Sipun Kumar Dash

Sipun Kumar Dash Contact information, map and directions, contact form, opening hours, services, ratings, photos, videos and announcements from Sipun Kumar Dash, Social service, Dhenkanal.

12/11/2023

ଆଲୋକର ପର୍ବ ଦୀପାବଳି ସଭିଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି ଓ ସମୃଦ୍ଧି। ପବିତ୍ର କାଳୀପୂଜା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।
Diwali.
Sipun Kumar Dash
Sipun Bhai Fan Club

ବିଜୁ ଜନତା ଦଳର ବରିଷ୍ଠ ନେତା,ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ  ମହେଶ୍ୱର ମହାନ୍ତିଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଦୁଃଖିତ l ପୁରୀ ଜିଲ୍ଲା ତଥ...
07/11/2023

ବିଜୁ ଜନତା ଦଳର ବରିଷ୍ଠ ନେତା,ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଦୁଃଖିତ l ପୁରୀ ଜିଲ୍ଲା ତଥା ସମଗ୍ର ଓଡିଶାର ଉନ୍ନତି ପାଇଁ ତାଙ୍କର ଉଦ୍ୟମ ଏବଂ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ l ଅମର ଆତ୍ମାର ସଦଗତି କାମନା କରୁଛି l
#ଓଁ_ଶାନ୍ତି 🙏

ସିକିମ ଠାରେ ଆକସ୍ମିକ ବନ୍ୟା ଦୁର୍ବିପାକରେ ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗ୍ରାମର ଓଡ଼ିଆ ଯବାନ ସରୋଜ କୁମାର ଦାସ...
05/10/2023

ସିକିମ ଠାରେ ଆକସ୍ମିକ ବନ୍ୟା ଦୁର୍ବିପାକରେ ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗ୍ରାମର ଓଡ଼ିଆ ଯବାନ ସରୋଜ କୁମାର ଦାସ ଶହୀଦ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।

ଦେଶସେବାରେ ତାଙ୍କର ବହୁମୂଲ୍ୟ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
Sahid jayan Amar rahe 🙏.

05/10/2023

ବିକାଶ ବିରୋଧୀ ଓ ଜନ ବିରୋଧୀ ନେତାଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦିଅନ୍ତି ନାହିଁ। ରାଜ୍ୟ ବିଜେପି ବିଧାୟକଙ୍କୁ ମଧ୍ୟ ଉଚିତ ଜବାବ ଦେବେ ଜନତା।
Sipun Kumar Dash

@

ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ଆନ୍ତର୍ଜାତୀୟ ଅହିଂସା ଦିବସ  ଶାନ୍ତିର ଦୂତ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଭାରତ ରତ୍...
02/10/2023

ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ଆନ୍ତର୍ଜାତୀୟ ଅହିଂସା ଦିବସ ଶାନ୍ତିର ଦୂତ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଭାରତ ରତ୍ନ ୰ଲାଲ ବାହାଦୂର ଶାନ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅବସରରେ ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ସ୍ୱାଧୀନ ଭାରତ ଗଠନ ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସାର ମାର୍ଗ ସମଗ୍ର ମାନବ ଜାତି ପାଇଁ ଚିର ଆଦର୍ଶ ହୋଇ ରହିବ,
Sipun Kumar Dash

11/09/2023

❤️:
20th 🩸 Blood Donation My 30th Birthday 10/09/23 & Meet Patients asked about his health conditions .🙏I pray to God for their Speed Recovery 🙏 at District Head Quarters Hospital , Dhenkanal.
Sipun Kumar Dash
Mo Dhenkanal
Er Soumyabrata Sahoo Tkd

Address

Dhenkanal

Website

Alerts

Be the first to know and let us send you an email when Sipun Kumar Dash posts news and promotions. Your email address will not be used for any other purpose, and you can unsubscribe at any time.

Share

Category