Biju youth janta dal,odisha

Biju youth janta dal,odisha this is friendly related page please join & share your felling because our youth president always touch with people

The State Govt. will bear the expenses of migrant  workers during their 14 days quarantine period where an amount of ₹12...
02/05/2020

The State Govt. will bear the expenses of migrant workers during their 14 days quarantine period where an amount of ₹120 would be spent on for each adult per day and ₹100 for each child. Importance are being given to crucial aspects like social distancing, privacy, safety and dignity.

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ନିଜର ବହୁମୂଲ୍ୟ ଅବଦାନ ଦେଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଓଡ଼ିଆ...
28/04/2020

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ନିଜର ବହୁମୂଲ୍ୟ ଅବଦାନ ଦେଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଓଡ଼ିଆର ସାହିତ୍ୟ, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ପ୍ରେରଣାଦାୟୀ ।

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । କରୋନା ମହାମାରୀ ହେଉଥିବା ଲକଡାଉନ ସତ୍ତ...
26/04/2020

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । କରୋନା ମହାମାରୀ ହେଉଥିବା ଲକଡାଉନ ସତ୍ତ୍ୱେ ଚାଷ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି କିନ୍ତୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ଦୂରତା ରକ୍ଷା ସହ ମୁହଁରେ ମାସ୍କ କିମ୍ବା ଗାମୁଛା ବ୍ୟବହାର କରି ଚାଷ କାର୍ଯ୍ୟ କରିବାକୁ ଅନୁରୋଧ ।

ସମସ୍ତ ଓଡିଆ ଭାଇ ଓ ଭଉଣୀମାନଙ୍କୁ ଉତ୍କଳ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଚାଲନ୍ତୁ ସ୍ୱାଭିମାନି ଓଡ଼ିଆ ଜାତିର ପୂର୍ବ ଐତିହ...
01/04/2020

ସମସ୍ତ ଓଡିଆ ଭାଇ ଓ ଭଉଣୀମାନଙ୍କୁ ଉତ୍କଳ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଚାଲନ୍ତୁ ସ୍ୱାଭିମାନି ଓଡ଼ିଆ ଜାତିର ପୂର୍ବ ଐତିହ୍ୟ ଓ ଗୌରବମୟ ଇତିହାସକୁ ଉଜ୍ଜୀବିତ ରଖିବା ପାଇଁ ଶପଥ କରିବା ସହ ବିଶ୍ଵ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ମିଳିତ ପ୍ରୟାସ ଜାରି ରଖିବା ।

ଆମ୍ବୁଲାନ୍ସ ଖୋଜିବା ପାଇଁ ଆଉ ହଇରାଣ ହେବାକୁ ପଡିବ ନାହିଁ । ସବୁ ଆମ୍ବୁଲାନ୍ସ ପାଇଁ ରହିବ ଗୋଟିଏ ନମ୍ବର । ଫୋନ କାଲା ମାତ୍ରେ ମିଳିବ ଜରୁରୀକା...
13/03/2020

ଆମ୍ବୁଲାନ୍ସ ଖୋଜିବା ପାଇଁ ଆଉ ହଇରାଣ ହେବାକୁ ପଡିବ ନାହିଁ । ସବୁ ଆମ୍ବୁଲାନ୍ସ ପାଇଁ ରହିବ ଗୋଟିଏ ନମ୍ବର । ଫୋନ କାଲା ମାତ୍ରେ ମିଳିବ ଜରୁରୀକାଳୀନ ସେବା । ରାଜ୍ୟରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୨୦୮୯ ।

ଆଦିବାସୀ ଜନଜାତିଙ୍କ କଳା, ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ...
28/01/2020

ଆଦିବାସୀ ଜନଜାତିଙ୍କ କଳା, ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଆଦିବାସୀ ମେଳା ୨୦୨୦ ।

ରାଜ୍ୟ ରାଜସ୍ବ ଆଦାୟରେ ଉନ୍ନତି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ସୁଦ୍ଧା ରାଜସ୍ବ ଆଦାୟ ୮.୩୯ ପ୍ରତିଶତ ବୃଦ୍ଧି ପାଇଛି । ଅଣ ଟିକସ ରାଜସ...
27/01/2020

