Adyasha Foundation

Adyasha Foundation Adyasha Foundation is dedicated to serving humanity by providing support, compassion, and hope to the hopeless.

Our mission is to help the needy, uplift the poor, and create a better society through kindness, service, and unity.”

07/06/2026

*ଆଦ୍ୟାଶା ଫାଉଣ୍ଡେସନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକ ର ଅଢ଼ଙ୍ଗା ଗ୍ରାମ ର ଗୌତମ ଜେନାଙ୍କ ଶୁଦ୍ଧିକ୍ରିୟା ପାଇଁ ୫୦୦୦ ଟଙ୍କାର ଆର୍ଥିକ ସାହାଯ୍ୟ କରାଗଲା ।*
ପରିବାର କହିଲେ ଏବେ ଦୁଇ ଝିଅ ଜଣେ ୧୨ ବର୍ଷ ଓ ଅନ୍ୟ ଜଣେ ୧୪ ବର୍ଷ ର , ଗତ କିଛି ଦିନ ପୂର୍ବ ରୁ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା ଓ ଗତ ୨୩ ତାରିଖ ରେ ରୋଗଶଯ୍ୟାରେ ରେ ପଡ଼ିଥିବା ବାପାଙ୍କର ମଧ୍ଯ ଦେହାନ୍ତ ହୋଇଛି ।
ନିଜ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଦୁଇ ଝିଅ ଭିକ୍ଷା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ତେଣୁ ଫାଉଣ୍ଡେସନ ତରଫରୁ ସାହାଯ୍ୟ ର ହାତ ବଢ଼ାଗଲା ଓ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଓ ପ୍ରତି ମାସ ରାସନ୍ ସାମଗ୍ରୀ ପରିବାର କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।
Adyasha Foundation

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳୋ ଗ୍ରାମର ଭାଗବତ ସାହୁ ଙ୍କ ପରିବାର କୁ କିଛି ଆର୍ଥିକ ସାହାଯ୍ୟ କରାଗଲା । ପରିବା...
03/06/2026

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳୋ ଗ୍ରାମର ଭାଗବତ ସାହୁ ଙ୍କ ପରିବାର କୁ କିଛି ଆର୍ଥିକ ସାହାଯ୍ୟ କରାଗଲା । ପରିବାର କହିଲେ ସ୍ବାମୀ ଓ ସ୍ତ୍ରୀ , ଭାଗବତଙ୍କ ର ମାଆଙ୍କର ଦେହାନ୍ତ କିଛି ଦିନ ପୂର୍ବରୁ ହୋଇଥିଲା। ସ୍ଥାନୀୟ ଲୋକ ଫାଉଣ୍ଡେସନକୁ ଜଣାଇଥିଲେ ଯେ ଭାଗବତଙ୍କ ଆର୍ଥିକ ସ୍ୱଛଳ ବହୁତ ଦୁର୍ବଳ।ଶୁଣିଲା ପରେ ତତକ୍ଷଣାତ୍ ଭାଗବତଙ୍କ ମାଆଙ୍କ ଦ୍ଵାଦଶ ଦିନ ପହଂଚିମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ଅର୍ଥର ଅଭାବ ଥିବାରୁ ଫାଉଣ୍ଡେସନ ତରଫରୁ କିଛି ଅର୍ଥ ସାହାଯ୍ୟ କରାଯାଇଥିଲା ।

*ଆଦ୍ୟାଶା ଫାଉଣ୍ଡେସନ ତରଫରୁ  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକ ର ଅଢ଼ଙ୍ଗା ଗ୍ରାମ ର ଗୌତମ ଜେନାଙ୍କ ଶୁଦ୍ଧିକ୍ରିୟା ପାଇଁ ୫୦୦...
02/06/2026

*ଆଦ୍ୟାଶା ଫାଉଣ୍ଡେସନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକ ର ଅଢ଼ଙ୍ଗା ଗ୍ରାମ ର ଗୌତମ ଜେନାଙ୍କ ଶୁଦ୍ଧିକ୍ରିୟା ପାଇଁ ୫୦୦୦ ଟଙ୍କାର ଆର୍ଥିକ ସାହାଯ୍ୟ କରାଗଲା ।*
ପରିବାର କହିଲେ ଏବେ ଦୁଇ ଝିଅ ଜଣେ ୧୨ ବର୍ଷ ଓ ଅନ୍ୟ ଜଣେ ୧୪ ବର୍ଷ ର , ଗତ କିଛି ଦିନ ପୂର୍ବ ରୁ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା ଓ ଗତ ୨୩ ତାରିଖ ରେ ରୋଗଶଯ୍ୟାରେ ରେ ପଡ଼ିଥିବା ବାପାଙ୍କର ମଧ୍ଯ ଦେହାନ୍ତ ହୋଇଛି ।
ନିଜ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଦୁଇ ଝିଅ ଭିକ୍ଷା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ତେଣୁ ଫାଉଣ୍ଡେସନ ତରଫରୁ ସାହାଯ୍ୟ ର ହାତ ବଢ଼ାଗଲା ଓ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଓ ପ୍ରତି ମାସ ରାସନ୍ ସାମଗ୍ରୀ ପରିବାର କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦଳୋ ପଞ୍ଚାୟତ ଛକନା ଗ୍ରାମର ର ସୁଦର୍ଶନ ନାୟକ ଙ୍କ ସୁପୁତ୍ର ସର୍ବେଶ୍ୱର ନାୟକ 582 ନମ୍ବ...
28/05/2026

