Subhankar Nayak

Subhankar Nayak ସ୍ୱପ୍ନ, ଏକ ନୂତନ କେନ୍ଦ୍ରାପଡାର ..

ପବିତ୍ର ରଥଯାତ୍ରାର ଶୁଭେଚ୍ଛା 🙏 Greetings on the occasion of Rath Yatra 🙏
08/07/2024

ପବିତ୍ର ରଥଯାତ୍ରାର ଶୁଭେଚ୍ଛା 🙏
Greetings on the occasion of Rath Yatra 🙏

'ଚିତ୍ରୋତ୍ପଳା ମହୋତ୍ସବ'କୁ ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିବାର ସୁଯୋଗ ପାଇଲି | କେନ୍ଦ୍ରାପଡାର ହରିଦାସପୁରରେ ପୁଣ୍ୟତୋୟା ...
21/05/2024

'ଚିତ୍ରୋତ୍ପଳା ମହୋତ୍ସବ'କୁ ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିବାର ସୁଯୋଗ ପାଇଲି | କେନ୍ଦ୍ରାପଡାର ହରିଦାସପୁରରେ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ କୂଳରେ ଏହା ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା | ଆୟୋଜକମାନଙ୍କର ଉତ୍ସାହ ତଥା ଉପସ୍ଥିତ ଜନସମୁଦ୍ର ବାସ୍ତବରେ ହୃଦୟସ୍ପର୍ଶୀ ଥିଲା |
ଅଞ୍ଚଳର ପ୍ରାଣକେନ୍ଦ୍ର ଚିତ୍ରୋତ୍ପଳାର ସୁରକ୍ଷା ପାଇଁ ଯୁବବନ୍ଧୁମାନଙ୍କୁ ଆହ୍ୱାନ ଦେଲି ..
-
Happy to inaugurate the 5-day long 'Chitrotpala Mahotsav' in Haridaspur, Kendrapara! The dedication of the organizers and the huge crowd turnout were truly remarkable!

କେନ୍ଦ୍ରାପଡାର ପାଟକୁରାରେ ଶନିଶ୍ଚର ଦେବଙ୍କ ଜଳାଭିଷେକ ଏବଂ ମହାଯଜ୍ଞରେ ହଜାର ହଜାର ଭକ୍ତଙ୍କ ସହ ଯୋଗ ଦେବାର ଅପୂର୍ବ ସୁଯୋଗ ଲାଭ କଲି 🙏
14/05/2024

କେନ୍ଦ୍ରାପଡାର ପାଟକୁରାରେ ଶନିଶ୍ଚର ଦେବଙ୍କ ଜଳାଭିଷେକ ଏବଂ ମହାଯଜ୍ଞରେ ହଜାର ହଜାର ଭକ୍ତଙ୍କ ସହ ଯୋଗ ଦେବାର ଅପୂର୍ବ ସୁଯୋଗ ଲାଭ କଲି 🙏

25/04/2024
ମୁଁ ଓଡ଼ିଆ.. ମୁଁ ସ୍ୱାଭିମାନୀ..ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା 🙏
01/04/2024

ମୁଁ ଓଡ଼ିଆ.. ମୁଁ ସ୍ୱାଭିମାନୀ..
ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା 🙏

ଛାତ୍ରଛାତ୍ରୀମାନଙ୍କ ସହ କଥା ହେବା ତଥା ତାଙ୍କ ଭବିଷ୍ୟତ ସ୍ବପ୍ନ ବିଷୟରେ ତାଙ୍କ ମୁହଁରୁ ଶୁଣିବା ମୋ ପାଇଁ  ସବୁଠାରୁ ଖୁସିର ବିଷୟ। ନିକଟରେ କେ...
06/03/2024

ଛାତ୍ରଛାତ୍ରୀମାନଙ୍କ ସହ କଥା ହେବା ତଥା ତାଙ୍କ ଭବିଷ୍ୟତ ସ୍ବପ୍ନ ବିଷୟରେ ତାଙ୍କ ମୁହଁରୁ ଶୁଣିବା ମୋ ପାଇଁ ସବୁଠାରୁ ଖୁସିର ବିଷୟ। ନିକଟରେ କେନ୍ଦ୍ରାପଡାର କୋରୁଆ ମହିଳା ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଲି ।ତାଙ୍କ ପାଠାଗାର ପାଇଁ ଅନେକ ଉପଯୋଗୀ ପାଠ୍ୟ ପୁସ୍ତକ ପ୍ରଦାନ କଲି ।
ମୁଁ ସମସ୍ତଙ୍କର ଉଜ୍ବଳ ଭବିଷ୍ୟତ କାମନା କରୁଛି🙏.

