Er. Satya Sidhanta Dash

Er. Satya Sidhanta Dash Contact information, map and directions, contact form, opening hours, services, ratings, photos, videos and announcements from Er. Satya Sidhanta Dash, Cuttack.

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମ...
14/01/2022

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।

ମାନ୍ୟବର ବିଧାୟକ  #ଶ୍ରୀଯୁକ୍ତ_ଚନ୍ଦ୍ରସାରଥୀ_ବେହେରା ଙ୍କ ନିର୍ଦ୍ଧେଶ କ୍ରମେ ଆସନ୍ତାକାଲି   #କିଶୋର_ନଗର ମହାବିଦ୍ୟାଳୟ ଠାରେ  #ଓଡିଶା_ମୋ_ପର...
02/01/2022

ମାନ୍ୟବର ବିଧାୟକ #ଶ୍ରୀଯୁକ୍ତ_ଚନ୍ଦ୍ରସାରଥୀ_ବେହେରା ଙ୍କ ନିର୍ଦ୍ଧେଶ କ୍ରମେ ଆସନ୍ତାକାଲି #କିଶୋର_ନଗର ମହାବିଦ୍ୟାଳୟ ଠାରେ #ଓଡିଶା_ମୋ_ପରିବାର #ଜୀବନ_ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଅଛି l ଆପଣ ମାନଙ୍କୁ ଅନୁରୋଧ ଉପସ୍ଥିତ ରହି ରକ୍ତଦାନ କରି ଅନ୍ୟ କାହାର ଜୀବନ ବଞ୍ଚାଇବା ରେ ସହାୟକ ହୁଅନ୍ତୁ। ❤️

ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 'ଅଧର୍ମ ଉପରେ ଧର୍ମର ଜୟ’ ର ପ୍ରତୀକ ଭାବେ ପାଳନ କରାଯାଉଥିବା ଏହ...
12/10/2021

ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 'ଅଧର୍ମ ଉପରେ ଧର୍ମର ଜୟ’ ର ପ୍ରତୀକ ଭାବେ ପାଳନ କରାଯାଉଥିବା ଏହି ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ଏହାହିଁ ମାଁ ଦୁର୍ଗାଙ୍କ ନିକଟରେ ମୋର ପ୍ରାର୍ଥନା । ା_ଦୁର୍ଗା Naveen Patnaik Chandra Sarathi

 #ବକ୍ର_ତୁଣ୍ଡ_ମହାକାୟ_ସୂର୍ଯ୍ୟ_କୋଟି_ସମପ୍ରଭ। #ନିର୍ବିଘ୍ନମ୍_କୁରମେ_ଦେବ_ସର୍ବ_କାର୍ଯ୍ୟେସୁ_ସର୍ବଦା।ପବିତ୍ର ଗଣେଶ ଚତୁର୍ଥୀ ର ହାର୍ଦିକ ଶୁଭ...
10/09/2021

#ବକ୍ର_ତୁଣ୍ଡ_ମହାକାୟ_ସୂର୍ଯ୍ୟ_କୋଟି_ସମପ୍ରଭ।
#ନିର୍ବିଘ୍ନମ୍_କୁରମେ_ଦେବ_ସର୍ବ_କାର୍ଯ୍ୟେସୁ_ସର୍ବଦା।
ପବିତ୍ର ଗଣେଶ ଚତୁର୍ଥୀ ର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ଅବସରରେ ସମସ୍ତ ଙ୍କସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ପ୍ରଭୁ ଶ୍ରୀ ଗଣେଶ ଙ୍କ ନିକଟରେ ମୁଁ ପାର୍ଥନା କରୁଛି । 🙏🏻

ଗୁର୍ରୁ ବ୍ରମ୍ହା ଗୁର୍ରୁ ବିଷ୍ଣୁ ଗୁର୍ରୁ ଦେବେ ମହେଶ୍ଵରଃ ।ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ତମଃ। ।ଗୁରୁ ଦିବସ ଅବସରରେ ସମସ୍ତଙ...
05/09/2021

ଗୁର୍ରୁ ବ୍ରମ୍ହା ଗୁର୍ରୁ ବିଷ୍ଣୁ ଗୁର୍ରୁ ଦେବେ ମହେଶ୍ଵରଃ ।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ତମଃ। ।
ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ପ୍ରଣାମ ଏବଂ ଅଭିନନ୍ଦନ ।

ପବିତ୍ର ବାହୁଡା ଯାତ୍ରା ଅବସରରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ମୋ ତରଫରୁ ଏବଂ ବିଜୁ ଛାତ୍ର ଜନତା ଦଳ  କଟକ ସଦର ପରିବାର ତରଫରୁ ହାର୍ଦ୍ଧିକ ଶୁଭ...
20/07/2021

