BJP Keonjhar

BJP Keonjhar This's the official page of BJP Keonjhar. BJP is a national party founded on the principles of integrity.

इस चैनल पर आपको मनोरंजन दायक कहानियां सुनने को मिलेंगी |
कहानियों के सभी पात्र और घटनाएं मात्र एक काल्पनिक हैं यह सिर्फ मनोरंजन के लिए लिखी गई हैं
इनकी लिखने का उद्देश्य किसी की भावनाओं को ठेस पहुंचाना नहीं है
प्लीज कहानियों की परिस्थितियों को गंभीरता से ना लें

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ନରଣପୁର ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ମଣ୍ଡଳ ପ୍ରଶିକ୍ଷଣ ବ...
01/04/2026

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ନରଣପୁର ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳ ସଭାପତି ରତିରଞ୍ଜନ ସହୂ ଙ୍କ ସଭାପତିତ୍ୱ ରେ 24 ଘଣ୍ଟିଆ ବର୍ଗ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମାନନୀୟ ଶୁକଦେବ ମହାନ୍ତ ଙ୍କ ଉପସ୍ଥିତି ରେ ଶୁଭରମ୍ଭ ହୋଇଥିଲା l ଉକ୍ତ ବର୍ଗ ର ପ୍ରମୁଖ ବେଣୁଧର ମହାନ୍ତ ଙ୍କ ସହ ଜିଲ୍ଲା ର ବର୍ଗ ପ୍ରମୁଖ ତଥା ସଦର ନିର୍ବାଚନ ପ୍ରଭାରୀ ରାମ ଚନ୍ଦ୍ର ସାହୁ, ବିଜେପି ବରିଷ୍ଟ ନେତା ଦିଲ୍ଲୀପ କୁମାର ପଣ୍ଡା, ମଣ୍ଡଳ ର ପ୍ରଭାରୀ ଶିବକୁମାର ରାଠୋର ଙ୍କ ସହ ଯୋଗ ଦେଇ ସମୁଦାୟ ଦୁଇ ଦିନ ରେ ସାତ ଟି କାଳାଂଶ ରେ ଭାଗ ନେଇ ନିଜକୁ ସୌଭାଗ୍ୟ ମନେ କଲି l ସାନମାନୀୟ ବରିଷ୍ଠ ନେତୃମଣ୍ଡଳୀ ମାନଙ୍କ ମାଧ୍ୟ୍ୟରେ ଜିଲ୍ଲା ଉପସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ,ଜିଲ୍ଲା ଉପସଭାପତି ଦେବ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା,ଜିଲ୍ଲା ବିଜେପି ଆଇଟି ସେଲ ସଂଯୋଜକ James Mahanta ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ବୈଚାରିକ ଦୃଷ୍ଟିରେ ନିପୁଣ ଏବଂ ଦକ୍ଷ କରିବା ଓ ପାର୍ଟି ର ବିଚାର, ସଂସ୍କାର ଏବଂ ଉଦେଶ୍ୟ କୁ ଦାୟିତ୍ୱ ସହକାରେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ l ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମାନନୀୟ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଡବଲ ଇଞ୍ଜିନ ସରକାର ଅନ୍ତୋର୍ଦୟ ର ବିକାଶ କୁ ପ୍ରାଥମିକତା ଦେଇ ସମାଜର ଶୋଶିତ, ବଞ୍ଜିତ, ଅବହେଳିତ, ଲୋକ ପାଖରେ ସରକାରୀ ଯୋଜନା ପଂହଞ୍ଚାଇବା ହେଉଛି ଆମ ସରକାର ର ବଡ ପଦକ୍ଷେପ ବୋଲି ଦୃଢତାର ସହ କହିବା ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ଏଥି ନିମନ୍ତେ ସମସ୍ତ ଙ୍କ ସହଯୋଗ ଲୋଡ଼ିଥିଲେ l ଉକ୍ତ ବର୍ଗ ରେ ମଣ୍ଡଳ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ /ସହ ପ୍ରମୁଖ, ବୁଥ ପ୍ରମୁଖ /ସହ ପ୍ରମୁଖ, ମଣ୍ଡଳ କାର୍ଯ୍ୟକାରିଣୀ, ମଣ୍ଡଳ ମୋର୍ଚ୍ଚା ର ସଭାପତି, BLA-2,ନିର୍ବାଚିତ ପ୍ରତିନିଧି, ମଣ୍ଡଳ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବର୍ଗ କୁ ସଫଳ କରିଥିବାବେଳେ ରାତ୍ରି ଯାପନ ସହ ସକାଳୁ ଯୋଗ ଓ ସ୍ଵଛ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ପରିଶେଷରେ ବର୍ଗ ସମାରୋପ ରେ ମଣ୍ଡଳ ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାନ୍ତ ଧନ୍ୟବାଦ ଦେବା ସହ ସଭାପତି ଙ୍କ ନିର୍ଦେଶ କ୍ରମେ ସଭା ସାଙ୍ଗ କରାଯାଇଥିଲା
Bharatiya Janata Party (BJP) Sukadeb Mahanta DrFakir Mohan Naik Ananta Nayak Narendra Modi Mohan Charan Majhi Manmohan Samal