Nothing brings me more joy than interacting with students and listening to their dreams:) Recently, I had the privilege of engaging with the inspiring students of Korua Women's College, Kendrapara.
Their future ambitions fill me with hope and excitement! As a small token of support, I contributed books to enrich their library.🙏

ଏକ ଛୋଟ କିନ୍ତୁ ପ୍ରଭାବୀ ପ୍ରୟାସକୁ ନେଇ ବ୍ୟକ୍ତିଗତଭାବେ ମୁଁ ଖୁବ୍ ଗର୍ବିତ - କେନ୍ଦ୍ରାପଡାରେ ସ୍ୱାବଲମ୍ବୀ ମହିଳାମାନଙ୍କର କାଇଁଚ ଶିଳ୍ପକ୍ଷେ...
24/02/2024

ଏକ ଛୋଟ କିନ୍ତୁ ପ୍ରଭାବୀ ପ୍ରୟାସକୁ ନେଇ ବ୍ୟକ୍ତିଗତଭାବେ ମୁଁ ଖୁବ୍ ଗର୍ବିତ - କେନ୍ଦ୍ରାପଡାରେ ସ୍ୱାବଲମ୍ବୀ ମହିଳାମାନଙ୍କର କାଇଁଚ ଶିଳ୍ପକ୍ଷେତ୍ରରେ ଏକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ନୂତନରୂପେ ତାଲିମ ପାଉଥିବା ଏହି ମହିଳାମାନଙ୍କର ସୃଜନଶୀଳତା ଏବଂ ପ୍ରତିଶୃତିବଦ୍ଧତା ମୋତେ ପ୍ରଭାବିତ କଲା |
ମୁଁ ନିଶ୍ଚିନ୍ତ ଯେ ଆମ ଜିଲ୍ଲା ଏହି ପୁରାତନ କୁଟୀର ଶିଳ୍ପକ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ |
‎Follow my channel on WhatsApp: whatsapp.com/channel/0029Va91Tgj05MUZr1eU9G3m

ଆମର ଯୁବକଯୁବତୀମାନଙ୍କର ଏକତା ଏବଂ ନିଷ୍ଠା ଦେଖିବା ମୋ ପାଇଁ ସର୍ବଦା ପ୍ରେରଣାଦାୟୀ | କେନ୍ଦ୍ରାପଡାରେ ମା' ସରସ୍ବତୀ ପୂଜା ଉପଲକ୍ଷେ ଆୟୋଜିତ ଏ...
16/02/2024

ଆମର ଯୁବକଯୁବତୀମାନଙ୍କର ଏକତା ଏବଂ ନିଷ୍ଠା ଦେଖିବା ମୋ ପାଇଁ ସର୍ବଦା ପ୍ରେରଣାଦାୟୀ | କେନ୍ଦ୍ରାପଡାରେ ମା' ସରସ୍ବତୀ ପୂଜା ଉପଲକ୍ଷେ ଆୟୋଜିତ ଏକ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ଅବସରରେ ସ୍ଥାନୀୟ ଯୁବକମାନଙ୍କର ଏକତା ଏବଂ ସୀମାହୀନ ଉତ୍ସାହ ମୋ ମନରେ ନୂତନ ଆଶା ଭରି ଦେଲା | 🙏

ରାଜନଗର, ମତ୍ସ୍ୟଚାଷ କ୍ଷେତ୍ରରେ, କେନ୍ଦ୍ରାପଡାର ଅନ୍ୟତମ ଅଗ୍ରଣୀ ବ୍ଲକ | ଏହି ଅଞ୍ଚଳର ଅଗ୍ରଣୀ ମତ୍ସ୍ୟଜୀବୀଙ୍କ ସହ ଏକ ସଭାରେ ଯୋଗଦେବାର ଏବଂ ...
08/02/2024

