HELp INDIA

HELp INDIA Help India, Non Government Organisation (𝗧𝗿𝘂𝘀𝘁) 𝗙𝗼𝘂𝗻𝗱𝗲𝗱 - 2018 𝗙𝗼𝘂𝗻𝗱𝗲𝗿 - Mr Prasanta Kumar Mohanty

01/06/2026

Date - 23.05.2026

#ପାଣି_ପାଇଁ_କଲବଲ_ଦୁଆରଶୁଣି_ଭଞ୍ଜସହି_ଗ୍ରାମ_ବାସି

ଦୁଆରଶୁଣି ଭଞ୍ଜସାହି - ଗ୍ରାମ, କୋଡିପସା - ପଞ୍ଚାୟତ, ବାଂଶପାଳ - ବ୍ଲକ, ଜିଲ୍ଲା - କେନ୍ଧୁଝର | ପାଣି ଓ ରୋଡ ଦୀର୍ଘ ବର୍ଷ ଦେବ ଦୁଆରଶୁଣି ଗ୍ରାମର ଲୋକ ମାନେ ସଂଘର୍ଷ କରି ଥକି ଗଲଣି | କଣ ଆମ ଆଦିବାସୀ ଭାଇ ଓ ଭଉଣୀ ମାନେ ନିଜର ମୌଳିକ ସୁବିଧା ପାପପାରିବେ ନାହିଁ | ଏହି ଗାଁକୁ ଯେତେ ବେଳେ ଆମ ଟିମ ଯାଇଥିଲା ଲୋକ ମାନଙ୍କର ଦୁଃଖ ଦେଖି ବହୁତ ଦୁଃଖ ଲାଗିଥିଲା | ଏହି ଭିଡ଼ିଓ ମଧ୍ୟମରେ #ଓଡିଶା_ସରକାର ଓ ଆମ ପ୍ରିୟ #ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ #ମୋହନ_ଚରଣ_ମାଝୀ ସର ଙ୍କୁ ଏତିକି ଅନୁରୋଧ ଏହି ନିରୀହ ଆଦିବାସୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ | ଗାଁକୁ ପାଣି ଓ ରୋଡ ନିଁଛିତ ଯୋଗାଇ ଦେବା ପାଇଁ |
===================================
Sad reality of Duarasuni Bhanja Sahi - Village , Kodipasa - Gram Panchayat , Bansapal - Block , Keonjhar , In this 21st century people are living like No road , Water , Plz govt look at this matter

Mohan Charan Majhi CMO Odisha PMO India President of India Sangram Mohapatra Sailendra Aruk Administration Keonjhar,Odisha

29/05/2026

Date - 22.05.2026

#ବୃଦ୍ଧା_ବୟସରେ_ମା_ଆଖିରେ_ଝରୁଛି_ଲୁହ
୍ଷ_ହେଲା_କଟି_ଯାଇଛି_ରାସନ_କାର୍ଡ

Mangali Bhumija family From Duarasuni - Village , Kodipasa - Panchayat , Bansapal-Block , Keonjhar. The poor tribal people have been running for ration card for 10 years and now the whole family is suffering in grief. Seeing the tears in the eyes of the mother in her old age.The sad thing is that the mother does not even have a house to live in. Plz help her Request to govt. kindly Provide Ration Card & a roof for the House in this Family.

CMO Odisha PMO India Mohan Charan Majhi Narendra Modi President of India

29/05/2026

Date - 22.05.2026

𝗖𝗹𝗼𝘁𝗵, 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗝𝘂𝗮𝗻𝗴 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗗𝘂𝗮𝗿𝗮𝘀𝘂𝗻𝗶 𝗕𝗵𝗮𝗻𝗷𝗮𝘀𝗮𝗵𝗶 - 𝗩𝗶𝗹𝗹𝗮𝗴𝗲, 𝗞𝗼𝗱𝗶𝗽𝗮𝘀𝗮 - 𝗚𝗿𝗮𝗺 𝗣𝗮𝗻𝗰𝗵𝗮𝘆𝗮𝘁 , 𝗕𝗮𝗻𝘀𝗮𝗽𝗮𝗹 - 𝗕𝗹𝗼𝗰𝗸, 𝗗𝗶𝘀𝘁 - 𝗞𝗲𝗼𝗻𝗷𝗵𝗮𝗿

