22/02/2026
ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୧୩୧ତମ ଜନପ୍ରିୟ କାଯ୍ୟକ୍ରମ "ମନ୍ କି ବାତ୍" କୁ ମୋ ଜମ୍ବୁ ମଣ୍ଡଳ ର ଶକ୍ତି କେନ୍ଦ୍ର ସୁନିତି ର ପୂର୍ବ ସୁନିତି ବୁଥ୍ ରେ ଉପସ୍ଥିତି ଥିଲେ ପ୍ରଭାରୀ ଅରୁଣ ମହାନ୍ତି, ମଣ୍ଡଳ ସେକ୍ରେଟେରୀ ଅଞ୍ଜଳି ପାଞ୍ଜା,ଶକ୍ତି କେନ୍ଦ୍ର ସ ପ୍ରମୁଖ କେଦାର ମଳିକ, ବୁଥ୍ ସଭାପତି ଗୌରାଙ୍ଗ ଘଡ଼ାଇ,ଅନେକ କାଯ୍ୟକର୍ତ୍ତା ମାନଙ୍କ ସହିତ ଶୁଣିଥିଲି ଏହି କାଯ୍ୟକ୍ରମ ମାଧ୍ୟମରେ ଆମେ ଅନେକ କିଛି ଜାଣିବା ସହିତ ନୂଆ ଉପଲବଧି ହେବାର ସୁଯଗ ମିଳିଥାଏ l