Aam Aadmi Party Chatrapur

Aam Aadmi Party Chatrapur qualityeducation, free electricity, drinking water,qualityhealth facility, jobcreation,crptfreesystem,

11/07/2026
08/07/2026

ଆପ୍ ର ଶକ୍ତି ହେଉଛନ୍ତି ଜନତା, ବିଶ୍ୱାସ ହେଉଛି କାମର ରାଜନୀତି ।
ଓଡ଼ିଶାରେ ପରିବର୍ତ୍ତନର ସ୍ୱର-ପ୍ରତ୍ୟେକ ଆପ୍ କର୍ମୀ ନିର୍ବାଚନ ପାଇଁ ପ୍ରସ୍ତୁତ ।
ଆସନ୍ତୁ, ଆପ୍ ପରିବାରରେ ଯୋଗଦିଅନ୍ତୁ।
📞 ୯୯୩୮୭୧୦୧୦୧ ରେ ମିସ୍ କଲ୍ କରନ୍ତୁ ।

#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

03/07/2026

आज केवल आम आदमी पार्टी ही सच्ची भावना से सनातन धर्म के लिए काम कर रही है। 👇

➤ अमृतसर में भव्य लव-कुश मंदिर बनाया जाएगा।

➤ ₹80 करोड़ की लागत से पटियाला के काली माता मंदिर का जीर्णोद्धार किया जाएगा।

➤ ‘मुख्यमंत्री तीर्थ यात्रा योजना’ के तहत अब सालासर–खाटू श्याम जी, हरिद्वार–ऋषिकेश और मथुरा–वृंदावन के दर्शन भी कराए जाएंगे।

➤ पंजाब के 22 शहरों में ‘एक शाम भगवान शिव के नाम’ भजन संध्या का आयोजन किया जा रहा है।

➤ 1 अगस्त से पूरे पंजाब में रामायण पर आधारित ‘हमारे राम’ नाटक का भव्य मंचन कराया जाएगा।

27/06/2026

ଗତକାଲି ସନ୍ଧ୍ୟାରେ ପୁରୀ ଶ୍ରୀ ମନ୍ଦିରରେ ଆପ୍ ଓଡ଼ିଶା ସହ ପ୍ରଭାରୀ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗଣ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ସହିତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କଲେ ।
ଏହି ସମୟରେ ପୁରୀ ଜିଲ୍ଲା ସଭାପତି ଶ୍ରୀ ସଞ୍ଜୀବ ମହାନ୍ତି ଏବଂ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଶ୍ରୀ ସାରଦା ପ୍ରସାଦ ଦାସ ଉପସ୍ଥିତ ଥିଲେ ।

27/06/2026

Address

Chatrapur
Chatrapur
761020

Website

Alerts

Be the first to know and let us send you an email when Aam Aadmi Party Chatrapur posts news and promotions. Your email address will not be used for any other purpose, and you can unsubscribe at any time.

Share