ଜନସେବା କେନ୍ଦ୍ର, ଛତିଆ - Janaseva Kendra CSC, Chhatia

  • Home
  • India
  • Cuttack
  • ଜନସେବା କେନ୍ଦ୍ର, ଛତିଆ - Janaseva Kendra CSC, Chhatia

ଜନସେବା କେନ୍ଦ୍ର, ଛତିଆ - Janaseva Kendra CSC, Chhatia JANASEBA KENDRA MAGURADHANMANDAL

କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ ଚାଷ ପାଇଁ ନୂଆ ରୋଡ୍ ମ୍ୟାପ୍ ଆଣିଛନ୍ତି ମୋଦୀ ସରକାର ।
10/02/2026

କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ ଚାଷ ପାଇଁ ନୂଆ ରୋଡ୍ ମ୍ୟାପ୍ ଆଣିଛନ୍ତି ମୋଦୀ ସରକାର ।

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ୨୦୨୫-୨୬ ଅନ୍ତର୍ଗତ ଇ-ମେଧାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, ବ୍ୟାସକବି ଫକୀର ମୋ...
08/02/2026

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ୨୦୨୫-୨୬ ଅନ୍ତର୍ଗତ ଇ-ମେଧାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୨୬ ତାରିଖ ଯାଏଁ ଚାଲୁରହିବ। ସମସ୍ତ ଆବେଦନକାରୀ, ଅଭିଭାବକମାନଙ୍କୁ ଅନୁରୋଧ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରନ୍ତୁ।

ଗରିବ ଘରର ଝିଅଙ୍କ ବାହାଘର ଖର୍ଚ୍ଚ ଉଠାଇବେ ଲୋକଙ୍କ ସରକାର ।
11/01/2026

ଗରିବ ଘରର ଝିଅଙ୍କ ବାହାଘର ଖର୍ଚ୍ଚ ଉଠାଇବେ ଲୋକଙ୍କ ସରକାର ।

Recent new schemes include the PM Surya Ghar: Muft Bijli Yojana for rooftop solar panel subsidies, the Pradhan Mantri Vi...
21/11/2025

Recent new schemes include the PM Surya Ghar: Muft Bijli Yojana for rooftop solar panel subsidies, the Pradhan Mantri Viksit Bharat Rozgar Yojana to create employment and provide incentives to employers and employees, and a new ₹1 Lakh Crore Research, Development and Innovation Scheme.

ମା ତାରିଣୀଙ୍କ ଆଜିର ଦର୍ଶନ 🌺🙏🏿🙏🏿🌺🌺🙏🏿
20/11/2025

ମା ତାରିଣୀଙ୍କ ଆଜିର ଦର୍ଶନ 🌺🙏🏿🙏🏿🌺🌺🙏🏿

Answar with IMOJI?
12/11/2025

Answar with IMOJI?

10/11/2025
23/06/2025

OPSC Assistant Professor Recruitment 2025 | 314 Vacancies | No Exam Fee | Apply Now!

22/06/2025

📢 ବାଲେଶ୍ୱର ଜିଲ୍ଲା ଅଦାଲତ ନିଯୁକ୍ତି 2025 | ଜୁନିଅର ଟାଇପିଷ୍ଟ, ସାଲାରିଡ଼ ଅମିନ ଓ ଅନ୍ୟାନ୍ୟ ପଦବୀ | Vacancy

📜 PAN କାର୍ଡ କାହିଁକି ଆବଶ୍ୟକ?✅ ଆୟକର ରିଟର୍ନ ଦାଖଲ ପାଇଁ📄 ଆପଣଙ୍କ ଆୟ ଅନୁସାରେ ଟାକ୍ସ ରିଟର୍ନ ଫାଇଲ୍ କରିବାରେ ଏହା ଆବଶ୍ୟକ।🏦 ବ୍ୟାଙ୍କ ଏବ...
19/06/2025

📜 PAN କାର୍ଡ କାହିଁକି ଆବଶ୍ୟକ?

