ବିଜୁ ଜନତା ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ। Biju Janata Dala Hinjilikatu

  • Home
  • India
  • Hinjilicut
  • ବିଜୁ ଜନତା ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ। Biju Janata Dala Hinjilikatu

ବିଜୁ ଜନତା ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ। Biju Janata Dala Hinjilikatu social media
(1)

ବିଜୁ ଜନତା ଦଳ ଓଡିଶା. ଗଞ୍ଜାମ
ଜୟ ବିଜେଡି 💚💚💚💚
ବିଜୁ ଯୁବ ଓ ଛାତ୍ର ଜନତା ଦଳ ହିଞ୍ଜିଳିକାଟୁ
BJD Hinjilicut .......
https://www.instagram.com/bjdhinjilicut?utm_source=qr&igsh=MTcyZnA0czBtZWltcw==

03/06/2026

03/06/2026

02/06/2026

31/05/2026

ନବୀନଙ୍କ ସାରଥୀ, ନୂତନ ଓଡ଼ିଶାର ନିର୍ମାତା, ବିକଶିତ ଓଡ଼ିଶାର ମାଷ୍ଟର ମାଇଣ୍ଡ, ସବୁ ମିଛ ଗପ ଶୁଣି ବ୍ଲେମ୍ ନେଇ ଓଡ଼ିଶା ପାଇଁ ନିଜର ସବୁକିଛି ...
29/05/2026

ନବୀନଙ୍କ ସାରଥୀ, ନୂତନ ଓଡ଼ିଶାର ନିର୍ମାତା, ବିକଶିତ ଓଡ଼ିଶାର ମାଷ୍ଟର ମାଇଣ୍ଡ, ସବୁ ମିଛ ଗପ ଶୁଣି ବ୍ଲେମ୍ ନେଇ ଓଡ଼ିଶା ପାଇଁ ନିଜର ସବୁକିଛି ଦେଇଥିବା ଓଡ଼ିଆ ମାଟିର ସେବକ ଭି. କେ. ପାଣ୍ଡିଆନ ସାର୍ ଙ୍କ ଜନ୍ମଦିନରେ ବହୁତ ବହୁତ ଶୁଭେଚ୍ଛା। ଆସନ୍ତୁ ସମସ୍ତେ ମିଶି କିଛି ଭଲ କାମ କରି ଆଜି ଦିନଟି ତାଙ୍କୁ ସମର୍ପଣ କରିବା।

ଓଡିଶା ଓ ପଶ୍ଚିମବଙ୍ଗ  5 ଟଙ୍କିଆ ଅହରରେ ଫରକ ଓଡ଼ିଶାରେ ମିଳୁଛି ଭାତ, ଡାଲମା ଓ ଆଚାର ଆଉ ପଶ୍ଚିମବଙ୍ଗ ରେ ମିଳୁଛି ଭାତ ଓ ମାଛ ତରକାରୀ ଆମର ଦା...
28/05/2026

ଓଡିଶା ଓ ପଶ୍ଚିମବଙ୍ଗ 5 ଟଙ୍କିଆ ଅହରରେ ଫରକ
ଓଡ଼ିଶାରେ ମିଳୁଛି ଭାତ, ଡାଲମା ଓ ଆଚାର
ଆଉ ପଶ୍ଚିମବଙ୍ଗ ରେ ମିଳୁଛି ଭାତ ଓ ମାଛ ତରକାରୀ
ଆମର ଦାବି 5 ଟଙ୍କାରେ ଚିକେନ ଝୋଳ
ହଁ // ନା
କମେଣ୍ଟ ବକ୍ସରେ ମତାମତ ଜଣାଇବାକୁ ଅନୁରୋଧ

28/05/2026

ପଶ୍ଚିମ ବଙ୍ଗ ରେ ନୂତନ ସରକାର ୫ ଟଙ୍କା ରେ ମାଛ 🐟 ଭାତ ଦେଲେଣି ।
ଓଡ଼ିଶା ରେ କେବେ ମିଳିବ ୫ ଟଙ୍କା ରେ ?

Address

Hinjilicut
Hinjilicut
761102

Telephone

+919090216371

Website

Alerts

Be the first to know and let us send you an email when ବିଜୁ ଜନତା ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ। Biju Janata Dala Hinjilikatu posts news and promotions. Your email address will not be used for any other purpose, and you can unsubscribe at any time.

Share