ବିଜୁ ଜନତା ଦଳ, ବରୀ

ବିଜୁ ଜନତା ଦଳ, ବରୀ Contact information, map and directions, contact form, opening hours, services, ratings, photos, videos and announcements from ବିଜୁ ଜନତା ଦଳ, ବରୀ, Political organisation, Bari, Jajpur.
(2)

Address

Bari
Jajpur
755010

Website

Alerts

Be the first to know and let us send you an email when ବିଜୁ ଜନତା ଦଳ, ବରୀ posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ବିଜୁ ଜନତା ଦଳ, ବରୀ:

Share

ବିଜୁ ଜନତା ଦଳ, ବରୀ ନିର୍ବାଚନ ମଣ୍ଡଳୀ

ଭାରତ ବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦୃଢ଼ ନେତୃତ୍ୱ ରେ ବିଶ୍ୱାସ କରି ୨୦୧୯ ସାଧାରଣ ନିର୍ବାଚନ ରେ ବରୀ ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳ ର ଟିକେଟ ରେ ନିର୍ବାଚନ ଲଢ଼ି ଶ୍ରୀମତୀ ସୁନନ୍ଦା ଦାସ ବରୀ ଜନ ସାଧାରଣ ଙ୍କ ଅସ୍ଥାଭାଜନ ଫଳରେ ବିଜୟଲାଭ କରିବାରେ ସଫଳ ହୋଇଛନ୍ତି.

ଏକ ସାଧାରଣ ପରିବାର ରୁ ରାଜନୀତି ରେ ପ୍ରବେଶ କରିଶ୍ରୀମତୀ ସୁନନ୍ଦା ଦାସ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ର ବିଭିନ୍ନ ପଦପଦବୀ ରେ ନିର୍ବାଚିତ ହୋଇ ସମାଜ ସେବା କୁ ଜୀବନର ଲକ୍ଷ ଭାବରେ ଗ୍ରହଣ କରି ନିଜକୁ ତୃଣ ମୂଳ ସ୍ଥର ରେ ଲୋକମାନଙ୍କ ସହ ମିଶି କାମ କରିବାପାଇଁ ଦୃଡ଼ ସଙ୍କଳ୍ପ ବଦ୍ଧ.