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦଳୋ ପଞ୍ଚାୟତ ଛକନା ଗ୍ରାମର ର ସୁଦର୍ଶନ ନାୟକ ଙ୍କ ସୁପୁତ୍ର ସର୍ବେଶ୍ୱର ନାୟକ 582 ନମ୍ବର ରଖି +2 ବିଜ୍ଞାନରେ ଉତ୍ତୀର୍ଣ୍ଣ କରିଛନ୍ତି l କେନ୍ଦ୍ରାପଡା ଜିଲ୍ଲା ରେ ଟପର ହୋଇଛନ୍ତି l 97% ମାର୍କ ରଖି ଜିଲ୍ଲାରେ ଗୌରବ ଆଣିଛନ୍ତି ତେଣୁ ତାଙ୍କୁ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ସମ୍ମାନିତ କରାଗଲା।

ଗତକାଲି  ପାଟକୁରା ନିର୍ବାଚନ ମଣ୍ଡଳୀ କରିଲୋପାଟଣା ପଞ୍ଚାୟତ ଅନ୍ତର୍ଗତ ହନ୍ତପଡା ର ପ୍ରଦୀପ ମଲିକ ଙ୍କ ପରିବାର କୁ ଫାଉଣ୍ଡେସନ ତରଫରୁ ସହଯୋଗ ର ...
11/05/2026

ଗତକାଲି ପାଟକୁରା ନିର୍ବାଚନ ମଣ୍ଡଳୀ କରିଲୋପାଟଣା ପଞ୍ଚାୟତ ଅନ୍ତର୍ଗତ ହନ୍ତପଡା ର ପ୍ରଦୀପ ମଲିକ ଙ୍କ ପରିବାର କୁ ଫାଉଣ୍ଡେସନ ତରଫରୁ ସହଯୋଗ ର ହାତ ବଢ଼ାଯାଇଥିଲ। । ପ୍ରଦୀପ ମଲିକ ଙ୍କ ଘର ଗତ ୦୬ ତାରିଖ ରାତ୍ରିରେ ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଯାଇଥିଲା, ଏଥିରେ ତାଙ୍କର ୨ଟି ଗାଈ ୧୭ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସହ ଘର ର ଆସବା ପତ୍ର ମଧ୍ଯ ସମସ୍ତ ପୋଡିଯାଇଥିଲା ।

ଛେଳି ଓ ଗୋରୁ ପାଳନ କରି ସେ ନିଜର ପରିବାର ପ୍ରତିପୋଷଣ କରୁଥିଲେ , ଯାହାକି ତାଙ୍କ ରୋଜଗାର ର ଏକମାତ୍ର ମାଧ୍ୟମ ଥିଲା । ଏଭଳି ପରିସ୍ଥିତି ରେ ତାଙ୍କ ପରିବାର ର ପ୍ରତିପୋଷଣ ପାଇଁ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଗୋଟେ ଛେଳି ଓ କିଛି ଆର୍ଥିକ ସାହାଯ୍ୟ କରାଯାଇଥିଲା ଯାହାକି ଭବିଷ୍ୟତ ରେ ପରିବାର ର ରୋଜଗାର ର ଏକ ମାଧ୍ୟମ ହୋଇପାରିବ ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଏକ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ...
15/04/2026

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଏକ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।🙏🙏🙏

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଭାରତ ରତ୍ନ, ଜ୍ଞାନ ର ପ୍ରତୀକ ବାବା ସାହେବ ଡ଼ ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। 🙏...
15/04/2026

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଭାରତ ରତ୍ନ, ଜ୍ଞାନ ର ପ୍ରତୀକ ବାବା ସାହେବ ଡ଼ ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। 🙏🙏🙏🙏

ଆପଣମାନେ ଜାଣିଥିବେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମପଂଚାୟତର ଜୟପୁର ଗ୍ରାମର ସ୍...
09/04/2026

ଆପଣମାନେ ଜାଣିଥିବେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମପଂଚାୟତର ଜୟପୁର ଗ୍ରାମର ସ୍ୱର୍ଗତ ଗୋପବନ୍ଧୁ ନାୟକଙ୍କ ବିୟୋଗ ହେଲାଦିନ ଠାରୁ ତାଙ୍କର ଏକମାତ୍ର ଝିଅ ନିଶା ନାୟକଙ୍କର ପାଠପଢା ର ସମସ୍ତ ଦାଇତ୍ୱ ଆଦ୍ୟାଶା ଫାଉଣ୍ଡେସନ ବହନ କରୁଛି। ଆଜି କୁନି ଝିଅ ନିଶା ନାୟକଙ୍କୁ ତାଙ୍କର ପାଠ୍ୟସାମଗ୍ରୀ ଏବଂ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରାଗଲା।🙏🙏🙏🙏

ଗତ ୨୭.୦୩.୨୭ ରିଖ , ନବପ୍ରଭାତ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ , ସାଲେପୁର କଲେଜର ବାର୍ଷିକ ଉତ୍ସବରେ ଆଦ୍ୟାଶା ଫାଉଣ୍ଡେସନ କୁ ସେବା ସମ୍ମାନରେ ସମ୍ମ...
09/04/2026

ଗତ ୨୭.୦୩.୨୭ ରିଖ , ନବପ୍ରଭାତ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ , ସାଲେପୁର କଲେଜର ବାର୍ଷିକ ଉତ୍ସବରେ ଆଦ୍ୟାଶା ଫାଉଣ୍ଡେସନ କୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । 🙏🙏🙏🙏

Address

Odisha
Kendrapara

Website

Alerts

Be the first to know and let us send you an email when Adyasha Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Adyasha Foundation:

Share

Category