#ଦୁଆରଶୁଣି_ଭଞ୍ଜସହି - ଗ୍ରାମ, #କୋଡିପସା - ପଞ୍ଚାୟତ, #ବାଂଶପାଳ - ବ୍ଲକ, #କେନ୍ଧୁଝର - ଜିଲ୍ଲା | ଓଡ଼ିଶାର ସବୁଠାରୁ ଧନୀ ଜିଲ୍ଲା କେନ୍ଧୁଝର | ଆଜି ଏହି ମାଟି ରୁ ଆମ ରାଜ୍ୟ ଓ ଦେଶ ଚାଲିଛି କିନ୍ତୁ ଏଠାରେ ରହୁଥିବା ଆଦିବାସୀ ଲୋକ ମାନଙ୍କର ଅବସ୍ଥା ବହୁତ ଖରାପ | ଏହି ଗ୍ରାମରେ ରହୁଥିବା ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ପାଦଚଲା କଠିନ ରାସ୍ତା ଦେଇ 1km ଚାଲି ଚାଲି ଯିବା ପରେ ଆମ ଟିମ ପହଁଚିଥିଲୁ ଦୁଆରଶୁଣି ଭଞ୍ଜସହି- ଗ୍ରାମରେ | ଲୋକଙ୍କ ଅବସ୍ଥା ବିଷୟରେ କିଛି ନକହିବା ଭଲ | ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ବହୁତ ଦୂରରେ ଏହି ଗ୍ରାମ | ଗାଁ କୁ ଯିବା ପାଇଁ ରୋଡ ବିଷୟରେ ନକହିବା ଭଲ | ଯଦି ରୋଗୀର ଅବସ୍ଥା ସଂକଟପୂର୍ଣ ତାହାଲେ ଖଟିଆ ଭରଷା ଗାଁକୁ ଭଲ ରୋଡ ଟିଏ ନଥିବାରୁ ରୋଗୀ କୁ ବୋହିକି ନେବାକୁ ପଡୁଛି ବୋଲି ଗାଁ ଲୋକ ମାନେ କହୁଛନ୍ତି | ଆଉ ଗୋଟିଏ ବଡ ସମସ୍ୟା ହେଲା ପାଣି ଗାଁରେ ନାଳ କୂଅ ନଥିବାରୁ ଗାଁ ଲୋକ ମାନେ ଛୋଟ ଖାଲରୁ ପାଣି ପିଉଛନ୍ତି ଏହି ପାଇବା ଦ୍ୱାରା ବିଭିନ୍ନ ରୋଗର ଶିକାର ହେଉଛନ୍ତି ଏହି ଗ୍ରାମ ବସି ଲୋକ ମାନେ ଯଥା କିଡ଼ନୀ ଓ ସ୍କ୍ରିନ ରୋଗ ପୀଡିତ ହେଉଛନ୍ତି | ଗାଁର ଲୋକ ମାନେ କହିବା କଥା ଏହି ବିଷୟରେ ସରକାର ଙ୍କୁ ଦୀର୍ଘ ବର୍ଷ ହେବ ଜଣାଇ ଆସୁଛୁ କିନ୍ତୁ ଗାଁକୁ ନା ହୋଇ ପାରୁଛି ରୋଡ ନା ପାନୀୟ ଜଳର ସୁବିଧା, କହିକହି ଥକି ଗଲୁଣି ବୋଲି କହିଛନ୍ତି ଗ୍ରାମ ବସିର ମା, ମଉସା ମାନେ ଆମ ଟିମକୁ ଜଣାଇଛନ୍ତି | ଆମ ଟିମ ତରଫରୁ ସରକାର ଙ୍କୁ ବିନୀତ ଅନୁରୋଧ ଏହି ସମସ୍ୟା ବିଷୟରେ ଦୃଢ କାଯ୍ୟନୁଷ୍ଠାନ ନେଇ ଗାଁକ ର ଲୋକ ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ଆମ ଟିମ ର ଆସ ରହିଛି |ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚିଥିଲା | ରୋଜଗାର ବୋଲି କିଛି ନାହିଁ ଲୋକ ମାନେ ଭତା କୁ ଲୁଣ ଖାଉଛନ୍ତି | ଏହା ଦେଖି ବହୁତ ଦୁଃଖ ଲାଗିଥିଲା | ଏଥିପ୍ରତି ଆମ ସରକାର ଙ୍କୁ ଟିକିଏ ଧନ୍ୟଦେବା ପାଇଁ ଅନୁରୋଧ |

