03/08/2025
ବୁଥ୍ ସ୍ତରୀୟ ଅଧିକାରୀଙ୍କ ପାରିଶ୍ରମିକକୁ ଦୁଇଗୁଣ କଲେ ECI
✅BLO ପର୍ଯ୍ୟବେକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି
✅ERO ଏବଂ AERO ମାନଙ୍କୁ ପାରିଶ୍ରମିକ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ECI
ବିସ୍ତାରରେ ପଢ଼ନ୍ତୁ :
eci.gov.in/eci-backend/pu…