ପବିତ୍ର ବାହୁଡା ଯାତ୍ରା ଅବସରରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ମୋ ତରଫରୁ ଏବଂ ବିଜୁ ଛାତ୍ର ଜନତା ଦଳ କଟକ ସଦର ପରିବାର ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପାର୍ଥନା କରୁଛି ମହାପ୍ରଭୁ ଜଗତକୁ କରୋନା ଦାଉରୁ ମୁକ୍ତ କରନ୍ତୁ ।

ପବିତ୍ର ରଥଯାତ୍ରା ଉପଲକ୍ଷେ ଅଗଣୀତ ଜଗନ୍ନାଥ ପ୍ରେମୀଙ୍କୁ ମୋ ତରଫରୁ ତଥା ବିଜୁ ଛାତ୍ର ଜନତା ଦଳ କଟକ ସଦର ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା...
12/07/2021

ପବିତ୍ର ରଥଯାତ୍ରା ଉପଲକ୍ଷେ ଅଗଣୀତ ଜଗନ୍ନାଥ ପ୍ରେମୀଙ୍କୁ ମୋ ତରଫରୁ ତଥା ବିଜୁ ଛାତ୍ର ଜନତା ଦଳ କଟକ ସଦର ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା। ଜଗନ୍ନାଥ ଆପଣଙ୍କ ଚଲାପଥକୁ କୁସମୀତ କରନ୍ତୁ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା। ୍ନାଥ

ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍...
15/06/2021

ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ ଏହାହିଁ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା। Chandra Sarathi

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ l ଭଗବାନଙ୍କ କୃପାରୁ କରୋନା ମହାମାରୀ ଭ...
30/11/2020

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ l ଭଗବାନଙ୍କ କୃପାରୁ କରୋନା ମହାମାରୀ ଭଳି ବିପତ୍ତି ନାଶ ହୋଇଯାଉ ଏବଂ ସମସ୍ତ ଜନସାଧାରଣ ଉତ୍ତମସ୍ୱାସ୍ଥ୍ୟ ଓ ଶ୍ରେଷ୍ଠଜୀବିକା ସହ ସୁଖ ଶାନ୍ତିରେ ଜୀବନ ନିର୍ବାହ କରନ୍ତୁ ଏହାହିଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ଆଲୋକର ପର୍ବ ଦୀପାବଳୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ସମସ୍ତଙ୍କୁ ଅନୁରୋଧ ସଚେତନ ହୋଇ ଦୀପାବଳୀକୁ ଆନନ୍ଦ ଏବଂ ଉଲ୍ଲାସରେ ପାଳନ କ...
14/11/2020

ଆଲୋକର ପର୍ବ ଦୀପାବଳୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ସମସ୍ତଙ୍କୁ ଅନୁରୋଧ ସଚେତନ ହୋଇ ଦୀପାବଳୀକୁ ଆନନ୍ଦ ଏବଂ ଉଲ୍ଲାସରେ ପାଳନ କରନ୍ତୁ। ରାଜ୍ୟ ସରକାରଙ୍କ କୋଭିଡ ନିୟମର ଅନୁପାଳନ କରିବା ସହ ବାଣ ଠାରୁ ଦୂରେଇ ରୁହନ୍ତୁ ।

 #ଶାରଦୀୟ_ଦୁର୍ଗାପୂଜା ଉପଲକ୍ଷେ ସମସ୍ତ ଗୁରୁଜନ, ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ମା'ଙ୍କ ଧରାବତରଣରେ କରୋନା ମହାମାରୀ ଦୂର ହେଉ।ପ...
24/10/2020

#ଶାରଦୀୟ_ଦୁର୍ଗାପୂଜା ଉପଲକ୍ଷେ ସମସ୍ତ ଗୁରୁଜନ, ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ମା'ଙ୍କ ଧରାବତରଣରେ କରୋନା ମହାମାରୀ ଦୂର ହେଉ।ପ୍ରତିଟି ପରିବାରରେ ଆନନ୍ଦଉତ୍ସହ ଭରିଯାଉ ଏହାହିଁ ମା ଙ୍କ ପାଖରେ ପାର୍ଥନା କରୁଛି। #ସତର୍କ_ରୁହନ୍ତୁ_ସୁରକ୍ଷିତ_ରୁହନ୍ତୁ ା_ଦୁର୍ଗା

ପବିତ୍ର  #ଗୁରୁ_ଦିବସ ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାଦାନ ସହିତ ସଂଶ୍ଳିଷ୍ଟ ଥିବା ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍...
05/09/2020

ପବିତ୍ର #ଗୁରୁ_ଦିବସ ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାଦାନ ସହିତ ସଂଶ୍ଳିଷ୍ଟ ଥିବା ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି🙏।

Address

Cuttack

Telephone

+919658571754

Website

Alerts

Be the first to know and let us send you an email when Er. Satya Sidhanta Dash posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Er. Satya Sidhanta Dash:

Share