Date - 26.05.2026 #ଆଜି_misson_Success_ହୋଇଛି 3 ମା ପିଲା ଛେଉଣ୍ଡ ପିଲା ମାନଙ୍କୁ ସହଯୋଗ ର ହାତ ବଢ଼ାଇଲା କେନ୍ଦୁଝର ଜିଲ୍ଲା ପ୍ରଶାସନ | ଏ...
26/05/2026

Date - 26.05.2026

#ଆଜି_misson_Success_ହୋଇଛି

3 ମା ପିଲା ଛେଉଣ୍ଡ ପିଲା ମାନଙ୍କୁ ସହଯୋଗ ର ହାତ ବଢ଼ାଇଲା କେନ୍ଦୁଝର ଜିଲ୍ଲା ପ୍ରଶାସନ | ଏବେ ସରକାର ଙ୍କର Child Line ସହଯୋଗରେ ରହିବା, ଖାଇବା ଓ ପାଠ ପଢିବେ 3 ପିଲା | ଭଗବାନ ପିଲାମାନଙ୍କୁ ଆଶ୍ରିବାଦ କରନ୍ତୁ ସେ ଯେମିତି ଭଲ ମଣିଷ ହୋଇ ଏହି ସମାଜରେ ନିଜେ ନିଜର ପରିଚୟ ସୃଷ୍ଟି କରନ୍ତୁ |

Date - 22.05.2026     𝗖𝗹𝗼𝘁𝗵, 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗝𝘂𝗮𝗻𝗴 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁  𝗗𝘂𝗮𝗿𝗮𝘀𝘂𝗻𝗶 𝗕𝗵𝗮𝗻𝗷𝗮𝘀𝗮𝗵𝗶...
25/05/2026

Date - 22.05.2026

𝗖𝗹𝗼𝘁𝗵, 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗝𝘂𝗮𝗻𝗴 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁
𝗗𝘂𝗮𝗿𝗮𝘀𝘂𝗻𝗶 𝗕𝗵𝗮𝗻𝗷𝗮𝘀𝗮𝗵𝗶 - 𝗩𝗶𝗹𝗹𝗮𝗴𝗲, 𝗞𝗼𝗱𝗶𝗽𝗮𝘀𝗮 - 𝗚𝗿𝗮𝗺 𝗣𝗮𝗻𝗰𝗵𝗮𝘆𝗮𝘁 , 𝗕𝗮𝗻𝘀𝗮𝗽𝗮𝗹 - 𝗕𝗹𝗼𝗰𝗸, 𝗗𝗶𝘀𝘁 - 𝗞𝗲𝗼𝗻𝗷𝗵𝗮𝗿

