I Support Soumyasankar Chakra - Raja

I Support Soumyasankar Chakra - Raja ବିଜୁ ଜନତା ଦଳ
ଓଡିଶା ବାସୀଙ୍କ ବଳ

 #ଶୁଆକାଟି ଅଞ୍ଚଳ ର ଜଣାଶୁଣା ସମାଜସେବୀ  #ସୁଶାନ୍ତ_କୁମାର_ସାମଲ ବାବୁ ଙ୍କ  #ମା ଙ୍କ ଏକାଦଶାହ  ଅବସରରେ ଶୁଆକାଟି ସ୍ଥିତ ବାସଭବନରେ  ରାଜ୍ୟ ...
24/01/2023

#ଶୁଆକାଟି ଅଞ୍ଚଳ ର ଜଣାଶୁଣା ସମାଜସେବୀ #ସୁଶାନ୍ତ_କୁମାର_ସାମଲ ବାବୁ ଙ୍କ #ମା ଙ୍କ ଏକାଦଶାହ ଅବସରରେ ଶୁଆକାଟି ସ୍ଥିତ ବାସଭବନରେ ରାଜ୍ୟ ଯୁବ #ବିଜେଡ଼ି ଉପସଭାପତି #ଶ୍ରୀ_ସୋମ୍ୟଶଙ୍କର_ଚକ୍ର (ରାଜା ଭାଇ) ଓ ଅନ୍ୟ ସାଥୀ ନେତୃବୃନ୍ଦ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ 🙏🙏🙏।

କେନ୍ଦୁଝର ଯୁବଗୋଷ୍ଠୀଙ୍କ ପ୍ରେରଣା ଓ ଆଦର୍ଶ ତଥା କେନ୍ଦୁଝର ରାଜନୀତିର ଏକମାତ୍ର ଭବିଷ୍ୟତ  #ରାଜା_ଭାଇ ଜିନ୍ଦାବାଦ♥️ ିଜେଡି💚 ୀନ_ବାବୁ❤️ ାଜା_...
24/01/2023

କେନ୍ଦୁଝର ଯୁବଗୋଷ୍ଠୀଙ୍କ ପ୍ରେରଣା ଓ ଆଦର୍ଶ ତଥା କେନ୍ଦୁଝର ରାଜନୀତିର ଏକମାତ୍ର ଭବିଷ୍ୟତ #ରାଜା_ଭାଇ ଜିନ୍ଦାବାଦ♥️

ିଜେଡି💚
ୀନ_ବାବୁ❤️
ାଜା_ଭାଇ♥️

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା  I
31/08/2022

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା I

ଆଜି ୫ନମ୍ୱର ଜୋନ୍ ଜନାର୍ଦ୍ଦନ ପୂର୍ ଗ୍ରାମ ପଞ୍ଚାୟତ ର ଜମୁନାଲିଆ ଠାରେ ଜିଲ୍ଲା ପରିଷଦ ପାର୍ଥୀ  #ରଥମୁଣ୍ଡା ଙ୍କ ପ୍ରଚାରରେ.....
18/02/2022

ଆଜି ୫ନମ୍ୱର ଜୋନ୍ ଜନାର୍ଦ୍ଦନ ପୂର୍ ଗ୍ରାମ ପଞ୍ଚାୟତ ର ଜମୁନାଲିଆ ଠାରେ ଜିଲ୍ଲା ପରିଷଦ ପାର୍ଥୀ #ରଥମୁଣ୍ଡା ଙ୍କ ପ୍ରଚାରରେ.....

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ  #ଜନାର୍ଦ୍ଧନପୁର_ଗ୍ରାମ_ପଞ୍ଚାୟତ ର  #ନୂଆଗାଁ ଠାରେ ଏକ ବୈଠକ ବିଜେଡି ଯୁବନେତା  #ଶ୍ରୀ_ସୌମ୍ୟଶଙ୍କର_...
09/02/2022

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ #ଜନାର୍ଦ୍ଧନପୁର_ଗ୍ରାମ_ପଞ୍ଚାୟତ ର #ନୂଆଗାଁ ଠାରେ ଏକ ବୈଠକ ବିଜେଡି ଯୁବନେତା #ଶ୍ରୀ_ସୌମ୍ୟଶଙ୍କର_ଚକ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ବିଜେଡି ଯୁବ ଉପସଭାପତି ଶ୍ରୀ ସୌମ୍ୟ ଶଙ୍କର ଚକ୍ର କେନ୍ଦୁଝର ଆହାରପଶି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ...
08/02/2022