ରାଜନଗର, ମତ୍ସ୍ୟଚାଷ କ୍ଷେତ୍ରରେ, କେନ୍ଦ୍ରାପଡାର ଅନ୍ୟତମ ଅଗ୍ରଣୀ ବ୍ଲକ | ଏହି ଅଞ୍ଚଳର ଅଗ୍ରଣୀ ମତ୍ସ୍ୟଜୀବୀଙ୍କ ସହ ଏକ ସଭାରେ ଯୋଗଦେବାର ଏବଂ ସେମାନଙ୍କୁ ସମ୍ମାନିତ କରିବାର ସୁଯୋଗ ପାଇଲି । ଏହି କାର୍ଯ୍ୟକ୍ରମରେ ଅଭିଜ୍ଞ ପ୍ରଶିକ୍ଷକ ମଧ୍ୟ ମୋ ସହିତ ଯୋଗ ଦେଇଥିଲେ |

'Playing sports brings you closer to the Divine than prayer': Swami Vivekananda's timeless wisdom 🙏 Attended a cricket m...
02/02/2024

'Playing sports brings you closer to the Divine than prayer': Swami Vivekananda's timeless wisdom 🙏

Attended a cricket match and encouraged the youth in Patkura, Kendrapara. 🏏

କେନ୍ଦ୍ରାପଡାର ପାଟକୁରାରେ ଏକ କ୍ରିକେଟ ମ୍ୟାଚରେ ଯୁବ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ଅବସରରେ 🏏 🏏

କେନ୍ଦ୍ରାପଡାର ଅର୍ଥନୈତିକ ପ୍ରଗତିରେ ମତ୍ସ୍ୟଜୀବୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 🌊କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଏକ ମତ୍ସ୍ୟଜୀବ...
23/01/2024

କେନ୍ଦ୍ରାପଡାର ଅର୍ଥନୈତିକ ପ୍ରଗତିରେ ମତ୍ସ୍ୟଜୀବୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 🌊
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଏକ ମତ୍ସ୍ୟଜୀବୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଆମ ଅଞ୍ଚଳର କିଛି ଆଗ ଧାଡ଼ିର ମତ୍ସ୍ୟଜୀବୀମାନଙ୍କୁ ସମ୍ମାନିତ କରିବାର ସୁଯୋଗ ପାଇଲି ।
ଏହା ସହିତ ମତ୍ସ୍ୟଜୀବୀମାନଙ୍କର ଉତ୍ପାଦକ ବୃଦ୍ଧି ତଥା ଉନ୍ନତ ଜ୍ଞାନ କୌଶଳ ବୃଦ୍ଧି ନିମିତ୍ତ ଅଭିଜ୍ଞ ପ୍ରଶିକ୍ଷକ ମଧ୍ୟ ଯୋଗ ଦେଇଥିଲେ । ଆମ ଅଞ୍ଚଳରେ ମତ୍ସ୍ୟଜୀବୀ ମାନଙ୍କର ଜୀବନ ତଥା ଜୀବିକାର ବିକାଶ ନିମିତ୍ତ ଏଭଳି ଗୁଣାତ୍ମକ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ🙏

କେନ୍ଦ୍ରାପଡାରେ ମହିମା ସାଧୁସନ୍ଥଙ୍କ ଗହଣରେ ଓ ଯଜ୍ଞ ସ୍ଥଳରୁ ୨୦୨୪ ର ଆରମ୍ଭ 🙏ଆଶା କରେ ଆପଣମାନଙ୍କ ସହଭାଗିତା ଆଉ ସମର୍ଥନ 2024 ରେ ମଧ୍ୟ ରହିବ...
01/01/2024

କେନ୍ଦ୍ରାପଡାରେ ମହିମା ସାଧୁସନ୍ଥଙ୍କ ଗହଣରେ ଓ ଯଜ୍ଞ ସ୍ଥଳରୁ ୨୦୨୪ ର ଆରମ୍ଭ 🙏

ଆଶା କରେ ଆପଣମାନଙ୍କ ସହଭାଗିତା ଆଉ ସମର୍ଥନ 2024 ରେ ମଧ୍ୟ ରହିବ ✨🙏
ଯୋଡି ରହିବା ପାଇଁ Page କୁ Follow/ Like କରନ୍ତୁ🙌

Address

Kendrapara

Website

Alerts

Be the first to know and let us send you an email when Subhankar Nayak posts news and promotions. Your email address will not be used for any other purpose, and you can unsubscribe at any time.

Share

Category