#ଦୁଆରଶୁଣି_ଭଞ୍ଜସହି - ଗ୍ରାମ, #କୋଡିପସା - ପଞ୍ଚାୟତ, #ବାଂଶପାଳ - ବ୍ଲକ, #କେନ୍ଧୁଝର - ଜିଲ୍ଲା | ଓଡ଼ିଶାର ସବୁଠାରୁ ଧନୀ ଜିଲ୍ଲା କେନ୍ଧୁଝର | ଆଜି ଏହି ମାଟି ରୁ ଆମ ରାଜ୍ୟ ଓ ଦେଶ ଚାଲିଛି କିନ୍ତୁ ଏଠାରେ ରହୁଥିବା ଆଦିବାସୀ ଲୋକ ମାନଙ୍କର ଅବସ୍ଥା ବହୁତ ଖରାପ | ଏହି ଗ୍ରାମରେ ରହୁଥିବା ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ପାଦଚଲା କଠିନ ରାସ୍ତା ଦେଇ 1km ଚାଲି ଚାଲି ଯିବା ପରେ ଆମ ଟିମ ପହଁଚିଥିଲୁ ଦୁଆରଶୁଣି ଭଞ୍ଜସହି- ଗ୍ରାମରେ | ଲୋକଙ୍କ ଅବସ୍ଥା ବିଷୟରେ କିଛି ନକହିବା ଭଲ | ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ବହୁତ ଦୂରରେ ଏହି ଗ୍ରାମ | ଗାଁ କୁ ଯିବା ପାଇଁ ରୋଡ ବିଷୟରେ ନକହିବା ଭଲ | ଯଦି ରୋଗୀର ଅବସ୍ଥା ସଂକଟପୂର୍ଣ ତାହାଲେ ଖଟିଆ ଭରଷା ଗାଁକୁ ଭଲ ରୋଡ ଟିଏ ନଥିବାରୁ ରୋଗୀ କୁ ବୋହିକି ନେବାକୁ ପଡୁଛି ବୋଲି ଗାଁ ଲୋକ ମାନେ କହୁଛନ୍ତି | ଆଉ ଗୋଟିଏ ବଡ ସମସ୍ୟା ହେଲା ପାଣି ଗାଁରେ ନାଳ କୂଅ ନଥିବାରୁ ଗାଁ ଲୋକ ମାନେ ଛୋଟ ଖାଲରୁ ପାଣି ପିଉଛନ୍ତି ଏହି ପାଇବା ଦ୍ୱାରା ବିଭିନ୍ନ ରୋଗର ଶିକାର ହେଉଛନ୍ତି ଏହି ଗ୍ରାମ ବସି ଲୋକ ମାନେ ଯଥା କିଡ଼ନୀ ଓ ସ୍କ୍ରିନ ରୋଗ ପୀଡିତ ହେଉଛନ୍ତି | ଗାଁର ଲୋକ ମାନେ କହିବା କଥା ଏହି ବିଷୟରେ ସରକାର ଙ୍କୁ ଦୀର୍ଘ ବର୍ଷ ହେବ ଜଣାଇ ଆସୁଛୁ କିନ୍ତୁ ଗାଁକୁ ନା ହୋଇ ପାରୁଛି ରୋଡ ନା ପାନୀୟ ଜଳର ସୁବିଧା, କହିକହି ଥକି ଗଲୁଣି ବୋଲି କହିଛନ୍ତି ଗ୍ରାମ ବସିର ମା, ମଉସା ମାନେ ଆମ ଟିମକୁ ଜଣାଇଛନ୍ତି | ଆମ ଟିମ ତରଫରୁ ସରକାର ଙ୍କୁ ବିନୀତ ଅନୁରୋଧ ଏହି ସମସ୍ୟା ବିଷୟରେ ଦୃଢ କାଯ୍ୟନୁଷ୍ଠାନ ନେଇ ଗାଁକ ର ଲୋକ ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ଆମ ଟିମ ର ଆସ ରହିଛି |ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚିଥିଲା | ରୋଜଗାର ବୋଲି କିଛି ନାହିଁ ଲୋକ ମାନେ ଭତା କୁ ଲୁଣ ଖାଉଛନ୍ତି | ଏହା ଦେଖି ବହୁତ ଦୁଃଖ ଲାଗିଥିଲା | ଏଥିପ୍ରତି ଆମ ସରକାର ଙ୍କୁ ଟିକିଏ ଧନ୍ୟଦେବା ପାଇଁ ଅନୁରୋଧ |

