Pranabandhu Behera

Pranabandhu Behera Digital secretary of Biju Janata Dala Bansapala block
IT cordinator BCJD Keonjhar
Ycmsm representative of Biju Janata Dala Odisha

03/08/2024
Humble tributes to great freedom fighter, Lokmanya   on his birth anniversary. He was people’s leader and played a pivot...
23/07/2024

Humble tributes to great freedom fighter, Lokmanya on his birth anniversary. He was people’s leader and played a pivotal role in India's struggle for independence. His exemplary contribution to ignite the spirit of patriotism among countrymen will be remembered for ever.

21/07/2024

ପବିତ୍ର ଗୁରୁ ପୂର୍ଣ୍ଣିମାରେ ସମସ୍ତ ଗୁରୁଙ୍କୁ ମୋର ସମ୍ମାନ ଜଣାଉଛି। ଜୀବନକୁ ଆଲୋକିତ କରିବାରେ ଆପଣମାନଙ୍କ ତ୍ୟାଗ ଓ ଅବଦାନ ଅମୂଲ୍ୟ। ଆପଣମାନଙ୍କ ଆଶିଷ ମୋର ପୁଞ୍ଜି, ଏହି ପବିତ୍ର ଅବସରରେ ମୋର ସମସ୍ତ ଗୁରୁଙ୍କୁ ପ୍ରଣାମ ଜଣାଉଛି।

ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଜୁ ଜନତା ଦଳ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ କଳ...
18/07/2024

ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଜୁ ଜନତା ଦଳ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିବ। ଏଥିପାଇଁ ବିରୋଧୀ ଦଳ ନେତା ଶ୍ରୀ Naveen Patnaik ବିଜୁ ଜନତା ଦଳର ୫୦ ଜଣ ନିର୍ବାଚିତ ସଦସ୍ୟଙ୍କୁ ନିମ୍ନ ସୂଚୀ ଅନୁଯାୟୀ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ Er Pranabandhu Titu Pranabandhu titu
24/09/2023

ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ Er Pranabandhu Titu Pranabandhu titu

ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ  ସାମାଜିକ ଗଣମାଧ୍ୟମ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ର...
16/01/2023

ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ସାମାଜିକ ଗଣମାଧ୍ୟମ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଡକ୍ଟର: ବ୍ୟୋମକେଶ ରାୟ (ବାପି ଭାଇ) , ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠି (ଟୁବୁ ଭାଇ) , ଯୁବୁ ଛାତ୍ର ବ୍ୟାପାର ଶ୍ରୀଯୁକ୍ତ ପ୍ରଣବ ବଳବନ୍ତ ରାୟଙ୍କ (ଜିତୁ ଭାଇ) , ରାଜ୍ୟ ସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ,ରାଜ୍ୟ ବିଜୁ ଜନତା ଦଳ ର ସୋସିଆଲ ମିଡ଼ିଆ ସଂଯୋଜକ ତଥା ଗଣମାଧ୍ୟମ ପ୍ରବକ୍ତା ଶ୍ରୀଯୁକ୍ତ ସ୍ୱୟଂ ପ୍ରକାଶ ମହାପାତ୍ର ଭାଇ ଯୋଗ ଦେଇ କର୍ମକର୍ତା ମାନଙ୍କୁ ଉତ୍ସାହିତ କରିଥଲେ।
ଆମ ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମ ରେ ଆପଣଙ୍କ ବହୁ ମୂଲ୍ୟ ସମୟ ଦେଇଥିବାର ବିଜୁ ଜନତା ଦଳ ର ସୋସିଆଲ ମିଡିଆ ଟିମ୍ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ କରୁଛୁ।

24/09/2022
Congratulations to all
22/08/2022

Congratulations to all

କେନ୍ଦୁଝର ଜିଲ୍ଲା ରେ ଯଦି ଆଜି ବିଜୁ ଛାତ୍ର ଜନତା ଦଳ ସୁଦୃଢ ହୋଇ ପାରିଛି ତା ହେଲେ କେବଳ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ଆଶିଷ କୁମାର ଆଚାର୍...
30/05/2022

କେନ୍ଦୁଝର ଜିଲ୍ଲା ରେ ଯଦି ଆଜି ବିଜୁ ଛାତ୍ର ଜନତା ଦଳ ସୁଦୃଢ ହୋଇ ପାରିଛି ତା ହେଲେ କେବଳ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ଆଶିଷ କୁମାର ଆଚାର୍ଯ୍ୟ ଙ୍କ ନେତୃତ୍ବରେ ଦୀର୍ଘ ଦିନ ଧରି ତାଙ୍କ ପ୍ରଚେଷ୍ଟା ତଥା ଦଳ ପାଇଁ ତ୍ୟାଗ ବଳିଦାନ ର ସୁଫଳ ଆମ ଜିଲ୍ଲା ପାଇଁ ଇତିହାସ ସୃଷ୍ଟି କରେଈ ପାରିଛନ୍ତି । ଯଦି ବି ଆଜି ଆମ ଜିଲ୍ଲା ର କୌଣସି ବ୍ୟକ୍ତି କୁ ପଚରା ଯାଏ କେନ୍ଦୁଝର ଜିଲ୍ଲାର ଛାତ୍ର ସଂଗଠନ କୁ ସୁଦୃଢ କରିବା ପଛରେ ରେ ହାତ କହାର ତା ହେଲେ କେବଳ ସମସ୍ତ ଙ୍କ ପାଟି ରେ ଗୋଟାଏ କଥା ବାହାରିବ ସେ ନାମ ଟି ହେଲା ଆଶିଷ କୁମାର ଆଚାର୍ଯ୍ୟ ।

Address

Keonjhargarh
KEONJHAR

Website

Alerts

Be the first to know and let us send you an email when Pranabandhu Behera posts news and promotions. Your email address will not be used for any other purpose, and you can unsubscribe at any time.

Share