ରାଜ୍ୟ ବିଜେଡି ଯୁବ ଉପସଭାପତି ଶ୍ରୀ ସୌମ୍ୟ ଶଙ୍କର ଚକ୍ର କେନ୍ଦୁଝର ଆହାରପଶି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଟ୍ରଫି ପ୍ରଦାନ କରିବା ଅବସରରେ।

07/02/2022

କେନ୍ଦୁଝର,ବାଂଶପାଳ ଠାରେ ୨୪ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ପ୍ରଚାର ରେ ଥିବା ରାଜ୍ୟ ବିଜେଡ଼ି ଯୁବ ଉପସଭାପତି ଶ୍ରୀ ରାଜା ଚକ୍ର ଙ୍କ ପ୍ରତିକ୍ରିୟା।

ଆଜି ବାଂଶପାଳ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଧାନଗଦି ଠାରେ ୨୪ ନଂ ଜୋନ ସ୍ତରୀୟ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଜି ର କାର୍ଯ୍ୟକ୍ରମ ରେ ...
06/02/2022

ଆଜି ବାଂଶପାଳ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଧାନଗଦି ଠାରେ ୨୪ ନଂ ଜୋନ ସ୍ତରୀୟ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଜି ର କାର୍ଯ୍ୟକ୍ରମ ରେ ଆମ ପ୍ରିୟ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ,ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର,ରାଜ୍ୟ ଯୁବ ସାଧାରଣ ସଂପାଦକ ଅଞ୍ଜନ କୁମାର ବେଜ, ଯୁବ ବିଜେଡି ସଭାପତି ପଦ୍ମଲୋଚନ ଆରୁକ, ଛାତ୍ର ସଭାପତି ଦେବ ପ୍ରସାଦ ବାରିକ, ବ୍ଲକ ଅଧ୍ୟକ୍ଷ ଦଶରୀ ମନ୍ତ୍ରୀ, ଉପାଧ୍ୟକ୍ଷ ବାବୁଲି ପଲେଇ, ମହିଳା ସଭାପତି ଲକ୍ଷ୍ମୀପ୍ରିୟା ସଏ,ବାଂଶପାଳ ସରପଞ୍ଚ ଚମ୍ପାବତୀ ରଣା ଙ୍କ ସହିତ ୨୪ ନଂ ଜୋନ ର ୧୦ ଟି ପଞ୍ଚାୟତ ର ବହୁ ବରିଷ୍ଠ, ଯୁବ, ଛାତ୍ର, ମହିଳା କର୍ମୀ ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ସଭ୍ୟ ପ୍ରାଥିନି ଶାନ୍ତି ଲତା ରଣା ଙ୍କୁ ବିପୁଳ ସଂଖ୍ୟା ରେ ବିଜୟ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।

କେନ୍ଦୁଝର୪ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଙ୍କ ପାଇଁ ନିର୍ବାଚନ ରଣନୀତି... ରାଜ୍ୟ ବିଜେଡି ଯୁବ ଉପସଭାପତି ଶ୍ରୀ ରାଜା ଚକ୍ରଙ୍କ ...
03/02/2022

କେନ୍ଦୁଝର୪ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଙ୍କ ପାଇଁ ନିର୍ବାଚନ ରଣନୀତି... ରାଜ୍ୟ ବିଜେଡି ଯୁବ ଉପସଭାପତି ଶ୍ରୀ ରାଜା ଚକ୍ରଙ୍କ ପଳାଶପଙ୍ଗା ଠାରେ ଯୁବ ନେତାଙ୍କ ସହ ଆଲୋଚନା।

02/02/2022

କୁମୁଡ଼ି,ଉପର ଜାଗର ବାଂଶପାଳ ଠାରେ ୨୪ନଂ ଜୋନ ବିଜେଡି ପ୍ରାର୍ଥୀନୀ ଶାନ୍ତିଲତା ରଣାଙ୍କ ପ୍ରଚାର ସମୟରେ ରାଜ୍ୟ ବିଜେଡି ଯୁବ ଉପସଭାପତି ଶ୍ରୀ ରାଜା ଚକ୍ର ଙ୍କ ଅଭିଭାଷଣ.....

