Asit Parida

Asit Parida Social Work is my passion.. Duty is God

ଓଡ଼ିଶା ସଙ୍ଗୀତ ଜଗତର ଅମଳିନ ପ୍ରତିଭା ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀ...
17/11/2025

ଓଡ଼ିଶା ସଙ୍ଗୀତ ଜଗତର ଅମଳିନ ପ୍ରତିଭା ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଏ ଦୁଃସମୟକୁ ସାମ୍ନା କରିବା ପାଇଁ ଈଶ୍ବର ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।

Address

Bhubaneswar

Alerts

Be the first to know and let us send you an email when Asit Parida posts news and promotions. Your email address will not be used for any other purpose, and you can unsubscribe at any time.

Share