ରାଜ୍ୟ ରାଜସ୍ବ ଆଦାୟରେ ଉନ୍ନତି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ସୁଦ୍ଧା ରାଜସ୍ବ ଆଦାୟ ୮.୩୯ ପ୍ରତିଶତ ବୃଦ୍ଧି ପାଇଛି । ଅଣ ଟିକସ ରାଜସ୍ୱ ଆୟ ୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ନିଜସ୍ଵ ଟିକସ ସୂତ୍ରରୁ ଆୟରେ ୮.୧୩ ପ୍ରତିଶତ ବୃଦ୍ଧି ପାଇଛି ।

ଉନ୍ନତ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଗାଡି "ପଶ୍ୟନ୍ତୁ"ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହା ଉନ୍ନତ ସରଞ୍ଜାମରେ ସୁସଜ୍ଜିତ ଏ...
19/01/2020

ଉନ୍ନତ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଗାଡି "ପଶ୍ୟନ୍ତୁ"ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହା ଉନ୍ନତ ସରଞ୍ଜାମରେ ସୁସଜ୍ଜିତ ଏବଂ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ରାୟଗଡା, କେନ୍ଦୁଝର ଓ ରାଜଗାଙ୍ଗପୁରରେ ସେବା ପ୍ରଦାନ କରିବ ।

ପୁରୀ ହେବ ବିଶ୍ଵ ଐତିହ୍ୟ ନଗରୀ । ୫୨୨ କୋଟି ମୂଲ୍ୟର ୭ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ପୁରୀ ବିକାଶ ପାଇଁ  ଅବଢ଼ା ...
17/01/2020

ପୁରୀ ହେବ ବିଶ୍ଵ ଐତିହ୍ୟ ନଗରୀ । ୫୨୨ କୋଟି ମୂଲ୍ୟର ୭ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ପୁରୀ ବିକାଶ ପାଇଁ ଅବଢ଼ା ଯୋଜନାରେ ନିର୍ମାଣ ହେବ ଶ୍ରୀସେତୁ, ଛଅ ମହଲା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ ପାର୍କିଂସ୍ଥଳ ଓ ମ୍ୟୁନିସିପାଲଟି ଭେଣ୍ଡିଂ ଜୋନ୍ ।

ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ । ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ସରକାରଙ୍କ ପ୍ରାଥ...
03/01/2020

ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ । ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ସରକାରଙ୍କ ପ୍ରାଥମିକ ଗୁରୁତ୍ବ ।

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ନିର୍ମାଣ ହେବ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର । ଏହି କରିଡର...
31/12/2019

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ନିର୍ମାଣ ହେବ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର । ଏହି କରିଡର ସମ୍ବନ୍ଧୀୟ ମତାମତ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଫଳକରେ ଲିପିବଦ୍ଧ କରାଯିବା ସହ ସମସ୍ତ ଜମି ପ୍ରଭୁ ଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ।

ରାଜ୍ୟସ୍ତରୀୟ single window clearance କମିଟି ବୈଠକରେ ୯୨୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଯାହା ୨୬୫୦ଟି ନିଯୁକ୍ତି ସୃଷ୍ଟି କର...
29/12/2019

ରାଜ୍ୟସ୍ତରୀୟ single window clearance କମିଟି ବୈଠକରେ ୯୨୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଯାହା ୨୬୫୦ଟି ନିଯୁକ୍ତି ସୃଷ୍ଟି କରିବ । ଆଇଟି,ଖାଦ୍ୟ ପ୍ରକ୍ରିୟାକରଣ,ପର୍ଯ୍ୟଟନ ଇସ୍ପାତ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ହେବ ନିବେଶ । ପ୍ରକଳ୍ପଗୁଡିକୁ ଶିଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

Address

I. B Road, Narayani Vihar
Cuttack
754021

Telephone

9937709168

Website

Alerts

Be the first to know and let us send you an email when Biju youth janta dal,odisha posts news and promotions. Your email address will not be used for any other purpose, and you can unsubscribe at any time.

Share