନର ଶେଷ ହେବ ମୋତେ ଜଣା ନାହିଁ । ଯଦି ମୋତେ ସୁଯୋଗ ଜୁଟେ ଜୀବନର ଶେଷ ଦିନରେ ବି ରକ୍ତଦାନ କରିବାକୁ ମୁଁ କୁଣ୍ଠା ବୋଧ କରିବି ନାହିଁ ବୋଲି ନୂଆ ଆଲୋକ ଅନୁଷ୍ଠାନର ସଦସ୍ୟ ତଥା ଆମ୍ଭ ସଭିଙ୍କ ପ୍ରିୟ #ବବି ଭାଇ ମୁକ୍ତ କଣ୍ଠରେ ପ୍ରକାଶ କରିଛନ୍ତି ।

🙏🏻 ବନ୍ଦେ ଉତ୍କଳ ଜନନୀ 🙏🏻

 #ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸  🦸 Saileshraj Pani ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ଏକ ଗୋଟିଏ B+ve ...
09/01/2026

#ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸
🦸 Saileshraj Pani

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ଏକ ଗୋଟିଏ B+ve ରକ୍ତ ଆବଶ୍ୟକ ପଡ଼ିବାରୁ, ଏହି ଖବର ନୂଆ ଆଲୋକ ଅନୁଷ୍ଠାନର ଭାଇଙ୍କୁ ଜଣାଯାଇଥିଲେ। ସଙ୍ଗେ ସଙ୍ଗେ #ବବୁଲୁ ଭାଇ, ରକ୍ତବୀର (B+ve) ଭାଇଙ୍କୁ ଜଣାଇବା ସହିତ ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାର ଠାରେ ରକ୍ତଦାନ କରାଇଥିଲେ।

"ରକ୍ତଦାନ ଜୀବନ ଦାନ" ଉକ୍ତିକୁ ନିଜର ମୂଳମନ୍ତ୍ର ଭାବେ ଚିନ୍ତା କରି ଏହି ମହାନ କାର୍ଯ୍ୟ ପାଇଁ ଦିବ୍ୟ (B+ve) ଭାଇ ନିଶ୍ଚିତ ରୂପେ ଆଜିର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇବେ।

⭕️❗️⭕️ ଜୟ ଜଗନ୍ନାଥ ⭕️❗️⭕️
🙏🏻 ବନ୍ଦେ ଉତ୍କଳ ଜନନୀ 🙏🏻

 #ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸  👑 Ganesh Sahoo ଯାଜପୁର ଜିଲ୍ଲା ଜାରକା ସ୍ଥିତ Shree Jagannath Multi Speciality Hos...
08/01/2026

#ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸
👑 Ganesh Sahoo

ଯାଜପୁର ଜିଲ୍ଲା ଜାରକା ସ୍ଥିତ Shree Jagannath Multi Speciality Hospital ରେ ଜଣଙ୍କ ଏକ ଗୋଟିଏ B+ve ରକ୍ତ ଆବଶ୍ୟକ ପଡ଼ିଵାରୁ ନୂଆ ଆଲୋକ ଅନୁଷ୍ଠାନର ଭାଇଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଭାଇ ରକ୍ତବୀର (B+ve) ଭାଇଙ୍କୁ ଜଣାଇବା ସହିତ ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାର ଠାରେ ରକ୍ତଦାନ କରାଇଥିଲେ।

"ରକ୍ତଦାନ ଜୀବନ ଦାନ" ଉକ୍ତିକୁ ନିଜର ମୂଳମନ୍ତ୍ର ଭାବେ ଚିନ୍ତା କରି ଏହି ମହାନ କାର୍ଯ୍ୟ ପାଇଁ ରାମ_ଚନ୍ଦ୍ର (B+ve) ଭାଇ ନିଶ୍ଚିତ ରୂପେ ଆଜିର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇବେ।

⭕️❗️⭕️ ଜୟ ଜଗନ୍ନାଥ ⭕️❗️⭕️
🙏🏻 ବନ୍ଦେ ଉତ୍କଳ ଜନନୀ 🙏🏻

 #ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸  🦸 Saileshraj Pani ଯାଜପୁର ଜିଲ୍ଲା ଜାରକା ସ୍ଥିତ Shree Jagannath Multi Speciality ...
08/01/2026

#ରକ୍ତ_ଭଣ୍ଡାରରେ_ରକ୍ତ_ଅଭାବର_ସମସ୍ୟା_ସମାଧାନ🩸
🦸 Saileshraj Pani

ଯାଜପୁର ଜିଲ୍ଲା ଜାରକା ସ୍ଥିତ Shree Jagannath Multi Speciality Hospital ରେ #ଅର୍ଚ୍ଚନା_ବାରିକ ନାମକ ମହିଳାଙ୍କ ଏକ ଗୋଟିଏ O+ve ରକ୍ତ ଆଜି ସକାଳ ସମୟରେ ଆବଶ୍ୟକ ପଡ଼ିବାରୁ, ଏହି ଖବର ନୂଆ ଆଲୋକ ଅନୁଷ୍ଠାନର ଭାଇଙ୍କ ପାଖେ ପହଞ୍ଚିଥିଲା। ସଙ୍ଗେ ସଙ୍ଗେ #ବବୁଲୁ ଭାଇ, ରକ୍ତବୀର JAGAN_MOHANTY (O+ve) ଭାଇଙ୍କୁ ଜଣାଇଥିଲେ, କିନ୍ତୁ ଜଗନ୍ ଭାଇ ଖରାବେଳେ ଦେବେ ବୋଲି କହିବାରୁ DHH Jajpur Blood CENTRE ର Parthasarathi Puhan ସିରଙ୍କୁ ଅନୁରୋଧ କରିବାରୁ ARCHANA ଙ୍କୁ ରକ୍ତ ମିଳିପାରି ଥିଲା। ଏହା ପରେ ଖରାବେଳ ସମୟରେ ରକ୍ତ ଭଣ୍ଡରରେ JAGAN ଭାଇ ରକ୍ତଦାନ କରିଥିଲେ।

"ରକ୍ତଦାନ ଜୀବନ ଦାନ" ଉକ୍ତିକୁ ନିଜର ମୂଳମନ୍ତ୍ର ଭାବେ ଚିନ୍ତା କରି ଏହି ମହାନ କାର୍ଯ୍ୟ ପାଇଁ ଜଗନ (O+ve) ଭାଇ ନିଶ୍ଚିତ ରୂପେ ଆଜିର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇବେ।

⭕️❗️⭕️ ଜୟ ଜଗନ୍ନାଥ ⭕️❗️⭕️
🙏🏻 ବନ୍ଦେ ଉତ୍କଳ ଜନନୀ 🙏🏻

Address

At/Haripur Hat, Po-Kabirpur, Dist-Jajpur

755009

Alerts

Be the first to know and let us send you an email when Nua Alok ନୂଆ ଆଲୋକ posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Nua Alok ନୂଆ ଆଲୋକ:

  • Want your organization to be the top-listed Government Service?

Share