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ମାନନୀୟ ଶ୍ରୀଯୁକ୍ତ ଶୁକଦେବ ମହାନ୍ତ ଙ୍କ ଅନୁମୋଦନ କ୍ରମେ  ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ...
31/03/2026

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ମାନନୀୟ ଶ୍ରୀଯୁକ୍ତ ଶୁକଦେବ ମହାନ୍ତ ଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ରୁଦ୍ର ପ୍ରସାଦ ବେହେରା ନିମ୍ନ ଲିଖିତ ଜିଲ୍ଲା ପଦାଧିକାରୀଙ୍କ ନାମ ଘୋଷଣା କଲେ

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ମହାଶୟ କୃଷକ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ, ଗଣମାଧ୍ୟମ ସଂଯୋଜକ, ସାମାଜ...
20/03/2026

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ମହାଶୟ କୃଷକ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ, ଗଣମାଧ୍ୟମ ସଂଯୋଜକ, ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ଜିଲ୍ଲା ସଭାପତିମାନଙ୍କର ନାମ ତାଲିକା ଘୋଷଣା କରିଛନ୍ତି।
ନବନିଯୁକ୍ତ ସମସ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
କୃଷକ ସମାଜର ସେବା, ସଂଗଠନର ସୁଦୃଢ଼ତା ଓ ଗ୍ରାମୀଣ ଉନ୍ନତିରେ ସମସ୍ତେ ଅଗ୍ରଣୀ ଭୂମିକା ନିଭାଇବେ ବୋଲି ଆମର ଆଶା ଓ ବିଶ୍ୱାସ।
BJP Odisha

11/02/2026

ବଡ଼ବିଲ ମହୋତ୍ସବ 2026 ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ଅବସରରେ
🙏✨
BJP Keonjhar Manmohan Samal Mohan Charan Majhi BJP Odisha Ananta Nayak Bharatiya Janata Party (BJP) Dharmendra Pradhan J.P.Nadda Narendra Modi Manas Mohanty DrFakir Mohan Naik
#ବଡ଼ବିଲ_ମହୋତ୍ସବ2026

 #ବିଜେପି_ଜାତୀୟ_ସଭାପତି_ନିର୍ବାଚନ_କାର୍ଯ୍ୟସୂଚୀ🗳️ ବିଜେପି ଜାତୀୟ ସଭାପତି ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ📌 ଆସନ୍ତା ୧୯ ତାରିଖରେ ନାମାଙ୍କନ...
16/01/2026

#ବିଜେପି_ଜାତୀୟ_ସଭାପତି_ନିର୍ବାଚନ_କାର୍ଯ୍ୟସୂଚୀ

🗳️ ବିଜେପି ଜାତୀୟ ସଭାପତି ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ
📌 ଆସନ୍ତା ୧୯ ତାରିଖରେ ନାମାଙ୍କନ ଦାଖଲ
⏰ ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏଁ ନାମାଙ୍କନ ପ୍ରକ୍ରିୟା
🔍 ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ
↩️ ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ
📢 ୨୦ ତାରିଖରେ ଘୋଷଣା ହେବ ସଭାପତିଙ୍କ ନାଁ
BJP Odisha Sukadeb Mahanta


#ଓଡ଼ିଶା_ଖବର

🚨 କେନ୍ଦୁଝର ବିକାଶରେ ଐତିହାସିକ ଦିନ 🚨ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଆଜି କେନ୍ଦୁଝର ଜିଲ୍ଲାର ସମଗ୍ର ଉନ୍ନତି ପାଇଁ💰 ୧,୯...
13/01/2026

🚨 କେନ୍ଦୁଝର ବିକାଶରେ ଐତିହାସିକ ଦିନ 🚨

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଆଜି କେନ୍ଦୁଝର ଜିଲ୍ଲାର ସମଗ୍ର ଉନ୍ନତି ପାଇଁ
💰 ୧,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭୧ଟି ପ୍ରକଳ୍ପର
👉 ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।

ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ —
🛣️ ରାସ୍ତା
🚰 ପାନୀୟ ଜଳ ଯୋଗାଣ
🌾 ଜଳସେଚନ
🏫 ଶିକ୍ଷା ଭିତ୍ତିଭୂମି
🏥 ସ୍ୱାସ୍ଥ୍ୟସେବା
🏙️ ସହରାଞ୍ଚଳ ବିକାଶ
⚡ ବିଦ୍ୟୁତ୍
🏟️ କ୍ରୀଡ଼ା ଭିତ୍ତିଭୂମି
🤝 ଉତ୍ତମ ଜନସେବା