@

24/05/2026

Date - 22.05.2026
#କାଁହୁ_ଜୁଆଙ୍ଗ_ଙ୍କ_ଶୁଦ୍ଧିକ୍ରିୟା_ପାଇଁ_ସହଯୋଗର_ହାତ_ବଢ଼ାଇଲା_ହେଲ୍ପ_ଇଣ୍ଡିଆ_ଟିମ

କାଁହୁ ଜୁଆଙ୍ଗ, #ଠିକଣା - ଦୁଆରଶୁଣି - ଗ୍ରାମ, କୋଡିପସା - ପଞ୍ଚାୟତ, ବାଂଶପାଳ - ବ୍ଲକ, ଜିଲ୍ଲା - କେନ୍ଧୁଝର | ହେଲ୍ପ ଇଣ୍ଡିଆ ଟିମ ତରଫରୁ ତାଙ୍କ ଶୁଦ୍ଧିକ୍ରିୟା ପାଇଁ - 21.602 ଟଙ୍କା ପ୍ରଦାନ କରାଯିବା ସହିତ ପିଲା ମାନଙ୍କ ପାଇଁ ନୂଆ ଡ୍ରେସ, ଛପଲ, ସ୍କୁଲ ବାଗ ପ୍ରଦାନ କରାଯାଇଛି | ଶୁଦ୍ଧିକ୍ରିୟା ପାଇଁ ବହୁତ ଅସୁବିଧା ଖବର ଆମ କାନ୍ଧୁଝର ହେଲ୍ପ ଇଣ୍ଡିଆ ସଦସ୍ୟ ଶଲେନ୍ଦ୍ର ଭାଇ ଜଣାଇଲାକି | ଟଙ୍କା ଅଭାବ ହେତୁ ତାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କ ଘର କରିବା ପାଇଁ ରଖିଥିବା ଇଟା ଓ ଜମି ବନ୍ଧା ପକାଇବା ପାଇଁ ସେ ଚିନ୍ତା କରିଛନ୍ତି | ଆଦିବାସୀ ପରମ୍ପରା ଅନୁଯାଇ ଶୁଦ୍ଧିକ୍ରିୟା କରିବା ବାଧ୍ୟ | କିନ୍ତୁ ଶୁଦ୍ଧିକ୍ରିୟା ପାଇଁ ଅର୍ଥ ସାଜିଛି ବାଧକ | ଏହି ଖବର ଜାଣିଲା ପରେ ହେଲ୍ପ ଇଣ୍ଡିଆ ଟିମ ତରଫରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି | ମା ଓ ବାପା ଛେଉଣ୍ଡ 3 ପାଲମାନଙ୍କୁ ଶୁଦ୍ଧିକ୍ରିୟା ସାରିବା ପରେ ଓଡ଼ିଆ ସରକାର ଙ୍କ child Line କୁ ହସ୍ତାନ୍ତର କରାଯିବା ପାଇଁ କଥାବାର୍ତା କରାଯାଇଛି | ବାପା ଇ ମା ଛେଉଣ୍ଡ ପିଲା ମାନଙ୍କର ଭବିଷ୍ୟତ ପାଇଁ ହେଲ୍ପ ଇଣ୍ଡିଆ ସବୁପ୍ରକାର ସହଯୋଗ ଜଗାଇବା ପାଇଁ ପ୍ରତିଶୃତି ଦେଇଛି |

@@

Date - 22.05.2026  #କାଁହୁ_ଜୁଆଙ୍ଗ_ଙ୍କ_ଶୁଦ୍ଧିକ୍ରିୟା_ପାଇଁ_ସହଯୋଗର_ହାତ_ବଢ଼ାଇଲା_ହେଲ୍ପ_ଇଣ୍ଡିଆ_ଟିମ କାଁହୁ ଜୁଆଙ୍ଗ,  #ଠିକଣା - ଦୁଆରଶୁ...
23/05/2026

