BJD Rajnager and pattamundai kendrapara odisha poltical organisation

BJD Rajnager and pattamundai kendrapara odisha poltical organisation bjd ସବୁବେଳେ ଲୋକଙ୍କ ସେବାରେ

ସଭାପତି ଶ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଅନୁମୋଦନକ୍ରମେ ବିଜୁ ଜନତା ଦଳର ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ର ଜିଲ୍ଲା ସଭାପତି ଓ କ...
04/09/2025

ସଭାପତି ଶ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଅନୁମୋଦନକ୍ରମେ ବିଜୁ ଜନତା ଦଳର ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ର ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରାଯାଇଛି।

ନବୀନ ଦେଇଥିଲେ, ବିଜେପି ଛଡ଼ାଇ ନେଲା NAC ମାନ୍ୟତା   #ରଙ୍ଗବଦଳାସରକାର
04/09/2025

ନବୀନ ଦେଇଥିଲେ, ବିଜେପି ଛଡ଼ାଇ ନେଲା NAC ମାନ୍ୟତା

#ରଙ୍ଗବଦଳାସରକାର

ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( Naveen Patnaik ) ଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମହିଳା ବ୍ୟାପାର କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯ...
04/09/2025

ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( Naveen Patnaik ) ଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମହିଳା ବ୍ୟାପାର କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି।

04/09/2025

ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁଆରୋଗ୍ୟ କାମନା କରୁଛି।

ଓଡ଼ିଶାର ଛାତ୍ର ଓ ଯୁବ ସମାଜର ସ୍ୱର ସାଜି ତୃଣମୂଳସ୍ତରରେ ପହଞ୍ଚିବ ବିଜୁ ଜନତା ଦଳ ।ରାଜ୍ୟର କୋଣଅନୁକୋଣ ବୁଲି ଲୋକଙ୍କ ପ୍ରକୃତ ସମସ୍ୟାର ସମାଧା...
31/08/2025

ଓଡ଼ିଶାର ଛାତ୍ର ଓ ଯୁବ ସମାଜର ସ୍ୱର ସାଜି ତୃଣମୂଳସ୍ତରରେ ପହଞ୍ଚିବ ବିଜୁ ଜନତା ଦଳ ।

ରାଜ୍ୟର କୋଣଅନୁକୋଣ ବୁଲି ଲୋକଙ୍କ ପ୍ରକୃତ ସମସ୍ୟାର ସମାଧାନ ପାଇଁ ଏକ ହୋଇ କାମ କରିବାକୁ ନବନିଯୁକ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ଓ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରି ପରାମର୍ଶ ଦେଲି ।

ଏଥିସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ଦଳର ନୀତିଆଦର୍ଶର ପ୍ରସାର ସହ ଓଡ଼ିଶାର ଛାତ୍ର ଓ ଯୁବ ସମାଜର ସ୍ୱର ସାଜିବାକୁ ଆହ୍ୱାନ ଜଣାଇଲି ।

ଲୋକଙ୍କ ସହଭାଗିତାରେ ଶାସନ ବ୍ୟବସ୍ଥାକୁ ମଜଭୁତ କରିବାରେ ବିଜୁ ବାବୁ ଥିଲେ ଅଗ୍ରଣୀ। ସେ ଦେଖାଇଥିବା ମାର୍ଗ ଓଡ଼ିଶାର ସ୍ୱାୟତ୍ତ ଶାସନ ବ୍ୟବସ୍ଥା...
31/08/2025

ଲୋକଙ୍କ ସହଭାଗିତାରେ ଶାସନ ବ୍ୟବସ୍ଥାକୁ ମଜଭୁତ କରିବାରେ ବିଜୁ ବାବୁ ଥିଲେ ଅଗ୍ରଣୀ। ସେ ଦେଖାଇଥିବା ମାର୍ଗ ଓଡ଼ିଶାର ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଦେଇଛି ନୂଆ ଦିଗ। ଏହାକୁ ପାଥେୟ କରି ଉତ୍ତମ ସେବା ଓ ସୁଶାସନ ସୁନିଶ୍ଚିତ କରିବା ପାଇଁ ଆସନ୍ତୁ ସଭିଏଁ ଆଗକୁ ବଢ଼ିବା।

ପରିବର୍ତ୍ତନ ନାଁ ରେ ଓଡ଼ିଶାର ବିକାଶକୁ ବର୍ବାଦ କରିଦେଇଛି ବିଜେପି ସରକାର।
25/08/2025

ପରିବର୍ତ୍ତନ ନାଁ ରେ ଓଡ଼ିଶାର ବିକାଶକୁ ବର୍ବାଦ କରିଦେଇଛି ବିଜେପି ସରକାର।

ଭୁଶୁଡ଼ି ଗଲାଣି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା, ବିପଦରେ ଓଡ଼ିଆ ଅସ୍ମିତା।ବିଜେପି ସରକାରର କେବେ ଆଉ ନିଦ ଭାଙ୍ଗିବ?   #ହଟାଅବିଜେପି
25/08/2025

ଭୁଶୁଡ଼ି ଗଲାଣି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା, ବିପଦରେ ଓଡ଼ିଆ ଅସ୍ମିତା।

ବିଜେପି ସରକାରର କେବେ ଆଉ ନିଦ ଭାଙ୍ଗିବ?

#ହଟାଅବିଜେପି

ଯଦି ସତସାହସ ଅଛି ତେବେ ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରୁ ECI
25/08/2025

ଯଦି ସତସାହସ ଅଛି ତେବେ ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରୁ ECI

ଆଧୁନିକ ଓଡ଼ିଆ ସାହିତ୍ୟର ମହାନ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଦେଶପ୍ରେମ ତଥା ମାଟି ମା'ର କଥା କହୁଥିବା ତାଙ୍କ ରଚନା ...
25/08/2025

ଆଧୁନିକ ଓଡ଼ିଆ ସାହିତ୍ୟର ମହାନ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଦେଶପ୍ରେମ ତଥା ମାଟି ମା'ର କଥା କହୁଥିବା ତାଙ୍କ ରଚନା ଓଡ଼ିଆ କାବ୍ୟ ସାହିତ୍ୟକୁ କାଳଜୟୀ କରିଛି।

Address

Kendrapara
754225

Alerts

Be the first to know and let us send you an email when BJD Rajnager and pattamundai kendrapara odisha poltical organisation posts news and promotions. Your email address will not be used for any other purpose, and you can unsubscribe at any time.

Share