DMFKendujhar

DMFKendujhar page of District Mineral Foundation, Kendujhar, Odisha, India Namaskar and a warm welcome to our official page!

The District Mineral Foundation (DMF), Kendujhar is committed to transforming lives and communities in our mineral-rich district through sustainable development initiatives. Our mission is to ensure that the benefits of our natural resources reach every corner of Kendujhar, improving the quality of life for all our residents. What We Do:

Community Development: Supporting infrastructure projects,

healthcare facilities, and educational institutions
Livelihood Enhancement: Creating sustainable employment opportunities for local communities
Environmental Conservation: Promoting eco-friendly practices and restoring our natural heritage
Skill Development: Empowering youth and women through training programs
Healthcare Initiatives: Improving medical facilities and health services across the district

Stay Connected:
Through this page, we'll share updates on our ongoing projects, success stories from beneficiaries, upcoming initiatives, and opportunities for community participation for the betterment of Kendujhar.

ମୁଖ୍ୟ କାର୍ଯ୍ୟନିର୍ବାହୀ ଆଜି ସଦର ବ୍ଲକ ନୂଆଗାଁରେ କୃଷି ଉତ୍ପାଦକ ଗୋଷ୍ଠୀ ପରିଦର୍ଶନ କରି ଡ୍ରିପ୍, ବାଡ଼ ବୁଜିବା ଚାଷୀଙ୍କ ପାଇଁ ପନିପରିବା ବ...
19/02/2026

ମୁଖ୍ୟ କାର୍ଯ୍ୟନିର୍ବାହୀ ଆଜି ସଦର ବ୍ଲକ ନୂଆଗାଁରେ କୃଷି ଉତ୍ପାଦକ ଗୋଷ୍ଠୀ ପରିଦର୍ଶନ କରି ଡ୍ରିପ୍, ବାଡ଼ ବୁଜିବା ଚାଷୀଙ୍କ ପାଇଁ ପନିପରିବା ବିକ୍ରି ବଜାର ସୂଚନା ପାଇଁ ଅନୁମୋଦିତ ପାଣ୍ଠି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପିସି ସଦସ୍ୟଙ୍କ ସହିତ ଡିଡିଏଚ୍ ଉପସ୍ଥିତ ଥିଲେ। CMO Odisha Mission Shakti Odisha @

ଜୁଆଙ୍ଗ ଆଦିବାସୀ ପିଲାଙ୍କ କୁପୋଷଣ ମୁକାବିଲା ପାଇଁ ICAR-CTCRI ମାଧ୍ୟମରେ ଡିଏମଏଫ କେନ୍ଦୁଝର ପକ୍ଷରୁ ଇନ୍ଦ୍ରଧନୁ ଆହାର ଯୋଜନା ଆଜି ସରକାରୀ ବ...
11/02/2026

ଜୁଆଙ୍ଗ ଆଦିବାସୀ ପିଲାଙ୍କ କୁପୋଷଣ ମୁକାବିଲା ପାଇଁ ICAR-CTCRI ମାଧ୍ୟମରେ ଡିଏମଏଫ କେନ୍ଦୁଝର ପକ୍ଷରୁ ଇନ୍ଦ୍ରଧନୁ ଆହାର ଯୋଜନା ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋନାସିକାଠାରେ ଶୁଭାରମ୍ଭ କରାଯାଇଛି। ଏଥିରେ ଛାତ୍ରୀମାନଙ୍କୁ ଗୋଟିଏ ଚାରାର ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଛି। CMO Odisha Women & Child Development, Government of Odisha Mission Shakti Odisha Information & Public Relations Department, Government of Odisha National Health Mission Odisha

ଜିଲ୍ଲା ଖଣିଜ ପ୍ରତିଷ୍ଠାନ  ପ୍ରଯୋଜିତ ଡିଏମଏଫ୍ ଉଦ୍ୟମୀ ପ୍ରକଳ୍ପ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ପି.ଏମ୍‌.ଇ.ଜି.ପି ଯୋଜନା ଅଧୀନରେ ସ୍ଥାନୀୟ ଡି....
02/02/2026