Date - 22.05.2026
#କାଁହୁ_ଜୁଆଙ୍ଗ_ଙ୍କ_ଶୁଦ୍ଧିକ୍ରିୟା_ପାଇଁ_ସହଯୋଗର_ହାତ_ବଢ଼ାଇଲା_ହେଲ୍ପ_ଇଣ୍ଡିଆ_ଟିମ

କାଁହୁ ଜୁଆଙ୍ଗ, #ଠିକଣା - ଦୁଆରଶୁଣି - ଗ୍ରାମ, କୋଡିପସା - ପଞ୍ଚାୟତ, ବାଂଶପାଳ - ବ୍ଲକ, ଜିଲ୍ଲା - କେନ୍ଧୁଝର | ହେଲ୍ପ ଇଣ୍ଡିଆ ଟିମ ତରଫରୁ ତାଙ୍କ ଶୁଦ୍ଧିକ୍ରିୟା ପାଇଁ - 21.602 ଟଙ୍କା ପ୍ରଦାନ କରାଯିବା ସହିତ ପିଲା ମାନଙ୍କ ପାଇଁ ନୂଆ ଡ୍ରେସ, ଛପଲ, ସ୍କୁଲ ବାଗ ପ୍ରଦାନ କରାଯାଇଛି | ଶୁଦ୍ଧିକ୍ରିୟା ପାଇଁ ବହୁତ ଅସୁବିଧା ଖବର ଆମ କାନ୍ଧୁଝର ହେଲ୍ପ ଇଣ୍ଡିଆ ସଦସ୍ୟ ଶଲେନ୍ଦ୍ର ଭାଇ ଜଣାଇଲାକି | ଟଙ୍କା ଅଭାବ ହେତୁ ତାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କ ଘର କରିବା ପାଇଁ ରଖିଥିବା ଇଟା ଓ ଜମି ବନ୍ଧା ପକାଇବା ପାଇଁ ସେ ଚିନ୍ତା କରିଛନ୍ତି | ଆଦିବାସୀ ପରମ୍ପରା ଅନୁଯାଇ ଶୁଦ୍ଧିକ୍ରିୟା କରିବା ବାଧ୍ୟ | କିନ୍ତୁ ଶୁଦ୍ଧିକ୍ରିୟା ପାଇଁ ଅର୍ଥ ସାଜିଛି ବାଧକ | ଏହି ଖବର ଜାଣିଲା ପରେ ହେଲ୍ପ ଇଣ୍ଡିଆ ଟିମ ତରଫରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି | ମା ଓ ବାପା ଛେଉଣ୍ଡ 3 ପାଲମାନଙ୍କୁ ଶୁଦ୍ଧିକ୍ରିୟା ସାରିବା ପରେ ଓଡ଼ିଆ ସରକାର ଙ୍କ child Line କୁ ହସ୍ତାନ୍ତର କରାଯିବା ପାଇଁ କଥାବାର୍ତା କରାଯାଇଛି | ବାପା ଇ ମା ଛେଉଣ୍ଡ ପିଲା ମାନଙ୍କର ଭବିଷ୍ୟତ ପାଇଁ ହେଲ୍ପ ଇଣ୍ଡିଆ ସବୁପ୍ରକାର ସହଯୋଗ ଜଗାଇବା ପାଇଁ ପ୍ରତିଶୃତି ଦେଇଛି |

