17/09/2025
ଗତ କାଲି ରାତିରେ ମନ୍ୟବର ଲୋକପ୍ରିୟ ସାଂସଦ ତଥା ଓଡ଼ିଶା ଲୋକ ପ୍ରିୟ ଜନ ନେତା ଶ୍ରୀଯୁକ୍ତ #ଧର୍ମେନ୍ଦ୍ର_ପ୍ରଧାନ ଙ୍କୁ ବଇଣ୍ଡା ମଣ୍ଡଳ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଦେବା ସହିତ ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଲୁ ଏବଂ ପ୍ରିୟ ସାଂସଦ ମୁଖ୍ୟତଃ ସମସ୍ୟା ଥିବା ଶିଶୁ ମନ୍ଦିରକୁ ରାସ୍ତା NH 55 ହେବା ପର ଠାରୁ ବିଚ୍ଛିନ୍ନ ହୋଇ 5KM ଦୂର ହୋଇଥିଲା ଯାହା ପିଲାଙ୍କ ପାଇଁ ଅସୁବିଧା ହେବା ସହିତ 5-6 ଟି ଗାଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ସେ ସେଥି ଛିଡ଼ା ହୋଇ NHI ଙ୍କୁ ଜଣାଇ ଥିଲେ ଏବଂ ତୁରନ୍ତ ଏହା କାମ ଆରମ୍ଭ କରାଯାଉ ବୋଲି ନିର୍ଦ୍ଧେଶ ମଧ୍ୟ ଦେଇଥିଲେ।
Dharmendra Pradhan
National Highways Authority of India - NHAI
Shraban Kumar Sahoo