05/03/2025
ଢେ଼ଙ୍କାନାଳ ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ( ବ୍ଲକଗ୍ରାଣ୍ଟ ) ମାନଙ୍କରେ ଅବସର ପରେ ଖାଲି ପଡ଼ିଥିବା ପଦବୀ କୁ ପୂରଣ କରାଯାଉ, ଶିକ୍ଷା କ୍ଷେତ୍ରରେ ଆସୁଥିବା ଶିକ୍ଷକ ମରୁଡ଼ିକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉ । ଶିକ୍ଷକଙ୍କୁ ପେନସନ ର ବ୍ୟବସ୍ଥା କରାଯାଉ । Mohan Charan Majhi CMO Odisha PMO India