ଆମ୍ ଆଦ୍ମୀ ପାର୍ଟି, ଛତ୍ରପୁର

  • Home
  • India
  • Chatrapur
  • ଆମ୍ ଆଦ୍ମୀ ପାର୍ଟି, ଛତ୍ରପୁର

ଆମ୍ ଆଦ୍ମୀ ପାର୍ଟି, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) - ଛତ୍ରପୁର Aam Aadmi Party, Chatrapur

ପବିତ୍ର ଗଣେଶ ଚତୁର୍ଥରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ |ଆମ ଛତ୍ରପୁର ଫେସବୁକ ପେଈଜ କୁ ଲାଇକ (Like ) କରନ୍ତୁ |https://www.facebook....
19/09/2023

ପବିତ୍ର ଗଣେଶ ଚତୁର୍ଥରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ |

ଆମ ଛତ୍ରପୁର ଫେସବୁକ ପେଈଜ କୁ ଲାଇକ (Like ) କରନ୍ତୁ |
https://www.facebook.com/AAP.Chatrapur

ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) - ଛତ୍ରପୁର
ଆମ୍ ଆଦ୍ମୀ ପାର୍ଟି(AAP)

"ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ"ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ତଥା ଆଜି ପବିତ୍ର ଶ୍ରୀ ଗୁଣ୍ଡିଚା ଉପଲକ୍ଷେ ଆମ୍ ଆଦ୍...
20/06/2023

"ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ"

ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ତଥା ଆଜି ପବିତ୍ର ଶ୍ରୀ ଗୁଣ୍ଡିଚା ଉପଲକ୍ଷେ ଆମ୍ ଆଦ୍ମୀ ପାର୍ଟି ସାରା ବିଶ୍ଵରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ତରିକ ଶୁଭେଛା ଏବଂ ଅଭିନନ୍ଦନ ଜଣାଉଛି |

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର, ଭଉଣୀ ଦେବୀ ସୁଭଦ୍ରାଙ୍କର ଏବଂ ବଡ଼ ଭାଇ ଭଲଭଦ୍ରଙ୍କର ଆଶୀର୍ବାଦ ସଭିଙ୍କ ପାଇଁ ସଦା ସର୍ବଦା ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ସମୃଦ୍ଧି ଆଣିଦେଉ l

ଜୟ ଜଗନ୍ନାଥ 🙏
Happy Rath Yatra

ଆମ ଛତ୍ରପୁର ଫେସବୁକ ପେଈଜ କୁ ଲାଇକ (Like ) କରନ୍ତୁ |
https://www.facebook.com/AAP.Chatrapur

ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) - ଛତ୍ରପୁର
ଆମ୍ ଆଦ୍ମୀ ପାର୍ଟି(AAP)

ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣ ମାସ କୃଷ୍ଣ ପକ୍ଷ ଚତୁଦ୍ଦର୍ଶୀ ତିଥିରେ ମହାଶିବରାତ୍ରି ପାଳନ ହୋଇଥାଏ ।  କୁହାଯାଇଥାଏ ଯେ, ଭଗବାନ ଶିବଙ୍କ ...
18/02/2023

ଆଜି ପବିତ୍ର ମହାଶିବରାତ୍ରୀ ।

ଫଗୁଣ ମାସ କୃଷ୍ଣ ପକ୍ଷ ଚତୁଦ୍ଦର୍ଶୀ ତିଥିରେ ମହାଶିବରାତ୍ରି ପାଳନ ହୋଇଥାଏ । କୁହାଯାଇଥାଏ ଯେ, ଭଗବାନ ଶିବଙ୍କ ଉପାସନା ପାଇଁ ଏହା ହେଉଛି ଶ୍ରେଷ୍ଠ ଦିନ ।

ନଗେନ୍ଦ୍ର ହାରାୟ ତ୍ରୀଲୋ ଚନାୟ,
ଭସ୍ମାଙ୍ଗରାଗାୟ ମହେଶ୍ଵରାୟ |
ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ,
ତସ୍ମୈ "ନ" କାରାୟ ନମଃ ଶିବାୟ |

ଭୋଳା ଶଙ୍କର ଆପଣଙ୍କୁ ବହୁତ ମଙ୍ଗଳ, ଆନନ୍ଦ ଏବଂ ସଫଳତା ଦେଇ ଅନୁଗ୍ରହ ଦିଅନ୍ତୁ, ଆପଣଙ୍କ ପରିବାର ପାଇଁ ଶୁଭ ମହାଶିବରାତ୍ରୀ ର ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା

ଆମ ଛତ୍ରପୁର ଫେସବୁକ ପେଈଜ କୁ ଲାଇକ (Like ) କରନ୍ତୁ |
https://www.facebook.com/AAP.Chatrapur

ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) - ଛତ୍ରପୁର
ଆମ୍ ଆଦ୍ମୀ ପାର୍ଟି(AAP)

16/01/2023

ଦିଲ୍ଲୀ ରେ ବିଜୁଳୀ 200 ୟୁନିଟ ଛାଡ (Free) ହେଲା...

ପଞ୍ଜାବ ରେ ବି ବିଜୁଳୀ 300 ୟୁନିଟ ଛାଡ (Free) ହେଲା...

ଓଡ଼ିଶାରେ ବି ବିଜୁଳୀ ଛାଡ (Free) ହେଇପାରିବ...

କେବଳ ଦରକାର "ଆମ୍ ଆଦ୍ମୀ ପାର୍ଟି(AAP)" ସରକାର....

ଆମ ଛତ୍ରପୁର ଫେସବୁକ କୁ ଲାଇକ (Like ) କରନ୍ତୁ |

ଆମ୍ ଆଦ୍ମୀ ପାର୍ଟି, ଛତ୍ରପୁର (ଫେସବୁକ ରେ ଖୋଜନ୍ତୁ)
https://www.facebook.com/AAP.Chatrapur

ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) - ଛତ୍ରପୁର,
ଆମ୍ ଆଦ୍ମୀ ପାର୍ଟି(AAP)

ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) - ଛତ୍ରପୁର

15/01/2023

ରାଜନୀତି କରିବା ପାଇଁ ନୁହେଁ,ରାଜନୀତି ବଦଳାଇବା ପାଇଁ ଆସିଛୁ...

Address

NAC-Chatrapur
Chatrapur
761020

Telephone

+918895141391

Website

Alerts

Be the first to know and let us send you an email when ଆମ୍ ଆଦ୍ମୀ ପାର୍ଟି, ଛତ୍ରପୁର posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଆମ୍ ଆଦ୍ମୀ ପାର୍ଟି, ଛତ୍ରପୁର:

Share