Samir Ranjan Malik

Samir Ranjan Malik Contact information, map and directions, contact form, opening hours, services, ratings, photos, videos and announcements from Samir Ranjan Malik, Social service, Tirtol, Jagatsinghpur.

14/02/2026
ପବିତ୍ର ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଗଣପର୍ବ ସମସ୍ତଙ୍କ ଜୀବନରେ ସୁଖ ,ଶାନ୍ତି ଓ ସମୃଦ୍ଧି ଆଣିଦେଉ । ମହା...
13/06/2025

ପବିତ୍ର ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଗଣପର୍ବ ସମସ୍ତଙ୍କ ଜୀବନରେ ସୁଖ ,ଶାନ୍ତି ଓ ସମୃଦ୍ଧି ଆଣିଦେଉ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା । ଜୟ ଜଗନ୍ନାଥ 🙏

ପରିବର୍ତ୍ତନ ସହଜ ନୂହେଁ, କିନ୍ତୁ ଏହା ସ୍ରୁଷ୍ଟି ର ନିୟମ, ଏହା ଦ୍ଵାରା ବହୁତ କିଛି ଶିଖିବାକୁ ମିଳେ ଓ ପ୍ରତ୍ୟେକ ମଣିଷ କୁ ଏହି ପରିବର୍ତ୍ତନ ଦ...
11/06/2025

ପରିବର୍ତ୍ତନ ସହଜ ନୂହେଁ,
କିନ୍ତୁ ଏହା ସ୍ରୁଷ୍ଟି ର ନିୟମ, ଏହା ଦ୍ଵାରା ବହୁତ କିଛି ଶିଖିବାକୁ ମିଳେ ଓ ପ୍ରତ୍ୟେକ ମଣିଷ କୁ ଏହି ପରିବର୍ତ୍ତନ ଦେଇ ଯିବାକୁ ହିଁ ପଡେ ,ବେଳେବେଳେ ଏହା ଶାନ୍ତି ଆଣେ, ଆଉ ବେଳେବେଳେ ଝଡ କିନ୍ତୁ ସବୁ ପରେ ତୁ ତ ସାଙ୍ଗରେ ଥାଉ ନା ସମ୍ଭାଳି ନେବାକୁ ସବୁକିଛି..✍️

ପ୍ରଭୁ ଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା ର ଅଶେଷ ଅଭିନନ୍ଦନ ସମସ୍ତଙ୍କୁ 🙏
#ହେ_ନାଥ🙏

Address

Tirtol
Jagatsinghpur

Website

Alerts

Be the first to know and let us send you an email when Samir Ranjan Malik posts news and promotions. Your email address will not be used for any other purpose, and you can unsubscribe at any time.

Share

Category