➡️ କେନ୍ଦୁଝରର ସର୍ବାଙ୍ଗୀଣ ଉନ୍ନତି ଦିଗରେ ଏକ ବଡ଼ ମାଇଲଷ୍ଟନ ।
BJP Odisha DrFakir Mohan Naik Sukadeb Mahanta Narendra Modi Dharmendra Pradhan Ananta Nayak Manmohan Samal Bharatiya Janata Party (BJP) Amit Shah J.P.Nadda Niku Sahoo DrSambhunath Rout

ଆଜି ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କୁ ଧରଣୀଧର ୟୁନିଭରସିଟି ଗ୍ରାଉଣ୍ଡ ହେଲିପ୍ୟାଡ଼ ଠାରେ କେନ୍ଦୁଝର ଜିଲ୍ଲା ସମ୍...
13/01/2026

ଆଜି ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କୁ ଧରଣୀଧର ୟୁନିଭରସିଟି ଗ୍ରାଉଣ୍ଡ ହେଲିପ୍ୟାଡ଼ ଠାରେ କେନ୍ଦୁଝର ଜିଲ୍ଲା ସମ୍ପାଦକ ବିଶ୍ୱଜିତ ତ୍ରିପାଠୀ ସ୍ୱାଗତ କରିବା ଅବସରରେ। ବିଭିନ୍ନ ଜନକଲ୍ୟାଣକାରୀ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ତଥା ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ।
Sukadeb Mahanta BJP Odisha DrFakir Mohan Naik Narendra Modi Dharmendra Pradhan Ananta Nayak DrSambhunath Rout Bharatiya Janata Party (BJP) Amit Shah Niku Sahoo J.P.Nadda Manmohan Samal

07/01/2026

ତା 06-01-2026 ରିଖ ଓଡ଼ିଶାର ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ଜନ୍ମଦିନ ଅବସରରେ ବିଜେପି କେନ୍ଦୁଝର ଜିଲ୍ଲା ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସମସ୍ତଙ୍କର ସହଯୋଗ ଓ ସ୍ୱେଚ୍ଛାସେବା ମାଧ୍ୟମରେ ମୋଟ ୯୫୩ ଇଉନିଟ୍‌ ରକ୍ତ ସଂଗ୍ରହ ସମ୍ଭବ ହୋଇପାରିଛି। ଏହି ସେବାମୂଳକ କାର୍ଯ୍ୟକ୍ରମକୁ ସଫଳ କରିବାରେ ଯେଉଁ ସମସ୍ତ ରକ୍ତଦାତା, କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବକ, ଡାକ୍ତର ଓ ପ୍ରଶାସନ ଭୂମିକା ନିଭାଇଥିଲେ, ସମସ୍ତଙ୍କୁ ହୃଦୟପୂର୍ଣ୍ଣ ଧନ୍ୟବାଦ




05/01/2026

🎂 On the occasion of the birthday of Hon’ble Chief Minister Shri Mohan Charan Majhi ,
🩸 BJP Keonjhar is organizing a Mega Blood Donation Camp
📍 BJP District Office, Keonjhar
📅 06 January 2026

🤝 Let us celebrate this special day with the spirit of service to humanity.
❤️ Donate blood. Save lives.



🩸

🪷









🙏

05/01/2026

🎂 On the occasion of the birthday of Hon’ble Chief Minister Shri Mohan Charan Majhi ,
🩸 BJP Keonjhar is organizing a Mega Blood Donation Camp
📍 BJP District Office, Keonjhar
📅 06 January 2026

🤝 Let us celebrate this special day with the spirit of service to humanity.
❤️ Donate blood. Save lives.



🩸

🪷









🙏

05/01/2026

📢 ମହତ୍ତ୍ୱପୂର୍ଣ୍ଣ ସୂଚନା

ଆସନ୍ତା ତା 06.01.2026 ରିଖ ମଙ୍ଗଳବାର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର Mohan Charan Majhi ଙ୍କ ଜନ୍ମଦିନ ଅବସରରେ ବିଜେପି କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଉଥିବା ମେଗା ରକ୍ତଦାନ ଶିବିର ରେ ସାମିଲ ହୁଅନ୍ତୁ...
— ଅନୁବ୍ରତ ବେହେରା
📌 ଜିଲ୍ଲା ସାଧାରଣ ସମ୍ପାଦକ
🪷 ବିଜେପି, କେନ୍ଦୁଝର
BJP Odisha Sukadeb Mahanta Narendra Modi DrFakir Mohan Naik Dharmendra Pradhan DrSambhunath Rout Manmohan Samal Bharatiya Janata Party (BJP) Ananta Nayak Amit Shah J.P.Nadda #ମେଗାରକ୍ତଦାନଶିବିର 🩸 #ରକ୍ତଦାନମହାଦାନ
ୋହନଚରଣମାଝୀ

🎂

🪷


#ଜନସେବାହିଁଲକ୍ଷ୍ୟ


❤️




🙏🏽

Address

Keonjhargarh
758001

Alerts

Be the first to know and let us send you an email when BJP Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Share