CYBER ARMY BJP Indian ବିଜେପି ସାଇବର ଆର୍ମୀ ଓଡ଼ିଶା

  • Home
  • India
  • Cuttack
  • CYBER ARMY BJP Indian ବିଜେପି ସାଇବର ଆର୍ମୀ ଓଡ଼ିଶା

CYBER ARMY BJP Indian ବିଜେପି ସାଇବର ଆର୍ମୀ ଓଡ଼ିଶା Contact information, map and directions, contact form, opening hours, services, ratings, photos, videos and announcements from CYBER ARMY BJP Indian ବିଜେପି ସାଇବର ଆର୍ମୀ ଓଡ଼ିଶା, Cuttack.

My Boy
31/05/2024

My Boy

30/04/2023
23/11/2022
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
01/11/2022

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଂକ ଜନ୍ମ ଜୟନ୍ତୀNews13 Odisha

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ।
08/10/2022

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ।

ଶାରଦୀୟ ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତିNews13 Odisha

ମନର ଅଭିଳାଷକୁ ପୂରଣ କରିବାକୁ ପ୍ରତେକ ମଣିଷ  କରିଥାଏ ଚେଷ୍ଟା l କିଏ ମନରଞ୍ଜନରେ, କିଏ ଖେଳରେ, କିଏ ପାଠରେ, କିଏ କୌଳିକ ବୃତ୍ତିରେ, କିଏ ଧନ ଉ...
17/09/2022

ମନର ଅଭିଳାଷକୁ ପୂରଣ କରିବାକୁ ପ୍ରତେକ ମଣିଷ କରିଥାଏ ଚେଷ୍ଟା l କିଏ ମନରଞ୍ଜନରେ, କିଏ ଖେଳରେ, କିଏ ପାଠରେ, କିଏ କୌଳିକ ବୃତ୍ତିରେ, କିଏ ଧନ ଉପାର୍ଜନରେ l

ଭିନ୍ନକ୍ଷମ, ଗରିବ, ଅସହାୟ ଲୋକମାନେ ସମାଜର ଏକ ଅଭିର୍ଣ୍ଣ ଅଙ୍ଗ, ଯେଉଁମାନେ ମଣିଷ ଜନ୍ମ ପାଇ ମଧ୍ୟ ବେରଙ୍ଗ ସ୍ୱାଦ ହିନ ଧୂଖ କଷ୍ଟ ଭରା ରୋଗା କ୍ରାନ୍ତି ଜୀବନ ଅତିବାହିତ କରୁଛନ୍ତି l ସାମାନ୍ୟ ମନୋରଞ୍ଜନ କରିବାର ରାସ୍ତା ନଥିବାବେଳେ ସାହାଯ୍ୟ ପାଇବା ଆଶାରେ ତାଙ୍କ ସାଙ୍ଗ, ସାଥି, ସମ୍ପର୍କୀୟ ମାନଙ୍କ ହାତକୁ ଚାହିଁ ବସିଥାନ୍ତି l ଏପରିକି ସରପଞ୍ଚଙ୍କ ଠାରୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସାହାଯ୍ୟ ପର୍ଯ୍ୟନ୍ତ ସାହାଯ୍ୟ ଲୋଡିଥାନ୍ତି l ଏହି ସହାୟତା ଗୁଡିକ କୌଣସି କାରଣରୁ ତାଙ୍କ ପାଖରେ ସଠିକ ସମୟରେ ପହଁଞ୍ଚିପାରୁନଥିବା କାରଣରୁ ତାଙ୍କ ଦୁଃଖ କଷ୍ଟ ଗୁଡିକ ଦୁଇ ଗୁଣିତ ହୋଇଥାଏ l ଏହିପରି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି

