BJD Patna Assembly Constituency

BJD Patna Assembly Constituency Contact information, map and directions, contact form, opening hours, services, ratings, photos, videos and announcements from BJD Patna Assembly Constituency, Political organisation, Keonjhargarh.

ମାନ୍ୟବର ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ନାଏକଙ୍କ ନୀତି ଆଦର୍ଶ କୁ ଅନୁସରଣ କରି ଆଜି ପାଟଣା ମାଟିର...
23/08/2022

ମାନ୍ୟବର ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ନାଏକଙ୍କ ନୀତି ଆଦର୍ଶ କୁ ଅନୁସରଣ କରି ଆଜି ପାଟଣା ମାଟିର ବିଜୁଜନତା ଦଳରେ ନିଃସ୍ୱାର୍ଥପର ଭାବରେ କାଯ୍ୟକରୁଥିବା Routଙ୍କୁ ଦ୍ଵିତୀୟ ଥର ପାଇଁ ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଭାବରେ ମୋନନୀତ ହୋଇଥିବାରୁ ପାଟଣା ବିଜୁଜନତା ଦଳ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା💐💐💐💐💐💐

କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାଏକ କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକ ରେ ପହଂଚି ଇନ୍ଦ୍ର...
13/01/2021

କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାଏକ କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକ ରେ ପହଂଚି ଇନ୍ଦ୍ରାବତୀ ଡ୍ୟାମ ଜଳସେଚନ ର ଉପକାରିତା ସମ୍ପର୍କରେ ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଉଛନ୍ତି l 14 ଜାନୁଆରୀ 2021ରେ ପବିତ୍ର ମକର ସଂକ୍ରାନ୍ତି ଦିନ କଳାହାଣ୍ଡି ଜିଲ୍ଲା ର ଚାଷୀ ଙ୍କ ଖେତକୁ ପାଣି ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ #ଶ୍ରୀ_ନବୀନ_ପଟ୍ଟନାୟକ କୁ ଉଦଘାଟନ କରିବେ l ଜୟ ହୋ ନବୀନ ବାବୁ, ଜୟ ହୋ ମଣ୍ଟୁଭାଇ, 🙏🙏🙏

ନବୀନ ଲହରୀ ଖେଳିଯାଇଛି ଘରେ ଘରେ          ଶଙ୍ଖ ବାଜି ଉଠିଛି ସବୁରି ମୁହଁରେ ତୁମ ଆଦର୍ଶ ରେ ପାଟଣା ବାସୀଙ୍କ                ମୁହଁରେ ଉଠିଛି...
16/12/2020

ନବୀନ ଲହରୀ ଖେଳିଯାଇଛି ଘରେ ଘରେ
ଶଙ୍ଖ ବାଜି ଉଠିଛି ସବୁରି ମୁହଁରେ
ତୁମ ଆଦର୍ଶ ରେ ପାଟଣା ବାସୀଙ୍କ
ମୁହଁରେ ଉଠିଛି ହସ
🙏🙏🙏ଜୟ ହୋ ଜଗନ୍ନାଥ ଭାଇ🙏🙏🙏

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସମଗ୍ର ପାଟଣା ବାସୀ ତଥା ଓଡିଶାବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା l ...
30/11/2020

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସମଗ୍ର ପାଟଣା ବାସୀ ତଥା ଓଡିଶାବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା l 🙏🙏🙏
Biju Yuva Janata Dal
Biju Pariwar Odisha
Bcjd Patna Constituency

Congratulations 🎊🎊🎊💐💐💐🎉🎉🎉
10/11/2020

Congratulations 🎊🎊🎊💐💐💐🎉🎉🎉

 #କେନ୍ଦୁଝର ଜିଲ୍ଲା  #ପାଟଣା ନିର୍ବାଚନ ମଣ୍ଡଳୀର  #ମାନ୍ୟବର  #ବିଧାୟକ  #ଶ୍ରୀଯୁକ୍ତ  #ଜଗନ୍ନାଥ  #ନାଏକ  #ପାଟଣା  #ମେଡିକାଲରେ  #ତିନିମାସ...
25/09/2020

#କେନ୍ଦୁଝର ଜିଲ୍ଲା #ପାଟଣା ନିର୍ବାଚନ ମଣ୍ଡଳୀର #ମାନ୍ୟବର #ବିଧାୟକ #ଶ୍ରୀଯୁକ୍ତ #ଜଗନ୍ନାଥ #ନାଏକ #ପାଟଣା #ମେଡିକାଲରେ #ତିନିମାସରେ ଥରେ ହେଉଥିବା ର #ପକ୍ଷରୁ ହେଉଥିବା #ବୈଠକରେ ରେ #ଯୋଗଦାନ କରିଛନ୍ତି।।
🙏🙏🙏ଜୟ ହୋ ନବୀନ ବାବୁ🙏🙏🙏
🙏🙏🙏ଜୟ ହୋ ଜଗନ୍ନାଥ ବାବୁ🙏🙏🙏

ପବିତ୍ର ଦେବଶିଳ୍ପୀ ପ୍ରଭୁ ବିଶ୍ବକର୍ମାଙ୍କ ପୂଜା ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା | 🙏🏻 #ବିଶ୍ବକର୍ମାପୂଜା🔨   🙏🏻
15/09/2020