୨୪ନଂ ଜୋନ୍ ବିଜେଡି ପାର୍ଥୀନୀ ଶାନ୍ତିଲତା ରଣା ଙ୍କ ପ୍ରଚାରରେ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ମାଧବ ସର୍ଦାର, ରାଜ୍ୟ ବିଜେଡି ଯୁବ ଉପସଭାପ...
02/02/2022

୨୪ନଂ ଜୋନ୍ ବିଜେଡି ପାର୍ଥୀନୀ ଶାନ୍ତିଲତା ରଣା ଙ୍କ ପ୍ରଚାରରେ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ମାଧବ ସର୍ଦାର, ରାଜ୍ୟ ବିଜେଡି ଯୁବ ଉପସଭାପତି ଶ୍ରୀ ସୌମ୍ୟ ଶଙ୍କର ଚକ୍ର (ରାଜା ଭାଇ)ବିଜେଡି ପର୍ୟ୍ଯବେକ୍ଷକ ଏମଡି ମୋବିନ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ ଯେ ରକ୍ତ ପାଇଁ କାହାର ଜୀବନ ନ ଯାଉ ସେହି ଆହ୍ୱାନ କୁ ପାଥେୟ କରି ରାଜ୍ୟ ଯୁବ ଉପସଭାପତି  #ଶ୍ରୀ_ସୌମ୍ୟଶଙ...
23/06/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ ଯେ ରକ୍ତ ପାଇଁ କାହାର ଜୀବନ ନ ଯାଉ ସେହି ଆହ୍ୱାନ କୁ ପାଥେୟ କରି ରାଜ୍ୟ ଯୁବ ଉପସଭାପତି #ଶ୍ରୀ_ସୌମ୍ୟଶଙ୍କର_ଚକ୍ର ଙ୍କ ର ଏ ଅଭିଯାନ ...କେନ୍ଦୁଝର ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ରାଜ୍ୟ ଉପସଭାପତି #ଶ୍ରୀ_ସୌମ୍ୟଶଙ୍କର_ଚକ୍ର ଙ୍କ ନେତୃତ୍ୱରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ସ୍ଥାନୀୟ ତେଲି ସମାଜ ଠାରେ ଆୟୋଜିତ ହୋଇଅଛି ଏଥିରେ ମାନ୍ୟବର ମନ୍ତ୍ରୀ #ଶ୍ରୀ_ପ୍ରେମାନନ୍ଦ_ନାୟକ ମହୋଦୟ,ଆନନ୍ଦପୁର ବିଧାୟକ #ଶ୍ରୀଯୁକ୍ତ_ଭାଗିରଥି_ସେଠି ମହୋଦୟ,ପାଟଣା ବିଧାୟକ #ଶ୍ରୀଯୁକ୍ତ_ଜଗନ୍ନାଥ_ନାୟକ ମହୋଦୟ,ଜିଲ୍ଲା ସଭାପତି #ଶ୍ରୀଯୁକ୍ତ_ମାଧବ_ସର୍ଦ୍ଦାର ମହୋଦୟ,ବରିଷ୍ଠ ନେତା #ଶ୍ରୀ_ଜଗନ୍ନାଥ_ସିଂ,ଜିଲ୍ଲା ପରିଷଦ ଅଧ୍ୟକ୍ଷା #କମଳିନୀ_ପାତ୍ର, ପୂର୍ବତନ ନଗରପାଳ #ମିନା_ମାଝୀ, ବରିଷ୍ଠ ନେତା ବରଦା #ପ୍ରସନ୍ନ_ଦାସ,ଛାତ୍ର ନେତା #ଆଶିଷ_ଆଚାର୍ଯ୍ୟ,ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର କୁ ସଫଳ କରିବାରେ ସାହାଯ୍ୟ କରିଥିଲେ..

Address

Main Road
Kendujhar
758001

Website

Alerts

Be the first to know and let us send you an email when I Support Soumyasankar Chakra - Raja posts news and promotions. Your email address will not be used for any other purpose, and you can unsubscribe at any time.

Share