ଆଙ୍କର -ଢେଙ୍କାନାଳ ଜିଲ୍ଲା ଓଡ଼ାପୋଡ଼ା ବ୍ଲକ ଅନ୍ତର୍ଗତ କାସିଆଡ଼ିହି ଗ୍ରାମପଞ୍ଚାୟତର ବାସିନ୍ଦା ଅଖିଳଚନ୍ଦ୍ର ପ୍ରଧାନ ଓ ପତ୍ନୀ ହୀରାବତୀଙ୍କ ପାଖରେ l ଦୁଇ ପୁତ୍ର ସନ୍ତାନଙ୍କ ସହ ପତ୍ନୀଙ୍କ ଭରଣ ପୋଷଣ କରି ଚଳିବାକୁ ଅଖିଳ ଚାଷ ସାଙ୍ଗକୁ ଜଳଖିଆ ଦୋକାନ କରିଥିଲେ l ତାଙ୍କ ବଡପୁଅ ଆମରଜିତ ପ୍ରଧାନ (32) ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ସ୍ନାୟୁ ବିକାର ରୋଗରେ ଆକ୍ରାନ୍ତ ହୋଇଥିଲେ l ଛିଡ଼ାହୋଇଥିବା ସମୟରେ ଗାଳିପଡ଼ନ୍ତି l ଏହି ପରିସ୍ଥିତିରେ ସେ ସାଙ୍ଗ ମାନଙ୍କ ସାହାଯ୍ୟ ନେଇ +2 ପାଠ ପଢିଛନ୍ତି l ପରିଶେଷରେ 2020 ମସିହାରୁ ସେ ଶଯ୍ୟାଶାଇ ହୋଇ ପଡିରହିଛନ୍ତି l ସାନ ପୁଅ ଅଜିତ ପ୍ରଧାନ (31)ପଞ୍ଚମ ଶ୍ରେଣୀରେ ସେହି ରୋଗରେ ଆକ୍ରାନ୍ତ ହୋଇ 2013ମସିହାରୁ ଶଯ୍ୟାସାଇ ହୋଇ ପଡିରହିଛନ୍ତି l ଏହି ପରିସ୍ଥିତିରେ ଅଖିଳ ତାଙ୍କ ଦୁଇ ପୁଅଙ୍କୁ ଠିକ କରିବାକୁ ବିଭିର୍ଣ୍ଣ ଡାକ୍ତରୀ ପରୀକ୍ଷା କରି ସର୍ବଶାନ୍ତ ହୋଇ ଭଗବାନଙ୍କୁ ଆଶ୍ରାକରି ଥିଲେ l ଅଖିଳ 2021ମସିହାରେ ଯୌନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଛନ୍ତି l ବର୍ତମାନ ଅସ୍ତ୍ର ପ୍ରଚାର ଦ୍ୱାରା କୁତ୍ରିମ ଉପାୟରେ ପରିସ୍ରା ଦ୍ୱାର ଖୋଲାଯାଇ ତାଙ୍କ ଜୀବନ ରକ୍ଷା କରାଯାଇଛି l ପରିବାର ଲୋକଙ୍କ ସହ ନିଜ ଦୁଃଖ ଦୁର୍ଦଶା ବିଷୟରେ ଚିନ୍ତାକରି ସାନ ପୁଅ ଅଜିତ ଗତ 2018 ମସିହାରେ ହୃଦ ରୋଗର ଶିକାର ହୋଇ ଔଷଧ ସାହାଯ୍ୟରେ ବଞ୍ଚିଛନ୍ତି l ଦୁଇ ଭିର୍ଣ୍ଣକ୍ଷମ ପୁଅ ଓ ସ୍ୱାମୀ ଅଖିଳଙ୍କ ଭରଣ ପୋଷଣ ପାଁଇ ହୀରାବତୀ ଆଶା କର୍ମୀ ଭାବେ କାମକରି ସରକାରଙ୍କ ଠାରୁ ପାଉଥିବା 4.500ଟଙ୍କା ଓ ତାଙ୍କ ଦୁଇ ପୁଅ ପାଉଥିବା ଭିର୍ନକ୍ଷମ ଭତା ସହ 20କିଲୋ ଚାଉଳ ଚଳନିର ଏକମାତ୍ର ସହାୟ ହୋଇଛି l ତେବେ ହୀରାବତୀ ଘରେ ନଥିବା ସମୟରେ ତାଙ୍କ ସ୍ୱାମୀ ଅଖିଳ ରୋଗାଗ୍ରସ୍ତ ଅବସ୍ଥାରେ ଯେନତେନ ପ୍ରକାରର ରୋଷେଇ କରି ପରିବାରକୁ ବଞ୍ଚାଇ ରଖିଛନ୍ତି l ରୋଗ ବ୍ୟାଧି କାରଣରୁ ଧାର କରଜରେ ବୁଡିରହିଥିବା ହୀରାବତୀ ରୋଜଗାର କରିଥିବା ଅର୍ଥ ସୁଜିଲାପରେ ସାମାନ୍ୟ ଔଷଧ କିଣିବାକୁ ଅକ୍ଷମ ହେଉଛନ୍ତି l ଏହିପରି ପରିସ୍ଥିତିରେ ବଡ଼ ବଡ଼ ରୋଗ ପାଁଇ ଔଷଧ ଖର୍ଚ୍ଚ କରି ପାରୁନଥିବା କାରଣରୁ ଦୁଇ ପୁଅ ଓ ସ୍ୱାମୀଙ୍କ ଜୀବନ ସଂକଟାପର୍ଣ ପରିସ୍ଥିତି ଭିତରେ ଗତିକରୁଛି l ଗ୍ରାମବାସୀମାନେ ଏହି ପରିବାରକୁ ସାହାଯ୍ୟ କରି ସମସ୍ତେ ହତବାନ୍ଧି ବସିଥିବା ବେଳେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି l ଜୀବନ ମରଣ ସହ ସଂଗ୍ରାମ କରୁଥିବା ପରିବାରର ଭବିଶ୍ୱତ ପାଖ ପଡୋଶୀମାନେ ଚିନ୍ତାକରି ନିରୁପାୟ ଅବାକ ହୋଉଥିବା ଦେଖିବାକୁ ମିଳିଛି l

ଭିନ୍ନକ୍ଷମ ପରିବାରକୁ କେବଳ ଭଗବାନ ସାହା

03/09/2022

ରାଜନୀତିର ପଶାପାଲିରେ ବଳି ପଡୁଛନ୍ତି ଧର୍ମପଦ । ହାତ ଟେକି ଦେଇଛନ୍ତି ନେତା ଆଉ ପ୍ରଶାସନNews13 Odisha

Address

Cuttack

Telephone

+919777210210

Website

Alerts

Be the first to know and let us send you an email when CYBER ARMY BJP Indian ବିଜେପି ସାଇବର ଆର୍ମୀ ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Share