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପ୍ରଯୋଜିତ ଡିଏମଏଫ୍ ଉଦ୍ୟମୀ ପ୍ରକଳ୍ପ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ପି.ଏମ୍‌.ଇ.ଜି.ପି ଯୋଜନା ଅଧୀନରେ ସ୍ଥାନୀୟ ଡି.ଡି. କଲେଜ ରୋଡ଼ଠାରେ ଇପ୍ସିତା ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ଏକ ଡ୍ରାଏ କ୍ଲିନିଂ (ଟମ୍ୱଲ ଡ୍ରାଏ) କେନ୍ଦ୍ର ଉଦଘାଟିତ ହୋଇଛି। Labour & ESI Department, Government of Odisha MSME Department, Government of Odisha Mission Shakti Odisha @

ବିଶାଖାପାଟଣାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟସେବା ଫୋରମ ୨୦୨୫(ତୃତୀୟ ସଂସ୍କରଣ)ରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନରେ ଉତ୍କର୍ଷତା ପାଇଁ କେ...
14/12/2025

ବିଶାଖାପାଟଣାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟସେବା ଫୋରମ ୨୦୨୫(ତୃତୀୟ ସଂସ୍କରଣ)ରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନରେ ଉତ୍କର୍ଷତା ପାଇଁ କେନ୍ଦୁଝର ଜିଲ୍ଲାକୁ ପୁରସ୍କାର ମିଳିଛି। CMO Odisha Information & Public Relations Department, Government of Odisha National Health Mission Odisha

ଡିଏମଏଫ-କେନ୍ଦୁଝର ପ୍ରଯୋଜିତ କ୍ରେଚ୍ ମଡେଲ ଅଧ୍ୟୟନ ତଥା ସେବା ପ୍ରଦାନର ମୂଲ୍ୟାଙ୍କନ କରିବା ଲକ୍ଷ୍ୟରେ ବିଶ୍ବ ବ୍ଯାଙ୍କର ଏକ ପ୍ରତିନିଧି ଦଳ କେ...
10/12/2025

ଡିଏମଏଫ-କେନ୍ଦୁଝର ପ୍ରଯୋଜିତ କ୍ରେଚ୍ ମଡେଲ ଅଧ୍ୟୟନ ତଥା ସେବା ପ୍ରଦାନର ମୂଲ୍ୟାଙ୍କନ କରିବା ଲକ୍ଷ୍ୟରେ ବିଶ୍ବ ବ୍ଯାଙ୍କର ଏକ ପ୍ରତିନିଧି ଦଳ କେନ୍ଦୁଝର ସଦର ଓ ବାଂଶପାଳ ବ୍ଲକର ବିଭିନ୍ନ ଶିଶୁ କଳିକା କେନ୍ଦ୍ର ପରିଦର୍ଶନ କରିଛନ୍ତି।

ବାଂଶପାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ଡିଏମଏଫ ପ୍ରଯୋଜିତ ମୋବାଇଲ ମେଡ଼ିକାଲ ୟୁନିଟ ଦ୍ବାରା ଆଜି ରୁଗ...
08/12/2025

ବାଂଶପାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ଡିଏମଏଫ ପ୍ରଯୋଜିତ ମୋବାଇଲ ମେଡ଼ିକାଲ ୟୁନିଟ ଦ୍ବାରା ଆଜି ରୁଗୁଡିକସଡା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଶିବିରରେ ୮୮ ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଛି। CMO Odisha National Health Mission Odisha EducationOdisha
Information & Public Relations Department, Government of Odisha Mission Shakti Odisha

ଗ୍ରାମାଞ୍ଚଳରେ ଉଦ୍ୟୋଗ ବିକାଶ ପାଇଁ ଡିଏମଏଫ ଉଦ୍ୟମୀ ପ୍ରକଳ୍ପ ଅଧୀନରେ ବିଶେଷଜ୍ଞ ଉଦ୍ୟୋଗୀ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା...
06/12/2025

ଗ୍ରାମାଞ୍ଚଳରେ ଉଦ୍ୟୋଗ ବିକାଶ ପାଇଁ ଡିଏମଏଫ ଉଦ୍ୟମୀ ପ୍ରକଳ୍ପ ଅଧୀନରେ ବିଶେଷଜ୍ଞ ଉଦ୍ୟୋଗୀ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟରେ ଆୟୋଜିତ କର୍ମଶାଳାରେ ୪୦ଆଶାୟୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ସଚେତନ କରାଯାଇଥିଲା। CMO Odisha Information & Public Relations Department, Government of Odisha MSME Department, Government of Odisha Skill Council For Mining Sector Home Department, Government of Odisha

