ʏᴜᴠᴏᴅᴀʏᴀ

ʏᴜᴠᴏᴅᴀʏᴀ YUVODAYAODISHA

 #ବିଶ୍ୱ_ପିତୃ_ଦିବସର_ଶୁଭେଚ୍ଛା ପିତା : ଶକ୍ତି ,ସୁରକ୍ଷା ଓ ପ୍ରେରଣାର ପ୍ରତୀକ ...
20/06/2021

#ବିଶ୍ୱ_ପିତୃ_ଦିବସର_ଶୁଭେଚ୍ଛା
ପିତା : ଶକ୍ତି ,ସୁରକ୍ଷା ଓ ପ୍ରେରଣାର ପ୍ରତୀକ ...

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ପରଲୋକ ।ସାମାଜିକ ସଂଗଠନ ୟୁବୋଦୟ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
19/06/2021

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ପରଲୋକ ।ସାମାଜିକ ସଂଗଠନ ୟୁବୋଦୟ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 ାହାନ୍ତି_ଅମରେନ୍ଦ୍ର_ମହାନ୍ତି ପରଲୋକରେ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ ଓଡିଶା ର  ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତ...
17/05/2021

ାହାନ୍ତି_ଅମରେନ୍ଦ୍ର_ମହାନ୍ତି
ପରଲୋକରେ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ ଓଡିଶା ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି । ୬୩ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ । ଓଡିଶା କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ୟୁବୋଦୟ ସାମାଜିକ ସଂଗଠନ ତରଫରୁ ଅମର ଆତ୍ମା ର ସଦଗତି କାମନା କରୁଛୁ।


ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ଶ୍ରୀ ରଘୁନାଥ ମହାପାତ୍ରଙ୍କ ବିୟୋଗ  । ଓଡ଼ିଆ ଜାତିର ପ୍ରାଚିର କରୁକାର୍ଯ୍ୟର ପ୍ରଣେତାଙ୍କ ବିୟୋଗ ସାରା ଓଡ଼...
09/05/2021

ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ଶ୍ରୀ ରଘୁନାଥ ମହାପାତ୍ରଙ୍କ ବିୟୋଗ । ଓଡ଼ିଆ ଜାତିର ପ୍ରାଚିର କରୁକାର୍ଯ୍ୟର ପ୍ରଣେତାଙ୍କ ବିୟୋଗ ସାରା ଓଡ଼ିଶା ପାଇଁ ଏକ ଅପୁରଣୀୟ କ୍ଷତି । ୟୁବୋଦୟ ସମାଜିକ ସଂଗଠନ ତରଫରୁ ଅମର ଆତ୍ମାର ସଦଗତି କାମନା କରିବା ସହ ମହାନ ଆତ୍ମାକୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ଓଁ ଶାନ୍ତି🙏🏾😢

ସାମାଜିକ ସଂଗଠନ ଯୁବୋଦୟ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।
13/12/2020

ସାମାଜିକ ସଂଗଠନ ଯୁବୋଦୟ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।

ନିଆରା ଢଙ୍ଗରେ ପାଳନ କଲା ଦୀପାବଳୀ କେନ୍ଦ୍ରାପଡାର ଅଗ୍ରଣୀ ସମାଜିକ ସଂଗଠନ ଯୁବୋଦୟ ବସ୍ତି ଅଞ୍ଚଳରେ ଦୀପ ଜାଳିବା ସହ  ସେମାନଙ୍କୁ ଶୀତ ବସ୍ତ୍ର ...
14/11/2020

ନିଆରା ଢଙ୍ଗରେ ପାଳନ କଲା ଦୀପାବଳୀ କେନ୍ଦ୍ରାପଡାର ଅଗ୍ରଣୀ ସମାଜିକ ସଂଗଠନ ଯୁବୋଦୟ ବସ୍ତି ଅଞ୍ଚଳରେ ଦୀପ ଜାଳିବା ସହ ସେମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଗଲ..ଏହି କାର୍ଯ୍ୟକ୍ରମ ସଂଗଠନ ର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗ ରେ ହିଁ ସମ୍ପୂର୍ଣ୍ଣ ହୋଇଥିଲା...

କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ର ଛାତ୍ର ଜୀବନ ରାଉତ ଗତ ଦୁଇ ଦିନ ତଳେ ସଡକ ଦୁର୍ଘଟଣା ହୋଇଥିବା ବେଳେ ବର୍ତ୍ତମାନ କଟକର ଏକ ଘରୋଇ ମେଡିକାଲ ଶ୍ୱସ୍ତ...
28/09/2020

କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ର ଛାତ୍ର ଜୀବନ ରାଉତ ଗତ ଦୁଇ ଦିନ ତଳେ ସଡକ ଦୁର୍ଘଟଣା ହୋଇଥିବା ବେଳେ ବର୍ତ୍ତମାନ କଟକର ଏକ ଘରୋଇ ମେଡିକାଲ ଶ୍ୱସ୍ତିକ ରେ ଚିକିତ୍ସିତ ହେଉଛନ୍ତି ...
#ଯୁବୋଦୟ ତରଫ ରୁ ତାଙ୍କୁ ଭେଟିବା ସହିତ ତାଙ୍କ ବାପା ଙ୍କୁ ଆମ ମାନଙ୍କ ସକ୍ଷମ ଅନୁସାରେ ସହଯୋଗ କରାଗଲା...

ଧନ୍ଧାମୂଳକ ଶିକ୍ଷାରେ  କୃତକାର୍ଯ୍ୟ ହୋଇଥିବା ମୈତ୍ରୀ ରାଉତ କୁ ସମ୍ବୋଧିତ କଲା ଯୁଵୋଦୟ ସାମାଜିକ ସଂଗଠନ।
07/09/2020

ଧନ୍ଧାମୂଳକ ଶିକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୈତ୍ରୀ ରାଉତ କୁ ସମ୍ବୋଧିତ କଲା ଯୁଵୋଦୟ ସାମାଜିକ ସଂଗଠନ।

31/07/2020

ଗଣମାଧ୍ୟମ ରେ ୟୁବୋଦୟ ସାମାଜିକ ସଂଗଠନର ପ୍ରସାରଣ

ଯୁବୋଦୟ ସାମାଜିକ ସଂଗଠନ ତରଫରୁ କେନ୍ଦ୍ରପଡ଼ା ଜିଲ୍ଲାର ଚଳିତ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ଅଲିଭା ଭୂୟାଁ ଙ୍କ...
30/07/2020

ଯୁବୋଦୟ ସାମାଜିକ ସଂଗଠନ ତରଫରୁ କେନ୍ଦ୍ରପଡ଼ା ଜିଲ୍ଲାର ଚଳିତ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ଅଲିଭା ଭୂୟାଁ ଙ୍କୁ ୟୁବୋଦୟ ତରଫରୁ ମାନପତ୍ର ଓ ବୃକ୍ଷଦେଇ ସମ୍ବର୍ଦ୍ଧନା କରାଯାଇଛି...💐💐💐

ଯୁବୋଦୟ ସାମାଜିକ ସଂଗଠନ ତରଫରୁ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକ ର ସର୍ବୋଚ୍ଚ ମାର୍କ ରଖିଥିବା ବାଘମାରି ହାଇସ୍କୁଲ ର କ୍ରିସ୍ନେନ୍ଦୁ ବେରା ...
29/07/2020

ଯୁବୋଦୟ ସାମାଜିକ ସଂଗଠନ ତରଫରୁ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକ ର ସର୍ବୋଚ୍ଚ ମାର୍କ ରଖିଥିବା ବାଘମାରି ହାଇସ୍କୁଲ ର କ୍ରିସ୍ନେନ୍ଦୁ ବେରା ଙ୍କୁ ୟୁବୋଦୟ ତରଫରୁ ଉପଢୌକନ ମାନପତ୍ର ମେମୋଣ୍ଟ ଓ ବୃକ୍ଷ ଦେଇ ସମ୍ବୋଧିତ କରାଗଲା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଶାନ୍ତନୁ ପାହାଡି, ଦିଲ୍ଲୀପ ପଣ୍ଡା

21/07/2020

Address

Kendrapara
Kendrapara
754211

Telephone

+917377696818

Website

Alerts

Be the first to know and let us send you an email when ʏᴜᴠᴏᴅᴀʏᴀ posts news and promotions. Your email address will not be used for any other purpose, and you can unsubscribe at any time.

Share

Category