Lulu Bhai Nimapada

Lulu Bhai Nimapada I am not in Politics to earn Name,Fame,Money. I am here to uplift living standard of Poor People.

15/11/2025
14/10/2025
05/09/2025

ଗୋପ ଦର୍ପଣ ଭାଙ୍ଗି ଗଲା.... ମୋ ଅଜା ଚାଲିଗଲା

Dont Educate Gop Please Execute to resolve it.CMO Odisha
27/08/2025

Dont Educate Gop Please Execute to resolve it.
CMO Odisha

ବହୁତ୍ ଲୁଟିଲେଣି, ଏବେ ଆମେ ସଶକ୍ତ ଆମେ ସକ୍ଷମ ଆମେ ଚାହୁଁ ଆମ ଗୋପ।
15/04/2025

ବହୁତ୍ ଲୁଟିଲେଣି, ଏବେ ଆମେ ସଶକ୍ତ ଆମେ ସକ୍ଷମ ଆମେ ଚାହୁଁ ଆମ ଗୋପ।

03/10/2024

ନବୀନ ପଟ୍ଟନାୟକ ବିରୋଧରେ ଆସିଥିବା ବେଦାନ୍ତ ଜମି ଦୁର୍ନୀତି ର CBI ଯାଞ୍ଚ ପାଇଁ ଥିବା ନଥି ରେ କାଳେ ମାନ୍ୟବର ଦସ୍ତଖତ ମାରି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଦେବେ ସେଇଥିପାଇଁ ଭୋକ ବିକଳରେ ତାଟିଆ କାମୁଡିବା ଆରମ୍ଭ ହୋଇଛି। ଚୋର ଙ୍କ ସର୍ଦାର କୁ ସୁରକ୍ଷା ଦେବାକୁ ଗଣ୍ଡା ଗଣ୍ଡା ଗେଣ୍ଡା ବଂଶଜ ଆର୍ତ୍ତଚିତ୍କାର କରିବା ଆରମ୍ଭ କରିଛନ୍ତି।

ପୁରୀ ଜିଲ୍ଲା ର ଚାଷୀ ଙ୍କ ବିଭିନ୍ନ ସମସ୍ୟା ସବୁ କୁ ନେଇ ଆଜି ଜିଲ୍ଲା କୃଷି ମୂଖ୍ୟ ଅଧିକାରୀ ଙ୍କୁ ଭେଟି ଆଲୋଚନା କରିବା ସହ ପୁରୀ ସ୍ଥିତ ଶ୍ରୀ...
17/09/2024

ପୁରୀ ଜିଲ୍ଲା ର ଚାଷୀ ଙ୍କ ବିଭିନ୍ନ ସମସ୍ୟା ସବୁ କୁ ନେଇ ଆଜି ଜିଲ୍ଲା କୃଷି ମୂଖ୍ୟ ଅଧିକାରୀ ଙ୍କୁ ଭେଟି ଆଲୋଚନା କରିବା ସହ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରାଙ୍ଗଣରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ।

24/05/2024

ସଂପୂର୍ଣ୍ଣ ମିଛ କହୁଚି ବିଜେଡ଼ି, ମୋଦୀଙ୍କ ଅନୁଦାନ ରାଶି ଏବଂ ଯୋଜନା କୁ ନିଜ ନାଁ ରେ ଭୁଆଁ ବୁଲେଇ, ପର ତିଅଣ ନିଜେ କରିଦେଉଛି କହି, ନିଜ ପିଠି ନିଜେ ଥାପୁଡେଇ ଓଡ଼ିଆଙ୍କୁ ଭଣ୍ଡାଇଛି ନବୀନ।ତେଣୁ ମୋ ଭୋଟ ଦେଶର ପ୍ରଧାନସେବକଙ୍କ ଉପରେ ବିଶ୍ୱାସ ରଖି ପଦ୍ମ କୁ ଦେବି।

16/05/2024

ଗଧର ପିଠିରେ ନାଉ ହୋଇ କେତେ ନିଜେ ନିଜ ରାଜନୈତିକ ରୁଟି ସେକିବାରେ ବ୍ୟସ୍ତ ! ବାଃବାଃ ରେ କଜଳ ପାତିଆ ଭଦ୍ରଲୋକ!
୧୫ ବର୍ଷ ସଂଗ୍ରାମରେ ସାମିଲ ନଥିବା କଇଁଛ ଏବେ ସୁବିଧା ଦେଖି କାଢୁଛି ବେକ! ଏକ ଦେବି ଚୋଟ, ନାଳ କୂଳେ କରି ରହିବ ଘର।

Address

Nimapada
Odisha
752110

Telephone

+918763666554

Website

Alerts

Be the first to know and let us send you an email when Lulu Bhai Nimapada posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Lulu Bhai Nimapada:

Share