Telkoi BJD

Telkoi BJD Contact information, map and directions, contact form, opening hours, services, ratings, photos, videos and announcements from Telkoi BJD, Political Party, at-katarapali po-oriya dist-keonjhar, Keonjhar.

Congratulations
13/01/2022

Congratulations

ଆଜି ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ଗ୍ରାମ୍ଯ ଉନ୍ନୟନ ବିଭାଗ ଓଡ଼ିଶା ସରକାର ମୁଖ୍ୟମନ୍ତ୍ର...
09/01/2022

ଆଜି ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ଗ୍ରାମ୍ଯ ଉନ୍ନୟନ ବିଭାଗ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନା ମାଧ୍ୟମ ରେ ଟଣ ଠାରୁ ଗୋବିନ୍ଦପୁର ରାସ୍ତାର ଉନ୍ନତି ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଲେ।।। ଏହା ବ୍ୟତୀତ କର୍ମୀ ମାନଙ୍କ ଦ୍ବାରା ଜନଶୁଣାଣି ରେ ଉପସ୍ଥିତ ରହି ଏବଂ ପ୍ରତି କଥା କୁ ଗୁରୁତ୍ବର ସହ ବୁଝି ଯଥା ଶୀଘ୍ର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଆଦେଶ ଦେଇ ଥିଲେ।।ଏହି କାର୍ଯକ୍ରମ ରେ ମାନନୀୟା ସାଂସଦା ଚନ୍ଦ୍ରଣୀ ମୁର୍ମୁ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ।।।

Address

At-katarapali Po-oriya Dist-keonjhar
Keonjhar
758019

Website

Alerts

Be the first to know and let us send you an email when Telkoi BJD posts news and promotions. Your email address will not be used for any other purpose, and you can unsubscribe at any time.

Share