ପବିତ୍ର ଦେବଶିଳ୍ପୀ ପ୍ରଭୁ ବିଶ୍ବକର୍ମାଙ୍କ ପୂଜା ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା | 🙏🏻

#ବିଶ୍ବକର୍ମାପୂଜା🔨 🙏🏻

🙏🙏🙏🙏🙏🙏
05/09/2020

🙏🙏🙏🙏🙏🙏

 #ମାନ୍ୟବର  #ମୁଖ୍ୟମନ୍ତ୍ରୀଙ୍କ  #ନିର୍ଦେଶକ୍ରମେ  #କେନ୍ଦୁଝର ଜିଲ୍ଲା  #ପାଟଣା  #ନିର୍ବାଚନ  #ମଣ୍ଡଳୀର  #ମାନ୍ୟବର  #ବିଧାୟକ  #ଶ୍ରୀଯୁକ୍ତ...
02/09/2020

#ମାନ୍ୟବର #ମୁଖ୍ୟମନ୍ତ୍ରୀଙ୍କ #ନିର୍ଦେଶକ୍ରମେ #କେନ୍ଦୁଝର ଜିଲ୍ଲା #ପାଟଣା #ନିର୍ବାଚନ #ମଣ୍ଡଳୀର #ମାନ୍ୟବର #ବିଧାୟକ #ଶ୍ରୀଯୁକ୍ତ #ଜଗନ୍ନାଥ #ନାଏକ ଙ୍କ ନେତୃତ୍ୱରେ #ଝୁମ୍ପୁରା ବ୍ଲକ #ଟୁକୁଡିହା #ଗ୍ରାମପଞ୍ଚାୟତ ଠାରେ " #ଓଡିଶା - #ମୋ #ପରିବାର" ପକ୍ଷରୁ #ରକ୍ତଦାନ #ଶିବିର( #ଜୀବନ #ବିନ୍ଦୁ) #ଆୟୋଜନ କରାଯାଇଛି ସେଠାରେ #ମୂଖ୍ୟ #ଅତିଥି ଭାବରେ ଜିଲ୍ଲା #ସଭାପତି ଶ୍ରୀଯୁକ୍ତ #ମାଧବ ସର୍ଦାର, #ଜିଲ୍ଲାପରିଷଦ ଶ୍ରୀମତୀ #କମଳିନୀ ପାତ୍ର ,ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ #ଆଶିଷ ଚକ୍ରବର୍ତ୍ତୀ,ପୂର୍ବତନ ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଅଧ୍ୟକ୍ଷ ରାମରାୟ ମୁନ୍ଦୟା,ଝୁମ୍ପୁରା ବ୍ଲକ ଅଧକ୍ଷ ସୁଶାନ୍ତ ନାଏକ ,ସରପଞ୍ଚ ଶ୍ରୀମତୀ ରୁଦନା ନାଏକ, ଉଖୁଣ୍ଡା ସମିତି ସଭ୍ୟ ରାଧାକାନ୍ତ ନାଏକ, ବାରିଆ ସମିତି ସଭ୍ୟ ଶିବଚରଣ ପ୍ରଧାନ, ଝୁମ୍ପୁରା ବ୍ଲକର ସମସ୍ତ ବିଜୁଜନତା ଦଳ ର କର୍ମକର୍ତ୍ତା ଗଣ ଏବଂ ଟୁକୁଡିହା ଗ୍ରାମପଞ୍ଚାୟତର ବିଜୁଜନତା ଦଳର ସମସ୍ତ କର୍ମକର୍ତ୍ତା ଗଣ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି।।।।

ନୂଆ ଧାନ୍ କେ ନୂଆ ମନ୍ବନେ ବନେ ଥାଉନ୍ ଆପଣ୍ନୂଆଖାଇର୍ ବଡଖା ତିହାରସବ୍ କୁ ମୋର ନୂଆଖାଇ ଜୁହାର ।ପଶ୍ଚିମ ଓଡିଶାର୍ ଗଣପରବ ନୂଆଖାଇ ଅବସରଥି  ଗୁର...
23/08/2020

ନୂଆ ଧାନ୍ କେ ନୂଆ ମନ୍
ବନେ ବନେ ଥାଉନ୍ ଆପଣ୍
ନୂଆଖାଇର୍ ବଡଖା ତିହାର
ସବ୍ କୁ ମୋର ନୂଆଖାଇ ଜୁହାର ।
ପଶ୍ଚିମ ଓଡିଶାର୍ ଗଣପରବ ନୂଆଖାଇ ଅବସରଥି ଗୁରୁଦ୍ ଟେ ଅଭିନନ୍ଦନ ଆର୍ ଶୁଭେଚ୍ଛା ।
#ନୂଆଖାଇଜୁହାର 🙏🙏🙏🙏🙏

14/08/2020

ସ୍ବାସ୍ଥ୍ୟସେବାର ସୁଦୃଢୀକରଣ ତଥା ଓଡ଼ିଶାବାସୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆସନ୍ତା ୫ ବର୍ଷ ନିମନ୍ତେ ୧୯୯୮କୋଟି ୧୫ଲକ୍ଷ ୪୬ହଜାର ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik । ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି ରାଜ୍ୟ ସରକାର ।

Address

Keonjhargarh

Website

Alerts

Be the first to know and let us send you an email when BJD Patna Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Share