@@

20/05/2026

Date - 11.05.2026

#ଆସନ୍ତୁ_ଜନ୍ମଦିନରେ_କିଛି_ନୂଆ_କରିବା

#ଅର୍ପିତା_ଭଉଣୀ ନିଜ ଜନ୍ମଦିନ କୁ ଯାକ ଯମକରେ ପାଳନ ନକରି | ତାଙ୍କ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି | ଜନ୍ମଦିନରେ cake କାଟିବା ସହିତ 4 ଜଣ ଭିର୍ନ୍ନକ୍ଷମ ଲୋକଙ୍କୁ Tricycle ପ୍ରଦାନ କରିବା ସହିତ ଛୋଟ ପିଲା ଓ ମା ମାନଙ୍କୁ ଡ୍ରେସ ପ୍ରଦାନ କରିଛନ୍ତି | ନିଜ ଜନ୍ମଦିନ କୁ ଯଦି ସମସ୍ତେ ଏମିତି ପାଳନ କରନ୍ତେ ଆମ ସମାଜରେ ବହୁତ ପରିବର୍ତନ ହୋଇପାରନ୍ତା | ଆମ ଟିମ ତରଫରୁ #ଅର୍ପିତା_ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଭଗବାନ ଜଗନ୍ନାଥ ତାଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ ଏତିକି ପ୍ରଭୁଙ୍କ ନିକଟରେ ପାର୍ଥନା | ଆସନ୍ତୁ ସଂକଳ୍ପ ନେବା ଜନ୍ମଦିନରେ କିଛି ନୂଆ କରିବା ପାଇଁ
===================================
Arpita sister celebrated her birthday without any fuss. She celebrated her birthday in a unique way. Along with cutting a cake on her birthday, she also gifted tricycles to 4 differently-abled people and dresses to small children and mothers. If everyone celebrated their birthday like this, there would be a lot of change in our society. On behalf of our team, we thank Arpita sister immensely, may Lord Jagannath fill her life with happiness. Let's make a resolution to do something new on her birthday.

Date - 11.05.2026 #ଆସନ୍ତୁ_ଜନ୍ମଦିନରେ_କିଛି_ନୂଆ_କରିବା  #ଅର୍ପିତା_ଭଉଣୀ ନିଜ ଜନ୍ମଦିନ କୁ ଯାକ ଯମକରେ ପାଳନ ନକରି | ତାଙ୍କ ଜନ୍ମଦିନ କୁ ...
13/05/2026

Date - 11.05.2026

#ଆସନ୍ତୁ_ଜନ୍ମଦିନରେ_କିଛି_ନୂଆ_କରିବା

#ଅର୍ପିତା_ଭଉଣୀ ନିଜ ଜନ୍ମଦିନ କୁ ଯାକ ଯମକରେ ପାଳନ ନକରି | ତାଙ୍କ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି | ଜନ୍ମଦିନରେ cake କାଟିବା ସହିତ 4 ଜଣ ଭିର୍ନ୍ନକ୍ଷମ ଲୋକଙ୍କୁ Tricycle ପ୍ରଦାନ କରିବା ସହିତ ଛୋଟ ପିଲା ଓ ମା ମାନଙ୍କୁ ଡ୍ରେସ ପ୍ରଦାନ କରିଛନ୍ତି | ନିଜ ଜନ୍ମଦିନ କୁ ଯଦି ସମସ୍ତେ ଏମିତି ପାଳନ କରନ୍ତେ ଆମ ସମାଜରେ ବହୁତ ପରିବର୍ତନ ହୋଇପାରନ୍ତା | ଆମ ଟିମ ତରଫରୁ #ଅର୍ପିତା_ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଭଗବାନ ଜଗନ୍ନାଥ ତାଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ ଏତିକି ପ୍ରଭୁଙ୍କ ନିକଟରେ ପାର୍ଥନା | ଆସନ୍ତୁ ସଂକଳ୍ପ ନେବା ଜନ୍ମଦିନରେ କିଛି ନୂଆ କରିବା ପାଇଁ
===================================
Arpita sister celebrated her birthday without any fuss. She celebrated her birthday in a unique way. Along with cutting a cake on her birthday, she also gifted tricycles to 4 differently-abled people and dresses to small children and mothers. If everyone celebrated their birthday like this, there would be a lot of change in our society. On behalf of our team, we thank Arpita sister immensely, may Lord Jagannath fill her life with happiness. Let's make a resolution to do something new on her birthday.

Address

At/sijuput, Po/ps/tamando, Bhubaneswar, Dist/khordha
Odisha
751028

Telephone

+919938477888

Website

Alerts

Be the first to know and let us send you an email when HELp INDIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to HELp INDIA:

Share

Category