ଦକ୍ଷତା ବିକାଶ ପଦକ୍ଷେପରେ ଡିଏମଏଫ କେଉଁଝର ପ୍ରଯୋଜିତ ଖଣିଶକ୍ତି କାର୍ଯ୍ୟକ୍ରମରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରର ୨୧ଯୁବକ ବେଙ୍ଗାଲୁରୁସ୍ଥି...
02/12/2025

ଦକ୍ଷତା ବିକାଶ ପଦକ୍ଷେପରେ ଡିଏମଏଫ କେଉଁଝର ପ୍ରଯୋଜିତ ଖଣିଶକ୍ତି କାର୍ଯ୍ୟକ୍ରମରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରର ୨୧ଯୁବକ ବେଙ୍ଗାଲୁରୁସ୍ଥିତ ଟିଭିଏସ ଓ ସ୍ନାଇଡର କମ୍ପାନୀରେ ଚାକିରି ପାଇଛନ୍ତି। ଜିଲ୍ଲାପାଳ ନିଯୁକ୍ତିପ୍ରାପ୍ତ ଯୁବକଙ୍କୁ ଏକ ବିଶେଷ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି।
CMO Odisha
Information & Public Relations Department, Government of Odisha
Skill Council For Mining Sector

ଡିଏମଏଫ ସହାୟତାରେ ଚାଲୁଥିବା ମୋବାଇଲ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ସରକାରୀ ଓ ଶୁଆକାଟି ଆଶ୍ରମ ବିଦ୍ୟାଳୟ...
29/11/2025

ଡିଏମଏଫ ସହାୟତାରେ ଚାଲୁଥିବା ମୋବାଇଲ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ସରକାରୀ ଓ ଶୁଆକାଟି ଆଶ୍ରମ ବିଦ୍ୟାଳୟରେ ଆୟୋଜିତ ଚିକିତ୍ସା ଶିବିରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସ୍କ୍ରିନିଂ ଚିକିତ୍ସା ଓ ସଚେତନତା ସୃଷ୍ଟି କରାଯାଇଛି।
CMO Odisha
National Health Mission Odisha

ଡିଏମଏଫ କେଉଁଝର ପ୍ରଯୋଜିତ ଖଣି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରରେ HEMM ମେକାନିକ୍ ତାଲିମ ପାଠ୍ୟକ୍ରମ ଜାରି ରହ...
27/11/2025

ଡିଏମଏଫ କେଉଁଝର ପ୍ରଯୋଜିତ ଖଣି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରରେ HEMM ମେକାନିକ୍ ତାଲିମ ପାଠ୍ୟକ୍ରମ ଜାରି ରହିଛି। ଏଥିରେ ୩୦ ଜଣ ପ୍ରାର୍ଥୀଙ୍କୁ ମୁଖ୍ୟ ମେସିନ୍ ଯଂନ୍ତ୍ରାଶ ଓ ଉପାଦାନ ବିଷୟରେ ତାଲିମ ପ୍ରଦାନ କରାଯାଉଛି। CMO Odisha Skill Council For Mining Sector Information & Public Relations Department, Government of Odisha

21/11/2025
ଡିଏମଏଫ ଉଦ୍ୟାମୀ ପ୍ରକଳ୍ପ ଅଧୀନରେ ହରିଚନ୍ଦନପୁର ବ୍ଲକରେ ସଫଳତାର ସହ ତାଲିମ ସମାପ୍ତ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ମାନ୍ୟବର ସାଂସଦ  ଏବଂ ବ...
21/11/2025

ଡିଏମଏଫ ଉଦ୍ୟାମୀ ପ୍ରକଳ୍ପ ଅଧୀନରେ ହରିଚନ୍ଦନପୁର ବ୍ଲକରେ ସଫଳତାର ସହ ତାଲିମ ସମାପ୍ତ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ମାନ୍ୟବର ସାଂସଦ ଏବଂ ବିଧାୟକବୃନ୍ଦ ଉଦ୍ୟୋଗିତା ବିକାଶ କାର୍ଯ୍ୟକ୍ରମ (EDP) ପ୍ରମାଣପତ୍ର ବଣ୍ଟନ କରିଛନ୍ତି। CMO Odisha Skill Council For Mining Sector Information & Public Relations Department, Government of Odisha

Address

2nd Floor, DRDA Building
Keonjhar
758001

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5pm
Thursday 10am - 5pm
Friday 10am - 5pm

Alerts

Be the first to know and let us send you an email when DMFKendujhar posts news and promotions. Your email address will not be used for any other purpose, and you can unsubscribe at any time.

Share