✅ ଆୟକର ରିଟର୍ନ ଦାଖଲ ପାଇଁ
📄 ଆପଣଙ୍କ ଆୟ ଅନୁସାରେ ଟାକ୍ସ ରିଟର୍ନ ଫାଇଲ୍ କରିବାରେ ଏହା ଆବଶ୍ୟକ।

🏦 ବ୍ୟାଙ୍କ ଏବଂ ବୃହତ ଆର୍ଥିକ ଲେନଦେନ ପାଇଁ
💰 ବ୍ୟାଙ୍କ ଖାତା ଖୋଲିବା, ଫିକ୍ସ ଡିପୋଜିଟ୍, ଲୋନ୍ ଓ ବିମା ପାଇଁ ଆବଶ୍ୟକ।

🏠 ଘର ବା ଜମି କିଣିବା/ବେଚିବା ବେଳେ
📝 ସଂପତ୍ତି ହସ୍ତାନ୍ତର କାର୍ଯ୍ୟରେ ପ୍ୟାନ୍ କାର୍ଡ ଦରକାରି।

🆔 ପରିଚୟ ପ୍ରମାଣ ଭାବେ
📌 ବ୍ୟବସାୟ, ଟିକେଟ୍ ବୁକିଂ, ଏବଂ ସରକାରୀ କାର୍ଯ୍ୟରେ ପ୍ୟାନ୍ କାର୍ଡ ଏକ ମୁଖ୍ୟ ଚିନ୍ହାପତ୍ର।

📂 ଆବଶ୍ୟକ ଦଲିଲ (PAN ପାଇଁ ଆବେଦନରେ):

🪪 ଆଧାର କାର୍ଡ
📸 ଫଟୋ (Passport Size)
📄 ଠିକଣା ପ୍ରମାଣ (ଯେପରିକି ବିଜୁଳି ବିଲ୍, ରେସିଡେନ୍ସ ପ୍ରୁଫ୍)
📱 ମୋବାଇଲ୍ ନମ୍ବର

🔊 ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ!

📍 ଅଫିସ ଠିକଣା:
🏢 ଅଫିସ - ୧: ପୋଷ୍ଟ ଅଫିସ ପାଖ, ଛତିଆ, ଯାଜପୁର
🏢 ଅଫିସ - ୨: ଅଡମ୍ବରୁ, ମାଗୁରା, ଟାଙ୍ଗି, କଟକ
🏢 ଅଫିସ - ୩: ଗଣେଶ୍ଵରପୁର, ରୁଦ୍ରପୁର, ଟାଙ୍ଗି, କଟକ

📱 ମୋବାଇଲ୍:
📞 ୯୯୩୮୫୧୩୧୫୩
📞 ୯୩୩୭୯୪୪୬୦୮

✨ "ସେଣ୍ଟର ଏମିତି, କାମ ହବ ସବୁ କିଛି!" ✨

#ପ୍ୟାନ୍କାର୍ଡ ୍ୟକ #ଟାକ୍ସରିଟର୍ନ #ପ୍ୟାନ୍କାର୍ଡଉପଯୋଗ #ବ୍ୟାଙ୍କଲେନଦେନ #ଘରକିଣିବା #ଆଧାରସହିତପ୍ୟାନ୍ #ଅର୍ଥନୀତିକଯୋଜନା #ଜମିସଂପତ୍ତି #ପ୍ୟାନ୍କାର୍ଡସହଯୋଗ #ଡିଜିଟାଲଇଣ୍ଡିଆ #ଆର୍ଥିକସୁରକ୍ଷା #ପ୍ୟାନ୍ସେବା #ଓଡ଼ିଶାPANସେଣ୍ଟର #ଆଇଡେଣ୍ଟିଟିପ୍ରମାଣ #ପ୍ୟାନ୍ଅବଶ୍ୟକତା ୍ଭିସ୍ #ଜନସେବାକେନ୍ଦ୍ର

Address

Cuttack
754660

Alerts

Be the first to know and let us send you an email when ଜନସେବା କେନ୍ଦ୍ର, ଛତିଆ - Janaseva Kendra CSC, Chhatia posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଜନସେବା କେନ୍ଦ୍ର, ଛତିଆ - Janaseva Kendra CSC, Chhatia:

Share