Susant Kumar Rout

Susant Kumar Rout Official page of Susant Rout,MLA,Bhubaneswar (North) & District President,BJD (Bhubaneswar)

ଆଜି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର , ପଦାସାହି, ବେଣାଗାଡ଼ିଆ , ସମେଇଗାଡ଼ିଆ ଗ୍ରାମ ରେ ଆୟୋଜିତ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ...
11/04/2026

ଆଜି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର , ପଦାସାହି, ବେଣାଗାଡ଼ିଆ , ସମେଇଗାଡ଼ିଆ ଗ୍ରାମ ରେ ଆୟୋଜିତ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲି।

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ ଏବଂ ପଞ୍ଚାୟତ ରେ ଆୟୋଜିତ ସାମଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲି।
11/04/2026

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ ଏବଂ ପଞ୍ଚାୟତ ରେ ଆୟୋଜିତ ସାମଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲି।

ଆଜି ମୋ ଗାଁ ପଟିଆ ର ମା ଶିଖରଚଣ୍ଡୀ ମନ୍ଦିର , କନକ ଦୁର୍ଗା ମନ୍ଦିର ,ନୀଳକଣ୍ଠେଶ୍ଵର ମନ୍ଦିର ରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ...
10/04/2026

ଆଜି ମୋ ଗାଁ ପଟିଆ ର ମା ଶିଖରଚଣ୍ଡୀ ମନ୍ଦିର , କନକ ଦୁର୍ଗା ମନ୍ଦିର ,ନୀଳକଣ୍ଠେଶ୍ଵର ମନ୍ଦିର ରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ମା ଙ୍କ ସୁନା ମକୁଟ ଚୋରି କରି ନେଇଥିବା ଖବର ପାଇ ମୁଁ ଘଟଣା ସ୍ଥଳ ରେ ପହଞ୍ଚି ଘଟଣା ସମ୍ପର୍କରେ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରି ଭୁବନେଶ୍ୱର DCP ଏବଂ ଚନ୍ଦ୍ରଶେଖରପୁର ଥାନା ର ଆଇଆଇସି ଙ୍କ ସହିତ ଆଲୋଚନା କରି ତୁରନ୍ତ ଦୁର୍ବୁତ୍ତ କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।ଆଶା କରୁଛି ଖୁବ ଶୀଘ୍ର ଅଭିଯୁକ୍ତ ମାନେ ଗିରଫ ହେବେ ଏବଂ ପୋଲିସ ପ୍ରଶାସନ କୁ ଅନୁରୋଧ କରୁଛି ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ଆପଣ ମାନେ ଯତ୍ନବାନ ହୁଅନ୍ତୁ ।

ଆଜି ପଟିଆ ଗ୍ରାମ ର ଯୁବ ନେତା ସନ୍ତୋଷ ପରିଡ଼ା ଙ୍କ ପିତା ତଥା କର୍ପୋରେଟର ଶ୍ରୀମତୀ LAXMIPRIYA PARIDA ଙ୍କ ଶ୍ୱଶୁର ଶ୍ରୀଯୁକ୍ତ ସିବେନ୍ଦ୍ର ...
09/04/2026

ଆଜି ପଟିଆ ଗ୍ରାମ ର ଯୁବ ନେତା ସନ୍ତୋଷ ପରିଡ଼ା ଙ୍କ ପିତା ତଥା କର୍ପୋରେଟର ଶ୍ରୀମତୀ LAXMIPRIYA PARIDA ଙ୍କ ଶ୍ୱଶୁର ଶ୍ରୀଯୁକ୍ତ ସିବେନ୍ଦ୍ର ପରିଡ଼ା ଙ୍କ ଦେହାନ୍ତ ଖବର ପାଇ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲି। ପ୍ରଭୂ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଅମର ଆତ୍ମା ର ସଦଗତି ହେଉ ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି । ଓଁ ଶାନ୍ତି

ଆଜି ପଟିଆ ଗ୍ରାମ ର ଧର୍ମପରାୟଣ ମହିଳା ସ୍ବର୍ଗତ ପଞ୍ଚେଇ ପାତ୍ର ଙ୍କ ଏକାଦଶ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲି।ପ୍ରଭୁ ଜଗନ୍ନାଥ ଙ୍କ ନ...
08/04/2026

ଆଜି ପଟିଆ ଗ୍ରାମ ର ଧର୍ମପରାୟଣ ମହିଳା ସ୍ବର୍ଗତ ପଞ୍ଚେଇ ପାତ୍ର ଙ୍କ ଏକାଦଶ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲି।ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଅମର ଆତ୍ମା ର ସଦଗତି ହେଉ ଏବଂ ପରିବାରବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଓଁ ଶାନ୍ତି

ଆଜି BMC WARD NO 4 NAHARKANTA ଗୋପୀନାଥ ମନ୍ଦିର ପାଖରେ ମହାନଗର ନିଗମ ତରଫରୁ ପ୍ରାୟ ଦେଢ଼ କୋଟି  ରୁ ଉର୍ଦ୍ଧ୍ବ ଟଙ୍କା ର ବ୍ୟୟ ଅଟକଳ ରେ ଏକ...
08/04/2026

