I Support Iswar Panigrahi

I Support Iswar Panigrahi Er. Iswar Chandra Panigrahi, President Biju Janta Dal Koraput, Ex- Housing Planning Board Member, Ex- Chairman Odisha Seeds Corporatioin

ଅନ୍ତରରୁ ଆଶୀର୍ବାଦ, ହୃଦୟରୁ ଭଲପାଇବା। ନବୀନଙ୍କ ସେବାନୀତିକୁ ପୂରା କରିବାର ସଂକଳ୍ପ ନେଇ ଆଗେଇ ଚାଲିଛନ୍ତି ସଭିଏଁ।
17/06/2023

ଅନ୍ତରରୁ ଆଶୀର୍ବାଦ, ହୃଦୟରୁ ଭଲପାଇବା। ନବୀନଙ୍କ ସେବାନୀତିକୁ ପୂରା କରିବାର ସଂକଳ୍ପ ନେଇ ଆଗେଇ ଚାଲିଛନ୍ତି ସଭିଏଁ।

ନବୀନ' ସ୍ପର୍ଶରେ ବଦଳିବ କନ୍ଧମାଳର କଳେବର। ଲେଖାଯିବ ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ।
17/06/2023

ନବୀନ' ସ୍ପର୍ଶରେ ବଦଳିବ କନ୍ଧମାଳର କଳେବର। ଲେଖାଯିବ ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ।


ବିକାଶ ପଥେ ଯୋରନ୍ଦା
27/05/2023

ବିକାଶ ପଥେ ଯୋରନ୍ଦା

କୋରାପୁଟ ଜିଲ୍ଲା ର ଗର୍ବ ଓ ଗୌରବ ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଆମ ସମସ୍ତ ଙ୍କ ପ୍ରିୟ ଈଶ୍ୱର ଭାଇନା lଇଏ ଜଣେ ସମର୍ଥକ ଙ୍କ ମୁହଁ ରୁ ପଦେ......
07/05/2023

କୋରାପୁଟ ଜିଲ୍ଲା ର ଗର୍ବ ଓ ଗୌରବ
ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଆମ ସମସ୍ତ ଙ୍କ ପ୍ରିୟ ଈଶ୍ୱର ଭାଇନା l

ଇଏ ଜଣେ ସମର୍ଥକ ଙ୍କ ମୁହଁ ରୁ ପଦେ...

(ଭାଷା ଆପଣଙ୍କର ଉପସ୍ଥାପନା ମାଧ୍ୟମ ଆମର )

ସୌଜନ୍ୟ - ଟି୍ମ ଈଶ୍ୱର ପାଣିଗ୍ରାହୀ

05/05/2023
ଆନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ବିଶ୍ୱ ଅଗଣିତ ମାତୃଶକ୍ତିଙ୍କୁ ମୋର ଆନ୍ତରିକ ପ୍ରଣାମ ।
08/03/2023

ଆନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ବିଶ୍ୱ ଅଗଣିତ ମାତୃଶକ୍ତିଙ୍କୁ ମୋର ଆନ୍ତରିକ ପ୍ରଣାମ ।

ପବିତ୍ର ରଙ୍ଗର ପର୍ବ ହୋଲି ଉପଲକ୍ଷେ କୋରାପୁଟ ଜିଲ୍ଲା ର ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଶ୍ରୀ ଜଗନ୍ନାଥଙ୍କ ଅପାର କୃପା ...
08/03/2023

ପବିତ୍ର ରଙ୍ଗର ପର୍ବ ହୋଲି ଉପଲକ୍ଷେ କୋରାପୁଟ ଜିଲ୍ଲା ର ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଶ୍ରୀ ଜଗନ୍ନାଥଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ।

Address

Koraput
764020

Website

Alerts

Be the first to know and let us send you an email when I Support Iswar Panigrahi posts news and promotions. Your email address will not be used for any other purpose, and you can unsubscribe at any time.

Share