ଆଜି BMC WARD NO 4 NAHARKANTA ଗୋପୀନାଥ ମନ୍ଦିର ପାଖରେ ମହାନଗର ନିଗମ ତରଫରୁ ପ୍ରାୟ ଦେଢ଼ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ବ୍ୟୟ ଅଟକଳ ରେ ଏକ ନୂତନ ରାସ୍ତା ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲି । ଆଜି ଏ ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ ପରେ ଗଡ ନହରକଣ୍ଟା ଗ୍ରାମବାସୀ ମାନଙ୍କ ର ବହୁତ ଦିନ ର ସମସ୍ୟା ଦୂର ହୋଇପାରିଛି । ଆଜି ର ଏହି କାର୍ଯ୍ୟକ୍ରମ ରେ ମୋ ସହିତ ମେୟର ଶ୍ରୀମତୀ ସୁଲୋଚନା ଦାସ,କର୍ପୋରେଟର ସୁକୁମାର ସାହୁ , ଅକ୍ଷୟ ଲେଙ୍କା ଙ୍କ ସହିତ ଗ୍ରାମ ର ସମସ୍ତ ମୂରବୀ ମାନେ ଯୋଗଦେଇଥିଲେ ।

ଆଜି BJP ସରକାର ର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତି କୁ ବିରୋଧ କରି MASTER CANTEEN ଛକ ଠାରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ବିକ୍ଷୋଭ ସମାବ...
07/04/2026

ଆଜି BJP ସରକାର ର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତି କୁ ବିରୋଧ କରି MASTER CANTEEN ଛକ ଠାରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ବିକ୍ଷୋଭ ସମାବେଶ ରେ ଯୋଗଦେଇଥିଲି।ବାସ୍ତବ ରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଭୁବନେଶ୍ୱର କଟକ ମେଟ୍ରୋ ପ୍ରକଳ୍ପ ବନ୍ଦ କରିବା ଏକ ଦୁର୍ଭାଗ୍ୟ ଜନକ ଖବର । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ର ଏଭଳି ହିନ ରାଜନୀତି କୁ ଦଳ ମତ ନିର୍ବିଶେଷରେ ସମସ୍ତେ ବିରୋଧ କରିବା ସହିତ ଆଗାମୀ ଦିନରେ ଏ ଆନ୍ଦୋଳନ କୁ ଆହୁରି ଦୁର୍ବାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

07/04/2026
ଗତକାଲି BJB କଲେଜ ଗ୍ରାଉଣ୍ଡ ରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇଥିଲି।
07/04/2026

ଗତକାଲି BJB କଲେଜ ଗ୍ରାଉଣ୍ଡ ରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇଥିଲି।

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ BMC WARD NO 5 ଚକେଇସିଆଣି ଗ୍ରାମ ର ବଡ ଭାଇ ତଥା ମୋର ଶୁଭେଛୁ ଶ୍ରୀଯୁକ୍ତ ଦିଲ୍ଲୀପ ସ୍ୱାଇଁ ଙ୍କ ନା...
07/04/2026

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ BMC WARD NO 5 ଚକେଇସିଆଣି ଗ୍ରାମ ର ବଡ ଭାଇ ତଥା ମୋର ଶୁଭେଛୁ ଶ୍ରୀଯୁକ୍ତ ଦିଲ୍ଲୀପ ସ୍ୱାଇଁ ଙ୍କ ନାତୁଣୀ ଜନ୍ମଦିନ ଉତ୍ସବ ରେ ଯୋଗଦେଇ ଆଶିର୍ବାଦ କରିବା ସହିତ ପ୍ରଶାନ୍ତି ବିହାର ଅଞ୍ଚଳ ର ଜଣେ ମୂରବୀ ଶ୍ରେଣୀୟ ବରିଷ୍ଠ ନାଗରିକ ସ୍ବର୍ଗତ ବିଷ୍ଣୁ ଚରଣ ଦାସ ଙ୍କ ଏକାଦଶ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି। ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗଦେଇ ଅମର ଆତ୍ମା ର ସଦଗତି କାମନା କରିବା ସହିତ ପାରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଥିଲି ।

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲି।
06/04/2026

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲି।

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ BMC WARD NO 4 NAHARKANTA ଗ୍ରାମ,ଶିଖରଚଣ୍ଡୀ ନଗର , କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓସ୍ତପ...
06/04/2026

ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ BMC WARD NO 4 NAHARKANTA ଗ୍ରାମ,ଶିଖରଚଣ୍ଡୀ ନଗର , କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମ ରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ଯୋଗଦେଇଥିଲି। ଶାନ୍ତି ଶୃଙ୍ଖଳା ସହିତ ଯୁବକ ସଂଘ ମାନଙ୍କ ଦ୍ଵାରା ଖେଳ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛି।ଆଶା କରୁଛି ଗ୍ରାମାଞ୍ଚଳ ରୁ କ୍ରୀଡ଼ାବିତ୍ ମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଆଗାମୀ ଦିନରେ ଜଣେ ଭଲ ଖେଳାଳି ଭାବେ ଓଡ଼ିଶା ରେ ନିଜ ସୁନାମ ଅର୍ଜନ କରନ୍ତୁ । ଜୟ ଜଗନ୍ନାଥ

Address

Qr No. 3R 1/2, Unit-IV
Bhubaneswar
751001

Opening Hours

Monday 9:30am - 6pm
Tuesday 9:30am - 6pm
Wednesday 9:30am - 6pm
Thursday 9:30am - 6pm
Friday 9:30am - 6pm
Saturday 9:30am - 6pm

Telephone

+916742959960

Website

Alerts

Be the first to know and let us send you an email when Susant Kumar Rout posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Susant Kumar Rout:

Share